ସୂର୍ଯ୍ୟ ନମସ୍କାରର ସୁଫଳ

ନିୟମିତ ଯୋଗ କଲେ ମନୁଷ୍ୟ ସୁସ୍ଥ ରହିଥାଏ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନଶୈଳୀ ଯୋଗୁ ଅନେକେ ଧୀରେ ଧୀରେ ଯୋଗଠାରୁ ଦୂରେଇ ଯାଉଛନ୍ତିି। ଫଳରେ ମଣିଷ ଅନେକ ରୋଗର ଶିକାର ହେଉଛି। ହେଲେ ଆଜିବି ଯେଉଁମାନେ ନିୟମିତ ଯୋଗ କରୁଛନ୍ତି ସେମାନେ ଦୀର୍ଘାୟୁ ହେବା ସହ ସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରୁଛନ୍ତି ବୋଲି ମତ ଦିଅନ୍ତି ଯୋଗ ବିଶେଷଜ୍ଞ। ଏହି ଯୋଗ ମଧ୍ୟରେ ‘ସୂର୍ଯ୍ୟ ନମସ୍କାର’ ଏକ ସାଧାରଣ ଯୋଗ ହୋଇଥିବା ବେଳେ ଏହା ଶରୀରକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଥିରେ ଯୋଗ ସହ ସୂର୍ଯ୍ୟଙ୍କର ଭିନ୍ନ ଭିନ୍ନ ୧୨ଟି ମନ୍ତ୍ର ଉଚ୍ଚାରଣ କରାଯାଇଥାଏ। ହେଲେ ଏହାର ଅର୍ଥ ଗୋଟିଏ। ତାହା ହେଲା ସୂର୍ଯ୍ୟଙ୍କୁ ନମସ୍କାର। ପ୍ରାତଃ ସମୟରେ ଏହି ଆସନଟି କଲେ ଶରୀରକୁ ଅନେକ ଲାଭ ମିଳିଥାଏ। ତେବେ ନମସ୍କାର ମୁଦ୍ରାରେ ରହି ଏହାକୁ କରିବାକୁ ପଡିଥାଏ। କିନ୍ତୁ ପ୍ରଥମେ ଜଣେ ଯୋଗଗୁରୁଙ୍କ ଠାରୁ ଏହାର ପ୍ରଣାଳୀ ଜାଣିବା ପରେ ନିୟମିତ ଏହାକୁ ଅଭ୍ୟାସ କରିବା ଭଲ। ନଚେତ୍‌ ଏହା ଶରୀର ଉପରେ କୁପ୍ରଭାବ ବି ପକାଇଥାଏ।


All Right Reserved By Dharitri.Com

ଏଭଳି ବଡ଼ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବା ପାଇଁ ରାତ୍ରଭୋଜନ ପରେ ଖାଆନ୍ତୁ ଏହାକୁ…

ଗୁଡ଼ ଅନେକ ପୋଷକ ତତ୍ତ୍ୱରେ ଭରପୁର। ପ୍ରତିଦିନ ରାତ୍ରଭୋଜନ ପରେ ଅଭ୍ୟାସ କରି ଫାଳେ ଗୁଡ଼ ଖାଇଲେ ବହୁ ଫାଇଦା ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ...

ଚେହେରା ଅନୁସାରେ ଇୟରିଂ

ବଜାରରେ ବିଭିନ୍ନ ପ୍ରକାରର ଇୟରିଂ ମିଳିଥାଏ। ହେଲେ କେଉଁ ଇୟରିଂ କିଭଳି ଚେହେରାକୁ ମାନିବ ଏନେଇ ଅନେକେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି। ଏହି ଦ୍ୱନ୍ଦ୍ୱକୁ ଦୂରେଇବା ପାଇଁ...

ଓଜନ କମାଇଥାଏ ଏହି ଜୁସ୍‌

ଆଜିକାଲି ଓଜନ ବୃଦ୍ଧି ମୁଖ୍ୟ ସମସ୍ୟା ହୋଇଛି। ଓଜନ କମାଇବା ପାଇଁ କିଏ କେତେ କ’ଣ ତରିକା ଆପଣାଉଛନ୍ତି। ମାତ୍ର କମଳା ଏବଂ ଗାଜର ଜୁସ୍‌...

ପ୍ରତିଦିନ ଗୋଟିଏ ସିଝାଅଣ୍ଡା ନପୁଂସକତାରୁ ରଖେ ଦୂରେଇ…

ସମ୍ପ୍ରତି ପରିବର୍ତ୍ତିତ ଜୀବନ ଶୈଳୀରେ ତଥା ମାନସିକ ଚାପ ଯୋଗୁ କେତେକଙ୍କଠାରେ ନପୁଂସକତା ଦେଖିବାକୁ ମିଳୁଛି। ଆୟୁର୍ବେଦରେ ଏହାର ଘରୋଇ ଉପଚାର ସମ୍ପର୍କରେ ଉଲ୍ଲେଖ କରାଯାଇଛି।...

ହାଣ୍ଡି ପନିର

ଆବଶ୍ୟକ ସାମଗ୍ରୀ: ପନିର ୨୦୦ଗ୍ରାମ୍‌, ଘଷା ହୋଇଥିବା ଅଦା ଅଳ୍ପ, ହଳଦୀ ଅଧା ଚାମଚ, ଲାଲ୍‌ ଲଙ୍କାଗୁଣ୍ଡ ଅଧାଚାମଚ, ଗରମ ମସଲା ଅଧା ଛୋଟ ଚାମଚ,...

ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତିଦିଏ ଅଦାପାଣି

ଅଦାରେ ଅନେକ ଉପକାରୀ ଗୁଣ ରହିଛି। ଅନେକେ ଅଦା ଚା’ ପିଇବାକୁ ଭଲପାଆନ୍ତି। ରୋଷେଇରେ ଏହାକୁ ମସଲା ରୂପେ ବ୍ୟବହାର କରାଯାଉଥିବା ବେଳେ ଆୟୁର୍ବେଦରେ ବିଭିନ୍ନ...

ଏସବୁ ରୋଗ ଦୂର କରେ ଜହ୍ନି

ଆଜିକାଲି ଖାଦ୍ୟପେୟରେ ଅନିୟମିତତା ଯୋଗୁ ନାନା ରୋଗ ଗ୍ରାସ କରୁଛି। ଅଧିକାଂଶ ଲୋକଙ୍କଠାରେ ଗ୍ୟାସ୍‌ଟ୍ରିକ୍‌, ହୃଦଜନିତ ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ପରି ସମସ୍ୟା ଦେଖାଦେଉଛି।...

ଆଜି ମହାଶିବରାତ୍ରି: ଜାଣନ୍ତୁ ଉପବାସଧାରୀ କ’ଣ ଖାଇବା ଉଚିତ

ଆଜି ମହାଶିବରାତ୍ରି। ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ଭକ୍ତମାନେ ଏହିଦିନ ଉପବାସ ରହି ମହାଦେବଙ୍କ ଉପାସନା କରିଥାନ୍ତି। ଏପରି କି ଶ୍ରଦ୍ଧାଳୁମାନେ ଉଜାଗର ରହି...

Leave a comment

Your email address will not be published. Required fields are marked *