ସକାଳ ଚା’ ସହ ଖାଆନ୍ତୁ ୨ଟି ବିସ୍କୁଟ

ଚା’ରେ ସାଧାରଣତଃ ଏସିଡିଟିର ମାତ୍ର ଯଥେଷ୍ଟ ଅଧିକ ରହିଥାଏ। ତେଣୁ ସକାଳୁ ଯେଉଁମାନଙ୍କର ବେଡ୍‌ ଟି ପିଇବାର ଅଭ୍ୟାସ ରହିଛି ସେମାନେ ଖାଲି ପେଟରେ ଚା’ ପିଇବା ଆଦୌ ଉଚିତ୍‌ ନୁହେଁ। କାରଣ ଏହା ଶରୀରରେ ଏସିଡ୍‌ର ମାତ୍ରାକୁ ବଢାଇ ଦେଇଥାଏ।
– ଗୋଟିଏ ଦିନରେ ଯେଉଁ ପୁରୁଷମାନେ ୪-୫ କପ୍‌ ଚା’ ପିଅନ୍ତି ସେମାନଙ୍କଠାରେ ପ୍ରୋଷ୍ଟେଟ୍‌ କ୍ୟାନସର ହେବାର ସମ୍ଭାବନା ରହିଥାଏ।
– ଖାଲି ପେଟରେ ବ୍ଲାକ୍‌ ଟି ପିଇଲେ ପେଟ ଫୁଲିଥାଏ।
– ଏହା ଖାଲିପେଟରେ ଗ୍ୟାଷ୍ଟ୍ରିକ୍‌ ମ୍ୟୁକସକୁ ବଢାଇ ଦେଉଥିବାରୁ ଭୋକ ଲାଗି ନ ଥାଏ।
– ଯେଉଁମାନଙ୍କର ଏସିଡିଟି ସମସ୍ୟା ଥାଏ ସେମାନେ ଖାଲି ପେଟରେ ଚା’ ପିଇଲେ ଏହା ବଢି ଯାଇଥାଏ।
– ବିଶେଷ କରି ଅଦା ଚା’ ଖାଲି ପେଟରେ ପିଇଲେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ବଢିଯାଏ।
– ଅନେକ ଲୋକ ଖାଲି ପେଟରେ ଚା’ ପିଇବା ଦ୍ୱାରା ବାନ୍ତି ଭଳି ସମସ୍ୟା ଉପୁଜିଥାଏ।
ସବୁବେଳ ଚା’ ପିଇବା ସମୟରେ ବିସ୍କୁଟ କିମ୍ବା କିଛି ଲୁଣି ଜିନିଷ ଖାଇବା ଭଲ। ଆହୁରି ମଧ୍ୟ ଚା’ ସହ ମିଠା ଅବା ଲୁଣି ଜିନିଷ ଖାଇଲେ ଅର୍ଶ ସମସ୍ୟା ଦେଖାଦେଇ ନ ଥାଏ।


All Right Reserved By Dharitri.Com

ରୋଷେଇ ଘରୁ ଦୁର୍ଗନ୍ଧ ଆସିଲେ ଆପଣାନ୍ତୁ କିଛି ଘରୋଇ ଉପଚାର

ରୋଷେଇ ଘରକୁ ସବୁବେଳେ ସଫାସୁତୁରା ରଖିବା ଉଚିତ୍‌। କାରଣ ରୋଷେଇ ଘରେ ଜୀବାଣୁ ବ୍ୟାପିଲେ ଏହା ଆମ ଖାଦ୍ୟରେ ମିଶି ଆମ ପେଟ ଭିତରକୁ ଚାଲି...

ଗର୍ଭବତୀ ମହିଳା ଅଦା ଚା’ ପିଇବା ହାନିକାରକ

ଗର୍ଭବତୀ ମହିଳାଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ସ୍ବାସ୍ଥ୍ୟପ୍ରଦ ଖାଦ୍ୟ, ହାଲ୍‌କା ବ୍ୟାୟାମ୍‌ ଦ୍ୱାରା ଜଣେ ମହିଳା ସୁସ୍ଥସବଳ ଶିଶୁକୁ ଜନ୍ମ ଦେଇଥାଏ। ଗର୍ଭଧାରଣ...

ଆଖି ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର ରସ…

ବିଭିନ୍ନ ପ୍ରକାର ଆଖି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଖାଲିପେଟରେ ଧନିଆ ପତ୍ର ଜୁସ୍‌ ପିଇଲେ ମିଳିଥାଏ ସୁଫଳ । ଏହା ଶରୀରରେ କୋଲେଷ୍ଟରଲସ୍ତର...

ବୁନା ପନିର୍‌

ହୋଟେଲ ହେଉ ଅବା ରେସ୍ତୋରାଁ ଯେଉଁଠି ସୁସ୍ବାଦୁ ଖାଦ୍ୟ ମିଳେ ସେଇଠି ପର୍ଯ୍ୟଟକଙ୍କ ଗହଳି ଲାଗେ। ତେଣୁ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ପୁରୀର ବିଭିନ୍ନ ହୋଟେଲ...

ମାସରେ ଥରେ ଦୁଇ ଥର କରନ୍ତୁ ଏପରି ମନ ରହିବ ହାଲ୍‌କା…

ହସିବା ଦ୍ୱାରା ମନ ହାଲ୍‌କା ରହିବା ସହ ଶରୀର ସୁସ୍ଥ ରହିିଥାଏ। କିନ୍ତୁ ବେଳେବେଳେ କାନ୍ଦିବା ଦ୍ୱାରା ମଧ୍ୟ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ।...

ଖାଦ୍ୟପେୟରେ ସାମିଲ କରନ୍ତୁ ଏହି ୭ ଜିନିଷ: ମଧୁମେହରୁ ପାଇବେ ମୁକ୍ତି

ଆଜିକାଲି ସମୟରେ ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ଏହାର କବଳରେ ବିଶ୍ୱର ଅଧିକାଂଶ ଲୋକ କହିଲେ ଭୁଲ୍‌ ମଧ୍ୟ ହେବ ନାହିଁ।...

ଚା ପିଇଲେ ସୁସ୍ଥ ରହିବ ମସ୍ତିଷ୍କ

ସିଙ୍ଗାପୁର: ଆପଣ ଚା’ ପିଅନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର। ଏକ ସର୍ଭେରୁ ଜଣାପଡ଼ିଛି ଯେ, ପ୍ରତ୍ୟେକ ଦିନ ଚା’ପିଉଥିବା...

ଅଂଶୁଘାତରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ଖରାଦିନେ ପ୍ରବଳ ଗରମରେ ଅଂଶୁଘାତ ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆଖୁରସ ପିଇଲେ ଅନେକ ଉପକାର ମିଳେ । ଆଖୁରସରେ ଭିଟାମିନ୍‌,କ୍ୟାଲସିୟମ୍‌,...

Leave a comment

Your email address will not be published. Required fields are marked *