୩୦ ତାଲିବାନ ଆତଙ୍କବାଦୀ ନିହତ

କାବୁଲ,୧୨ା୯(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନର ଟଖର ପ୍ରଦେଶରେ ଆକାଶମାର୍ଗରୁ ଗ୍ରେନେଡ୍‌ ମାଡ଼ରେ ୩୦ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଅନ୍ୟ ୩୦ ଆତଙ୍କବାଦୀ ଆହତ ହୋଇଥିବା ଗୋଇନ୍ଦା ସୂଚନା ମିଳିଛି। ଆଫ୍‌ଗାନ ସଶସ୍ତ୍ର ବଳ ରକେଟ୍‌ ଗ୍ରେନେଡ୍‌ରେ ଆକାଶମାର୍ଗରୁ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲେ। ଆକ୍ରମଣରେ ସେନାର ୩ ଅପହୃତ ଯାନବାହନ ମଧ୍ୟ ଧ୍ୱଂସ ହୋଇଯାଇଛି।


All Right Reserved By Dharitri.Com

ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରେ ଅଣ୍ଡାମାଡ଼ କଲେ ପାକିସ୍ତାନୀ ବିକ୍ଷୋଭକାରୀ

ଲଣ୍ଡନ,୪।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଉଠିଛି। ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଉପରକୁ କେତେକ...

୮ ମାସର ପିଲାର ନାଁ ରଖିଲେ ଗୁଗୁଲ: ମିଳିଲା ଓ୍ବାର୍ଲଡ ଷ୍ଟ୍ରଙ୍ଗେଷ୍ଟ ନେମ ଆଓ୍ବାର୍ଡ

ଜାକର୍ତ୍ତା,୧।୭: ପିଲାଙ୍କ ନାମକରଣକୁ ନେଇ ପିତାମାତା ସବୁବେଳେ ଭିନ୍ନ କିଛି ଚିନ୍ତା କରିଥାଆନ୍ତି। ହେଲେ ଇଣ୍ଡୋନେସିଆର ଜଣେ ଦମ୍ପତି ନିଜ ୮ ମାସର ପିଲାର ନାଁ...

ପାର୍ଲିିଆମେଣ୍ଟରେ ଶିଶୁକୁ କ୍ଷୀର ପିଆଇ ଚର୍ଚ୍ଚାରେ ବାଚସ୍ପତି

ଖ୍ରୀଷ୍ଟଚର୍ଚ୍ଚ, ୨୨।୮: ନ୍ୟୁଜିଲାଣ୍ଡ ପାର୍ଲିଆମେଣ୍ଟରୁ ଏକ ହୃଦୟସ୍ପର୍ଶୀ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାର୍ଲିଆମେଣ୍ଟରେ ଡିବେଟ୍‌ ଚାଲିଥିବାବେଳେ ବାଚସ୍ପତି ଏକ ଶିଶୁକୁ କ୍ଷୀର ପିଆଉଥିବା...

ବୃହତ୍‌ ରକେଟ ଲଞ୍ଚର ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ,୨୬ା୮: ଆମେରିକା ସହ ଅଣୁଅସ୍ତ୍ର କାର୍ଯ୍ୟକ୍ରମ ରୋକିବା ସମ୍ପର୍କରେ ଆଲୋଚନା ପୂର୍ବରୁ ଉତ୍ତର କୋରିଆ ଶନିିବାର ସର୍ବବୃହତ୍‌ ରକେଟ ଲଞ୍ଚର ପରୀକ୍ଷା କରିଛି। ନୂତନ ଭାବେ...

କଲ୍ଲୀ ପୁରୀଙ୍କୁ ମିଳିଲା ମିଡିଆ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଭାବଶାଳୀ ମହିଳା ସମ୍ମାନ

ଇଂଲଣ୍ଡ,୨୮।୯: ଇଣ୍ଡିଆ ଟୁଡେ ଗ୍ରୁପ୍‌ର ଭାଇସ୍‌ ଚେୟାରମ୍ୟାନ କଲ୍ଲୀ ପୁରୀଙ୍କୁ ‘ଇଣ୍ଡିଆଜ୍‌ ମୋଷ୍ଟ ପାଓ୍ବାରଫୁଲ ଓ୍ବିମେନ ଇନ୍‌ ମିଡିଆ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଶୁକ୍ରବାର ବ୍ରିଟିଶ...

ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀ ରାଜି

ଆଙ୍କାରା,୧୮-୧୦(ଏଏଫ୍‌ପି):ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଗୁରୁବାର ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀକୁ ରାଜି କରାଇଛନ୍ତି। ସେ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତେୟିପ୍‌ ଏର୍ଡୋଗାନ୍‌ଙ୍କୁ ଭେଟି କୁର୍ଦ୍ଦିଶ...

ଭୋକିଲାଙ୍କ ପେଟକୁ ଦାନା ନ ଦେଇ ଇମ୍ରାନ୍‌ଙ୍କ ମୁହଁତୋଡ଼

ଇସଲାମାବାଦ୍‌,୮।୮: ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ଦୟନୀୟ ହୋଇପଡ଼ିଛି। ଲୋକଙ୍କ ପାଖରେ ଖାଇବା ପାଇଁ ଦାନା ନାହିଁ। ଭୋକିଲାଙ୍କ ପେଟକୁ ଦାନା ନ ଦେଇ ପାକିସ୍ତାନ...

ବଢିଲା ଶରିଫଙ୍କ ଛୁଟି ଅବଧି

ଇସ୍‌ଲାମାବାଦ,୨୯।୧୦:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ବେଲ୍‌ ଅବଧିକୁ ୮ ସପ୍ତାହକୁ ବୃଦ୍ଧି କରାଯାଇଛି। ଇସ୍‌ଲାମାବାଦ ହାଇକୋର୍ଟ ପକ୍ଷରୁ ବେଲ୍‌ ପାଇ ସେ ସର୍ଭିସେସ୍‌ ହସ୍ପିଟାଲରେ...

Leave a comment

Your email address will not be published. Required fields are marked *