ନିଜର ଘର ସ୍ବପ୍ନ ହେବ ସତ୍ୟ: ଗ୍ରାହକଙ୍କ ପାଇଁ ଏସ୍‌ବିଆଇର ନୂଆ ଉପହାର; ହୋମ୍‌ଲୋନ୍‌ ସୁଧହାର ୧୦ ବେସିସ୍‌ ପଏଣ୍ଟ୍‌ କମିଲା

ନୂଆଦିଲ୍ଲୀ,୯।୯: ଏସ୍‌ବିଆଇ ଏହାର ଗ୍ରାହକଙ୍କ ପାଇଁ ନୂଆ ଉପହାର ନେଇ ଆସିଛି। ହୋମ୍‌ଲୋନ୍‌ ଉପରେ ଏସ୍‌ବିଆଇ ପକ୍ଷରୁ ସୁଧହାର ପୁଣି ୧୦ ବେସିସ୍‌ ପଏଣ୍ଟ୍‌ କମ୍‌ କରାଯାଇଛି। ଫଳରେ ଏହା ୮.୨୫ ପ୍ରତିଶତରୁ ଏବେ ୮.୧୫ ପ୍ରତିଶତରେ ପହଞ୍ଚିଛି। ଏହି ନୂଆ ସୁଧହାର ସେପ୍ଟେମ୍ବର ୧୦ରୁ ଲାଗୁ ହେବ। ଏହା ଦ୍ୱାରା ବହୁ ଗ୍ରାହକ ଉପକୃତ ହୋଇପାରିବେ। ଏସ୍‌ବିଆଇର ଏହି ନୂତନ ଏମ୍‌ସିଏଲ୍‌ଆର୍‌( ମାର୍ଜିନ୍‌ କଷ୍ଟ୍‌ ଅଫ୍‌ ଫଣ୍ଡସ୍‌ ବେଷ୍ଟ୍‌ ଲେଣ୍ଡିଂ ରେଟ୍‌) ନିଜର ଘର ତିଆରି କରିବାର ସ୍ବପ୍ନ ଦେଖୁଥିବା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।


All Right Reserved By Dharitri.Com

ପାକ୍‌ ବାୟୁସୀମା ଦେଇ ଭାରତ ଆସିଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ,୬-୬: ପାକିସ୍ତାନ ଏହାର ବାୟୁସୀମାରୁ କଟକଣା ପ୍ରତ୍ୟାହାର କରିନେବା ପରେ ଭାରତୀୟ ଘରୋଇ ବିମାନ ଇଣ୍ଡିଗୋର ପ୍ରଥମ ବିମାନ ସୁରକ୍ଷିତ ଭାବେ ଭାରତରେ ପହଞ୍ଚତ୍ଛି। ପାକିସ୍ତାନ...

ରିୟଲ ଲାଇଫକୁ ନେଇ ସିନେମା କରିବ ଫିଲ୍ମ କିଡା

ମୁମ୍ବାଇ,୧୮-୪: ବ୍ୟବସାୟିକ ସିନେମା ପ୍ରସ୍ତୁତିରେ ନିଜର ଛାପ ଛାଡିବା ପରେ ଫିଲ୍ମ କିଡା ପ୍ରଡକ୍ସନ ହାଉସ ବର୍ତ୍ତମାନ ରିୟଲ ଲାଇଫ ଷ୍ଟୋରୀକୁ ନେଇ ସିନେମା କରିବ।...

ଜିଏସ୍‌ଟିରେ ସାମିଲ ହୋଇପାରେ ପ୍ରାକୃତିକ ବାଷ୍ପ, ଏଟିଏଫ୍‌

ନୂଆଦିଲ୍ଲୀ,୨୮-୫: ଏନ୍‌ଡିଏ ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପେଟ୍ରୋଲିୟମ ପଦାର୍ଥ ମଧ୍ୟରୁ ଅନ୍ତତଃପକ୍ଷେ ଦୁଇଟି ସାମଗ୍ରୀ ଜିଏସ୍‌ଟି ଅଧୀନକୁ ଆସିପାରେ। ଅର୍ଥ ମନ୍ତ୍ରଣାଳୟ...

୫ ଦିନରେ ରିଲାଏନ୍ସର ୧ ଲକ୍ଷ କୋଟି କ୍ଷତି

ମୁମ୍ବାଇ,୧୨-୫: ଗତ ୫ ଦିନ ହେବ ଦେଶର ଷ୍ଟକ୍‌ ବଜାରରେ ଉଠାପକା ଚାଲିବା କାରଣରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌)ର ଶେୟାର ଉପରେ ବଡ଼ ପ୍ରଭାବ ପଡିଛି।...

ଏସ୍‌ବିଆଇ ଋଣ ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୮-୮: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିିଆଇ ବୁଧବାର ଋଣ ଉପରେ ସୁଧ ହାର ୦.୧୫% ହ୍ରାସ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟକୁ...

ଜୁଲାଇରେ ଗାଡ଼ି ବିକ୍ରି ୧୯ବର୍ଷର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୪-୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡ ବଢ଼ିଚାଲିଛି। ଏହା କେବେ ରୋକିବ କେହି କହିପାରୁନାହାନ୍ତି। ଏହାରି ଭିତରେ ଜୁଲାଇରେ ଗାଡ଼ି ବିକ୍ରି ୧୯ ବର୍ଷର ସର୍ବନିମ୍ନ...

ଜୁଲାଇ ସୁଦ୍ଧା ପିଏମ୍‌ କିଷାନରେ ୭୦ ମିଲିୟନ ଚାଷୀ ଯୋଡି ହେବେ

ନୂଆଦିଲ୍ଲୀ,୨୧-୭: କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା ହୋଇଛି। ତେବେ ଏହି ଯୋଜନାରେ ଏବେ ଅଧିକ...

ଆର୍ଥିକ ସଂସ୍କାର ଲାଗି ସରକାର ପ୍ରତିଶ୍ରୁତିବଦ୍ଧ:ନୀତି ଆୟୋଗ

ନୂଆଦିଲ୍ଲୀ,୨-୬: ଆର୍ଥିକ ଅଭିବୃଦ୍ଧିକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ଘରୋଇ ପୁଞ୍ଜିନିବେଶ ବୃଦ୍ଧି ସହ କୃଷି କ୍ଷେତ୍ରକୁ ଆଧୁନିକୀକରଣ କରିବା ଭଳି ନୂଆ ସଂସ୍କାରମୂଳକ ପଦକ୍ଷେପ ନେବାକୁ...

Leave a comment

Your email address will not be published. Required fields are marked *