Posted inଜାତୀୟ

ଭାରତରେ ଅନୁପ୍ରବେଶ କରିବେ ୨୭୫ ଆତଙ୍କବାଦୀ

ଶ୍ରୀନଗର,୧୧।୯: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଧୀରେଧୀରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଥିବା ୭ଟି ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ ଇତିମଧ୍ୟରେ ସକ୍ରିୟ ହୋଇଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏଠାରେ ୨୭୫ ଆତଙ୍କବାଦୀଙ୍କୁ ଏକାଠି କରାଯାଇଛି। ଅସ୍ତ୍ରବିରତି ଉଲ୍ଲଂଘନ ଆଳରେ ସେମାନଙ୍କୁ ଭାରତରେ ଅନୁପ୍ରବେଶ ପାଇଁ ଆଇଏସ୍‌ଆଇ ନିର୍ଦ୍ଦେଶରେ ପାକିସ୍ତାନ ସୈନ୍ୟ ବାହିନୀ ପ୍ରୟାସ କରୁଥିବା ଗୋଇନ୍ଦା ରିପୋର୍ଟରେ କୁହାଯାଇଛି। ଗୁରେଜ ସ୍କେଟର ଲଞ୍ଚ୍‌ପ୍ୟାଡ୍‌ରେ ୮୦ ଆତଙ୍କବାଦୀ ରହିଛନ୍ତି। ସେହିପରି ମଛଲି ସେକ୍ଟରରେ ୬୦, କାରନାହରେ ୫୦, କେରାନ୍‌ରେ ୪୦, ଉରିରେ ୨୦, ନୌଗାମ୍‌ରେ ୧୫ ଏବଂ ରାମପୁରରେ ୧୦ ଆତଙ୍କବାଦୀ ଅନୁପ୍ରବେଶ ସୁଯୋଗକୁ ଅପେକ୍ଷା କରିଛନ୍ତିି।


All Right Reserved By Dharitri.Com

ହୋଟେଲରେ ହାଇଡ୍ରାମା: ୧୪୪ ଧାରା

ବେଙ୍ଗାଲୁରୁ/ମୁମ୍ବାଇ,୧୧ା୭(ପି.ଟି.): କର୍ନାଟକର ବିଦ୍ରୋହୀ ବିଧାୟକମାନେ ରହିଥିବା ମୁମ୍ବାଇର ଏକ ବିଳାସପୂର୍ଣ୍ଣ ହୋଟେଲ ବାହାରେ ବୁଧବାର ହାଇଡ୍ରାମା ଦେଖିବାକୁ ମିଳିଛି। ମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ବିଧାୟକଙ୍କ ସହ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ପରଲୋକ

ହାଇଦ୍ରାବାଦ,୨୮।୭: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କର ରବିବାର ପରଲୋକ ହୋଇଛି। ହାଇଦ୍ରାବାଦରେ ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା...

୧୪୦୦ ଭାରତୀୟ ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୧।୧୧:ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପର୍ସନାଲ ଡାଟା (ବ୍ୟକ୍ତିଗତ ଗୋପନୀୟ ତଥ୍ୟ) ଚୋରି ହେବା ସହ ମୋବାଇଲ୍‌ ମଧ୍ୟ ହ୍ୟାକ୍‌ ହେଉଛି। ଇସ୍ରାଏଲର ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ ‘ଏନ୍‌ଏସ୍‌ଓ’...

ସ୍ବାଧୀନତା ଦିବସରେ ଓ୍ବାଘା ବର୍ଡରରେ ମିଠା ଦିଆନିଆ ହେଲାନି

ନୂଆଦିଲ୍ଲୀ, ୧୪।୮: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟେଇ ଦିଆଯିବା ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ବୁଧବାର ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ଅଟ୍ଟାରୀ-ଓ୍ବାଘା ବର୍ଡରରେ...

ପାକିସ୍ତାନ ଜେଲ୍‌ରେ ଏବେ ବି ୩ ଶହ ୫୫ ଭାରତୀୟ ଧୀବର

ଅମୃତସର,୨୩।୪: ପାକିସ୍ତାନର ବିଭିନ୍ନ ଜେଲ୍‌ରେ ଏବେ ବି ୩ ଶହ ୫୫ ଜଣ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୫ ସାଧାରଣ ନାଗରିକ ରହିଛନ୍ତି। ଅନ୍ୟମାନେ...

ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସଚେତନତା ପାଇଁ ହାତରେ ସାନିଟାରୀ ନାପ୍‌କିନ୍‌ ଧରି ଗରବା ନୃତ୍ୟ କଲେ ଶିକ୍ଷାର୍ଥୀ

ସୁରଟ,୮।୧୦: ଗୁଜରାଟରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନିଂ ଟେକ୍ନୋଲୋଜିର ଶିକ୍ଷାର୍ଥୀ ଏବଂ ଅଧ୍ୟାପକ ଏକ ନିଆରା ଢ଼ଙ୍ଗରେ ଗରବା ନୃତ୍ୟ କରିଛନ୍ତି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ...

ଦିଦିଙ୍କ ବଙ୍ଗାଳି ଛବି ବିଗାଡିବାକୁ ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଆୟୋଜନ କରିପାରେ ଭାଜପା

କୋଲକାତା,୨୪।୬: ପଶ୍ଚିମବଙ୍ଗରେ ଗତ ଲୋକ ସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ଖୁବ୍‌ ଉତ୍ସାହିତ ଥିବା ଦେଖାଯାଇଛି। କାରଣ ଏଥର...

ସାରଦା ଚିଟ୍‌ଫଣ୍ଡ ମାମଲା: ରାଜୀବଙ୍କ ମୁଣ୍ଡରେ ଖଣ୍ଡା

ନୂଆଦିଲ୍ଲୀ,୧୮ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସାରଦା ଚିଟ୍‌ଫଣ୍ଡ ମାମଲାରେ...

Leave a comment

Your email address will not be published. Required fields are marked *