କ୍ୟାନସରରୁ ଦୂରେଇ ରହିବାକୁ ଚାହୁଁଛନ୍ତି;ସକାଳେ ଗ୍ଲାସେ ଉଷୁମ ପାଣି ସହିତ ଚୋବାଇ ଖାଆନ୍ତୁ ଏହାକୁ…

ପ୍ରତିଦିନ ସକାଳେ ଗ୍ଲାସେ ଉଷୁମ ପାଣି ସହିତ ୭ଟି ଗୋଲମରିଚ ଚୋବାଇ ଖାଇଲେ ଅନେକ ରୋଗରୁ ରକ୍ଷା ମିଳିଥାଏ । ନିୟମିତ ଏପରି କଲେ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଯୋଗୁ କ୍ୟାନସରରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗୋଲମରିଚରେ ପ୍ରୋଟିନ୍‌ ରହିଥାଏ । ଏହାଦ୍ୱାରା ମାଂସପେଶୀ ମଜଭୁତ ହୁଏ । ଗୋଲମରିଚ ଚୋବାଇ ଖାଇଲେ ଶରୀରରେ ମେଟାବୋଲିଜିମ ପ୍ରକ୍ରିୟା ସ୍ବାଭାବିକ ହୋଇଥାଏ। ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୁଏ। ଗୋଲମରିଚ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦିଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି।


All Right Reserved By Dharitri.Com

ଦାନ୍ତରେ ନଖ କାମୁଡ଼ିବା ଅଭ୍ୟାସ: କରୋନାକୁ ଆଣିବ ଡ଼ାକି !

ନୂଆଦିଲ୍ଲୀ୍‌,୧।୪: ସାରା ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦାନ୍ତରେ ନଖ କାମୁଡୁଥିବା ଲୋକଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। କାରଣ ଏହି...

ଦୁଇ ପଟେ ଘେରି ରହିଛି ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଓ ‘ମହା’: ୫ ରାଜ୍ୟରେ ନଭେମ୍ବର ୮ରୁ ୧୦ ପ୍ରବଳ ବର୍ଷା ସୂଚନା

ନୂଆଦିଲ୍ଲୀ,୬।୧୧: ଦେଶର ଦୁଇ ପଟେ ଦୁଇ ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଓ ‘ମହା’ ଘେରି ରହିଛି। ଏହାର ପ୍ରଭାବରେ ୫ଟି ରାଜ୍ୟରେ ନଭେମ୍ବର ୮ରୁ ୧୦...

ମୋଦିଙ୍କ ୨.୦ ସରକାରକୁ ଏକ ବର୍ଷ: ୧୦ କୋଟି ଘରେ ପହଞ୍ଚିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରକୁ ଏକ ବର୍ଷ ପୂରଣ ବେହାକୁ ଯାଉଛି। ଏଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ତେବେ...

ରାହୁଲଙ୍କ ପରାଜୟକୁ ନେଇ ମୁହଁ ଖୋଲିଲେ ମାନେକା: କହିଲେ, ‘ରାଜନୀତି ପିଲାଖେଳ ନୁହେଁ’

ନୂଆଦିଲ୍ଲୀ, ୨୪।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପରମ୍ପରାଗତ ଆସନ ଅମେଠିରୁ ପରାଜିତ ହୋଇଛନ୍ତି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ଖୁଡୀ ତଥା ଭାଜପା...

ବାହୁବଳୀ ବିଧାୟକଙ୍କ ଶୁଟର ପୁଅ ଆବ୍ବାସଙ୍କ ଘରେ ଚଢ଼ାଉ

ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶ ମଉର ବାହୁବଳୀ ବିଧାୟକ ମୁଖ୍‌ତାର ଅନସାରୀଙ୍କ ପୁଅ ଆବ୍ବାସ ଅନସାରୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପୋଲିସ ଚଢ଼ାଉ କରିଛି। ଆବ୍ବାସଙ୍କ ଘରୁ କୋଟି କୋଟି...

ଧୂଳିମାଟି ଖେଳ କମାଇବ ପାଠପଢ଼ା ବୋଝ

ସୁରତ: ସକାଳ ସାଢ଼େ ୬ରୁ ୭ଟା ଭିତରେ ଟ୍ୟୁଶନ୍‌। ୧୦ଟାରୁ ୪ଟା ସ୍କୁଲ। ଏହା ପରେ ପୁଣି ୫ଟାରୁ ଟ୍ୟୁଶନ୍‌। ଘରକୁ ଫେରି ହୋମ୍‌ଓ୍ବାର୍କ। ଏହା...

ମାଙ୍ଗାଲୁରୁ ବିମାନ ବନ୍ଦରରେ ଆଇଇଡି ବ୍ୟାଗ୍‌: ଲୋକେ ଆତଙ୍କିତ

ମାଙ୍ଗାଲୁରୁ,୨୦।୧: ସାଧାରଣତନ୍ତ୍ର ଦିବସରେ ଦେଶରେ ଆତଙ୍କବାଦୀମାନେ ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ମାଙ୍ଗାଲୁରୁ...

ଚାଇନା ସହ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଲେହ ପହଞ୍ଚିଲେ ସେନା ମୁଖ୍ୟ

ଲେହ,୨୩।୫: ଚାଇନା ସହ ଲଦାଖର ୩ଟି ସ୍ଥାନରେ ଉତ୍ତେଜନା ଜାରି ରହିଥିବା ମଧ୍ୟରେ ସେନା ମୁଖ୍ୟ ଏମ୍‌ଏମ୍‌ ନରାଓ୍ବଣେ ଶନିବାର ଲେହରେ ପହଞ୍ଚିଛନ୍ତି। ଏହି ସମୟରେ...

Leave a comment

Your email address will not be published. Required fields are marked *