କେବିସି-୧୧: କୃଷକଙ୍କ ପୁଅ ହେଲେ ପ୍ରଥମ କୋଟିପତି

ନୂଆଦିଲ୍ଲୀ,୧୧।୯: ଟେଲି ଦୁନିଆର ଲୋକପ୍ରିୟ ରିଏଲିଟି ଶୋ’ ‘କୌନ ବନେଗା କରୋଡ଼ପତି’ ୧୧ତମ ସଂସ୍କରଣର ପ୍ରଥମ କୋଟିପତି ହୋଇଛନ୍ତି ଜଣେ କୃଷକଙ୍କ ପୁଅ। ବିହାରର ସରୋଜ ରାଜ୍‌ କୋଟିପତି ହେବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ‘କୌନ ବନେଗା କରୋଡ଼ପତି’ ଶୋ’ର ହୋଷ୍ଟ୍‌ ଅମିତାଭ ବଚ୍ଚନ ସରୋଜଙ୍କ ନାଁ ଘୋଷଣା କରିବା ପରେ ସେ ଖୁସିରେ ଆତ୍ମହରା ହୋଇଯାଇଥିଲେ। ସହଜରେ ସେ ବିଶ୍ୱାସ କରିପାରି ନ ଥିଲେ। ଭବିଷ୍ୟତରେ ଜଣେ ଆଇଏଏସ୍‌ ଅଫିସର ହୋଇ ସମାଜ ସେବା କରିବି ବୋଲି ସେ କହିଛନ୍ତି। କେବଳ ଏକ କୋଟି ଟଙ୍କା ନୁହେଁ, ୭ କୋଟି ଜିତିବାର ସୁଯୋଗ ତାଙ୍କ ପାଖରେ ରହିଛି। ତେବେ ସେ ଏହା ଜିତି ପାରୁଛନ୍ତି କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ।


All Right Reserved By

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ

ଅହମ୍ମଦାବାଦ,୨୬।୪: ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶୁକ୍ରବାର ସୁରଟ ସେଶନ୍ସ କୋର୍ଟ ଏହି ରାୟ ଦେଇଛନ୍ତି। ଆସନ୍ତା...

କଂଗ୍ରେସ ପାଇଁ ଗୋଲାମ ଭଳି କାମ କରିଛି: କୁମାରସ୍ବାମୀ

ବେଙ୍ଗାଲୁରୁ,୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ କହିଛନ୍ତି ସେ ତାଙ୍କ ମେଣ୍ଟ ସରକାରରେ ୧୪ ମାସ ପର୍ଯ୍ୟନ୍ତ କଂଗ୍ରେସ ପାଇଁ ଗୋଲାମ ଭଳି କାମ କରିଛନ୍ତି।...

୩ ସେନାର ଆଧୁନିକୀକରଣ ପାଇଁ ମେଗା ଯୋଜନା: ବ୍ୟୟ ହେବ ୧୩୦ ବିଲିୟନ ଡଲାର

ନୂଆଦିଲ୍ଲୀ,୧୦ା୯(ପି.ଟି.): ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଭାରତୀୟ ସୈନ୍ୟବାହିନୀର ଆକ୍ରମଣ କ୍ଷମତା ବୃଦ୍ଧି ସହ ଏହାର ଆଧୁନିକୀକରଣ ଲାଗି ସରକାର ମେଗା ଯୋଜନା ପ୍ରସ୍ତୁତ...

ସ୍ପଷ୍ଟ କଲେ ରାଜୀବ- ଚାରୁ, ସମ୍ପର୍କରେ ଆସିନି ତିକ୍ତତା

ମୁମ୍ବାଇ: ବିବାହର ଏକ ମାସ ପରେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ଏବଂ ସ୍ତ୍ରୀ ଚାରୁ ଅସୋପାଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ନେଇ...

ଭୂତମେଳା

ଉତ୍ତର ପ୍ରଦେଶ ମିର୍ଜାପୁର ଅହୋରାହ ଥାନା ଅଞ୍ଚଳରେ ବରହି ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ସ୍ଥାନୀୟ ଲୋକେ ଏହାକୁ ଭୂତଙ୍କ ମେଳା ବୋଲି...

ପୁଣି ପରଦାରେ ଧମାଲ୍‌ କରିବେ ପ୍ରଭାସ୍‌, ଆସୁଛି ଫିଲ୍ମ ‘ସାହୋ’

ବାହୁବଳୀ ଫେମ୍‌ ପ୍ରଭାସ ପୁଣି ପରଦାରେ ଧମାଲ୍‌ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି...

ଚୁଜି ହେଲେଣି ଅନନ୍ୟା

ନବାଗତା ଅନନ୍ୟା ଏବେ ଚୁଜି ହେଲେଣି। ଭୂମିକା ହେଉ କି କାହାଣୀ ଯଦି ପସନ୍ଦ ନ ହେଲା ତେବେ ସିଧା ସିଧା ମନା କରିଦେଉଛନ୍ତି। ନିକଟରେ...

ଇୟର ଫୋନ୍‌ ହେଲା କାଳ: ଦୁର୍ଘଟଣା ପରେ ପତ୍ନୀଙ୍କୁ ଭିଡିଓ କଲ୍‌ କରି ମୃତ୍ୟୁ କୋଳରେ ଶୋଇଗଲେ ଯୁବକ

ପାଟନା,୨।୬: ବିହାରର ବେଗୁସରାଇରେ ଇୟର ଫୋନ୍‌ ଲଗାଇ ବାଇକ୍‌ ଚଲାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଜାତୀୟ ରାଜପଥ ୨୮ରେ ରାଜାରାମ ପଣ୍ଡିତ ନାମକ ଜଣେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *