Posted inଜାତୀୟ

ଆଇଆଇଟିରେ ପଢ଼ୁଥିବା ଦରଜି ପୁଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୯।୯: ଦିଲ୍ଲୀ ଆଇଆଇଟିରେ ନାମ ଲେଖାଇଥିବା ୧୬ ବର୍ଷୀୟ ବିଜୟଙ୍କ ପାଠପଢ଼ାର ଖର୍ଚ୍ଚ ବହନ କରିବେ ଗାନ୍ଧୀ ପରିବାର। ବରୁଣ ଗାନ୍ଧୀ ଓ ତାଙ୍କ ପରିବାର ବିଜୟଙ୍କୁ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଜୟଙ୍କ ବାପା ଦରଜି କାମ କରୁଥିବା ବେଳେ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେ ବିଜୟଙ୍କୁ ପାଠପଢ଼ାଇ ପାରୁନାହାନ୍ତି। ଫଳରେ ଗାନ୍ଧୀ ପରିବାର ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।


All Right Reserved By Dharitri.Com

ଜେଲରେ ବିଳାସମୟ ଜୀବନ ବିତାଉଛନ୍ତି କଏଦୀ: ଭିଡିଓ ଭାଇରାଲ

ଭୋପାଳ,୧୦।୭: ଉତ୍ତରପ୍ରଦେଶ ମାଉ ଜିଲାରେ ଜେଲ ପ୍ରଶାସନର କାର୍ଯ୍ୟରେ ଅବହେଳା ସାମ୍ନାକୁ ଆସିଛି। ଜେଲରେ କଏଦୀମାନେ ବିଳାସମୟ ଜୀବନ ବିତାଉଥିବାର ଏକ ଭିଡିଓ ଏବେ ସୋସିଆଲ...

ପୁଣି ଶପଥ ନେଲେ ଫଡ୍‌ନବିସ ଏବଂ ଅଜିତ୍‌ ପାଓ୍ବାର

ନୂଆଦିଲ୍ଲୀ,୨୭।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟିବା ପରେ ବୁଧବାର ବିଧାନ ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏବଂ ଅଜିତ୍‌ ପାଓ୍ବାର...

ପିଓକେରେ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନ: ୩୫ ଆତଙ୍କବାଦୀ, ୫ ସୈନ୍ୟ ନିହତ

ଶ୍ରୀନଗର/ଇସ୍‌ଲାମାବାଦ, ୨୧ା୧୦ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଥିବା ପାକିସ୍ତାନକୁ ରବିବାର ଶକ୍ତ ଝଟ୍‌କା ଲାଗିଛି। ଭାରତୀୟ...

କେଜ୍‌ରିଓ୍ବାଲଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ ବେବି ମଫଲର୍‌ମ୍ୟାନ୍‌

ନୂଆଦିଲ୍ଲୀ,୧୪।୨(ପି.ଟି.):ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ୧୬ ତାରିଖରେ ରାମଲୀଳା ମଇଦାନରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ...

ବିଫଳତା ଲୁଚାଇବାକୁ ୧୪୪ ଧାରା ଜାରି କରିଛନ୍ତି ଯୋଗୀ ସରକାର: ମାୟାବତୀ

ଲକ୍ଷ୍ନୌ,୨୦।୭: ଉତ୍ତର ପ୍ରଦେଶର ସୋନଭଦ୍ରାରେ ଜମି ବିବାଦକୁ ନେଇ ମୃତ୍ୟୁ ହୋଇଥିବା ଆଦିବାସୀଙ୍କ ଘଟଣାକୁ ନେଇ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଯୋଗୀ ଆଦିତ୍ୟନାଥ...

ଲୋକସଭା ବାଚସ୍ପତି-ସିଜେଆଇଙ୍କ ସୁରକ୍ଷା ବଢ଼ିଲା

ନୂଆଦିଲ୍ଲୀ,୨୮।୧: ଲୋକସଭା ବାଚସ୍ପତି ଓମ୍‌ ବିରଳା ଏବଂ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ସୁରକ୍ଷା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବଢ଼ାଇଛନ୍ତି।...

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭା: ୩୭୦କୁ ନେଇ ବିରୋଧୀଙ୍କୁ ଚ୍ୟାଲେଞ୍ଜ

ଜଲଗାଓଁ,୧୪ା୧୦(ପି.ଟି.): ବିରୋଧୀ ଦଳଗୁଡ଼ିକର ସାହସ ଥିଲେ ସେମାନେ ନିଜ ନିର୍ବାଚନୀ ଇସ୍ତାହାରରେ ୩୭୦ ଅନୁଚ୍ଛେଦ ଫେରାଇ ଆଣିବା ପାଇଁ ଘୋଷଣା କରନ୍ତୁ। ମହାରାଷ୍ଟ୍ରର ଜଲଗାଓଁରେ ରବିବାର...

ନିର୍ବାଚନ ଫଳାଫଳ ଘୋଷଣା ପରେ ରୋଷେଇ ଘରେ ମହଙ୍ଗା ମାଡ଼: ବଢ଼ିଲା ଅଣ-ସବସିଡ୍‌ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ରୋଷେଇ ଘରେ ମହଙ୍ଗାମାଡ଼ ହୋଇଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର କିଛି ଘଣ୍ଟା ମଧ୍ୟରେ ଅଣ-ସବସିଡ୍‌ ସିଲଣ୍ଡର ଦାମରେ...

Leave a comment

Your email address will not be published. Required fields are marked *