ଆଖି ଡେଇଁଥାଏ କାହିଁକି…

ବେଳେ କେତେକଙ୍କର ଆଖି ଡେଇଁଥାଏ। ଏହା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି, ମୃଦୁ ପାନୀୟ,ଚକୋଲେଟ ଖାଇଲେ ଏପରି ହୋଇଥାଏ। ଏସବୁରେ କାଫେନ୍‌ ନାମକ ରାସାୟନିକ ପଦାର୍ଥ ଅଧିକ ମାତ୍ରାରେ ଥାଏ। ଏହାଯୋଗୁ ପେଟ ଗରମ ହୋଇ ଏପରି ହୁଏ। ସେହିପରି ଶରୀରରେ ମ୍ୟାଗ୍ନେସିୟମ୍‌ ମାତ୍ରା ବଢ଼ିଲେ ମଧ୍ୟ ଏଭଳି ହୋଇଥାଏ ବୋଲି ଚିକିତ୍ସକ କହିଥାନ୍ତି।


All Right Reserved By Dharitri.Com

ବ୍ଲଡ୍‌ ସୁଗାର ନିୟନ୍ତ୍ରଣରେ ଭାରତୀୟ ଅସଫଳ: ସର୍ଭେ

ନୂଆଦିଲ୍ଲୀ,୨୩।୬: ଦେଶରେ ଡାଇବେଟିସ୍‌ ସମସ୍ୟା ବଢ଼ିଚାଲିଛି। ତେବେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଭଳି ରୋଗୀଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଉଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।...

ନିୟନ୍ତ୍ରଣ ହରାଇଲା ହେଲିକପ୍ଟର: ଲାଣ୍ଡିଂ ନ କରି ଦିଲ୍ଲୀ ଫେରିଗଲେ ବାଲକ୍‌ ନାଥ୍‌

ଅଲଓ୍ବର,୩୦।୬: ରାଜସ୍ଥାନ ଅଲଓ୍ବର ଲୋକ ସଭା ଆସନର ଭାଜପା ଏମ୍‌ପି ବାବା ବାଲକ୍‌ ନାଥ୍‌ଙ୍କ ହେଲିକପ୍ଟର ନିୟନ୍ତ୍ରଣ ହରାଇବାରୁ ଏହା ଲାଣ୍ଡିଂ ନ କରି ପାରି...

ମୁମ୍ବାଇରେ ପ୍ରବଳ ବର୍ଷା : ୩ ମୃତ, ୫ ଆହତ

ମୁମ୍ବାଇ,୨୯ା୬(ପି.ଟି.): ମୁମ୍ବାଇରେ ଶୁକ୍ରବାର ପ୍ରବଳ ବର୍ଷାରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୫ ଆହତ ହୋଇଛନ୍ତି। ଚଳିତ ବର୍ଷ ବହୁ ବିଳମ୍ବରେ ମୌସୁମୀ ମହାରାଷ୍ଟ୍ର...

କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ...

୭୦ରୁ୯୦ ପ୍ରତିଶତ ଭାରତୀୟଙ୍କର ଭିଟାମିନ ଡି’ ଅଭାବ

ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ୭୦ ରୁ ୯୦ ପ୍ରତିଶତ ଭାରତୀୟଙ୍କଠାରେ ଭିଟାମିନ୍‌ ଡି’ଅଭାବ ରହିଛି। ଏହି କାରଣରୁ ସେମାନେ ଟାଇପ୍‌-୨ ଡାଇବେଟିସ୍‌ ଓ ଉଚ୍ଚରକ୍ତଚାପର...

ସୋମବାର ମୋଦିଙ୍କ ବାସଭବନରେ କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ସୋମବାର କ୍ୟାବିନେଟ୍‌ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୯ଟା ୩୦ରେ ମୋଦିଙ୍କ ୭ କଲ୍ୟାଣ ମାର୍ଗ ସ୍ଥିତ...

ଏହି ପାଣି କିଡ୍‌ନୀ ଷ୍ଟୋନ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଦେଖାଦେଇଥାଏ। ସପ୍ତାହରେ ୨-୩ଥର ପଇଡ଼ ପାଣି ପିଇଲେ ଏହି ସମସ୍ୟା...

ପ୍ଲାଷ୍ଟିକ ବଦଳରେ ମିଳୁଛି କ୍ଷୀର

ପଞ୍ଚକୁଲା,୨୬।୧୨: ହରିୟାଣାର ପଞ୍ଚକୁଲାରେ ଏବେ ଲୋକଙ୍କୁ ପ୍ଲାଷ୍ଟିକ ବଦଳରେ କ୍ଷୀର ମିଳୁଛି। ପଞ୍ଚକୁଲା ନଗର ନିଗମ ପକ୍ଷରୁ ଏବେ ଏମିତି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।...

Leave a comment

Your email address will not be published. Required fields are marked *