କଙ୍ଗୋରେ ଭାରତୀୟ ଲ୍ୟୁଟନାଟ୍‌ କର୍ନଲ ଗୌରବ ସୋଲାଙ୍କି ନିଖୋଜ

କିନଶାସା,୧୨।୯: ଜାତିସଂଘ ଶାନ୍ତି ସେନାରେ ନିୟୋଜିତ ଥିବା ଭାରତୀୟ ଲ୍ୟୁଟନାଟ୍‌ କର୍ନଲ ଗୌରବ ସୋଲାଙ୍କି ଗତ ୫ ଦିନ ଧରି ନିଖୋଜ ଅଛନ୍ତି। ସେ କଙ୍ଗୋରେ ଜାତିସଂଘ ଶାନ୍ତି ମିଶନରେ ମୁତୟନ ହୋଇଥିଲେ। ଏକ ମିଶନରେ ତାଙ୍କ ଟିମ୍‌ କିଓ୍ବୁ ଲେକ୍‌ ଯାଇଥିଲେ। ସମସ୍ତ ଟିମ୍‌ ସଦସ୍ୟ ଫେରି ଆସିଥିବାବେଳେ ଗୌରବ ଗତ ଶନିବାରଠାରୁ ନିଖୋଜ ରହିଛନ୍ତି। ତାଙ୍କୁ ଖୋଜିବା ପାଇଁ ହାଇସ୍ପିଡ୍‌ ବୋଟ୍‌ ଏବଂ ହେଲିକପ୍ଟରର ସହାୟତା ଲୋଡ଼ା ଯାଇଛି। ସୂଚନାଯୋଗ୍ୟ, ବିଦେଶରେ ଜାତିସଂଘ ଶାନ୍ତି ସେନା ପକ୍ଷରୁ କଙ୍ଗୋରେ ସର୍ବାଧିକ ଭାରତୀୟ ଯବାନ ମୁତୟନ ଅଛନ୍ତି। ଉତ୍ତର କେବୁ ପ୍ରଦେଶର ଗୋମାଠାରେ ଭାରତୀୟ ବ୍ରିଗେଡ୍‌ର ମୁଖ୍ୟାଳୟ ରହିଛି।


All Right Reserved By Dharitri.Com

ଭୂକମ୍ପରେ ୨୦ ମୃତ

ଅମ୍ବନ ସିଟି,୨୭।୯: ଇଣ୍ଡୋନେସିଆର ମାଲୁକୁ ଦ୍ୱୀପପୁଞ୍ଜରେ ଗୁରୁବାର ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ୨୦ ମୃତ ଓ ଶତାଧିକ ଆହତ ହୋଇଛନ୍ତି। ଭୂକମ୍ପ...

ଆଇଏସଆଇ ମୁଖ୍ୟ ହେଲେ ଫୈଜ ଅହମ୍ମଦ

ଇସଲମାବାଦ, ୧୭।୬: ପାକିସ୍ତାନ ସେନାରେ ରବିବାର ଏକ ବଡଧରଣର ଅଦଳବଦଳ କରାଯାଇଛି। ଆଇଏସଆଇ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ ଫୈଜ ହମିଦଙ୍କୁ ନିଯୁକ୍ତି ଦିଆଯାଇଛି। କଠୋରପନ୍ଥୀ...

ଆତ୍ମଘାତୀ ବିସ୍ଫୋରଣରେ ୧୦ ନିହତ

କାବୁଲ,୬-୯: କାବୁଲରେ ଗୁରୁବାର ଏକ ଆତ୍ମଘାତୀ ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆଫଗାନିସ୍ତାନରେ ଥିବା ନାଟୋ ସେନା ମୁଖ୍ୟାଳୟ...

ସୌଦିରେ ୨ ଭାରତୀୟଙ୍କ ମୁଣ୍ଡକାଟ

ରିୟାଦ୍‌,୧୭।୪: ସୌଦିରେ ୨ ଭାରତୀୟଙ୍କ ମୁଣ୍ଡ କାଟ କରାଯାଇଛି। ସେମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଥିଲା। ବିଚାରରେ ସେମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଏଭଳି...

ମଝିଆକାଶରେ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି

ଆଟ୍‌ଲାଣ୍ଟା,୧୧।୭: ଡେଲ୍‌ଟା ଏୟାରଲାଇନ୍ସ ବିମାନ ୧୪୨୪ ଆଟ୍‌ଲାଣ୍ଟାରୁ ବାଲ୍‌ଟିମୋରକୁ ଉଡାଣ କରିଥିଲା। ହେଲେ ମଝିଆକାଶରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ କାର୍ଯ୍ୟକ୍ଷମ ହୋଇପାରି ନ...

ମୋଦିଙ୍କ ଇଂରାଜୀ କହିବା ଶୈଳୀକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି

ବାଇରିଜ୍‌,୨୭।୮: ଫ୍ରାନ୍ସର ବାଇରିଜଠାରେ ଜି-୭ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ...

ଚାଇନା ସୋସିଆଲ ମିଡିଆରେ ଚନ୍ଦ୍ରୟାନ-୨ର ପ୍ରଶଂସା

ବେଜିଂ,୧୦।୯: ଭାରତର ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ-୨ ଏବେ ତା’ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ସବୁ ଦେଶର...

‘ହାଉଡି ମୋଦି’ କାର୍ଯ୍ୟକ୍ରମ ପୂର୍ବରୁ ହଷ୍ଟନରେ ପ୍ରବଳ ବର୍ଷା: ସ୍କୁଲ, କଲେଜ୍‌ ବନ୍ଦ

ହଷ୍ଟନ,୨୦।୯: ଆଗାମୀ ସେପ୍ଟେମ୍ବର ୨୨ରେ ଆମେରିକାରେ ଆୟୋଜିତ ହେବ ‘ହାଉଡି ମୋଦି’ କାର୍ଯ୍ୟକ୍ରମ। ଟେକ୍ସାସର ହଷ୍ଟନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *