କାନ୍ଥପଡ଼ି ମହିଳା ମୃତ, ଜଣେ ଗୁରୁତର: ଅଳ୍ପକେ ବର୍ତ୍ତିଲେ ଶିଶୁପୁତ୍ର

କଣ୍ଟାମାଳ,୭।୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ପରାଗାଁରେ କାନ୍ଥପଡି ଶନିବାର ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଚନ୍ଦ୍ରକଳା ସାହୁ। ଗୁରୁତର ସୁଦେଷ୍ଣା ଦଣ୍ଡୁୁଆସୀ।
ସୂଚନାଯୋଗ୍ୟ, ଚନ୍ଦ୍ରକଳା ସୁଦେଷ୍ଣାଙ୍କ ଘରକୁ ଆସିଥିଲେ ଉଭୟ ବାରଣ୍ଡାରେ ବସି କଥା ହେଉଥିବା ସମୟରେ କାନ୍ଥ ପଡିଥିଲା। ଏଥିରେ ପାଖରେଥିବା ସୁଦେଷ୍ଣାଙ୍କ ୩ ବର୍ଷର ଶିଶୁ ପୁତ୍ର ଓଁକାର ଅଳ୍ପକେ ବର୍ତ୍ତି ଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲ ନିଆଯାଉଥିଲା। ମାତ୍ର ରାସ୍ତାରେ ଚନ୍ଦ୍ରକଳାଙ୍କର ମୃତ୍ୟୁ ଘଟିଛି। ସୁଦେଷ୍ଣାଙ୍କୁ ପ୍ରଥମେ ସୋନପୁର ପରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଚନ୍ଦ୍ରକଳାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇ ଥିବା ଜଣାପଡିଛି।


All Right Reserved By

ଫେଲ୍‌ ମାରିଛି ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା

ଯୋଡ଼ା, ୬।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟ୍ରକରେ ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ କରାଯାଇଥିଲେ ବି ଏହି...

ସାପ କାମୁଡ଼ାରେ ନାବାଳକ ମୃତ

ଅନୁଗୋଳ ଅଫିସ,୧୪।୯: ଅନୂୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳରେ ସାପ କାମୁଡ଼ାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୋଡ଼ାପଡ଼ା ଅଞ୍ଚଳର ଶକ୍ତି ପ୍ରସାଦ ନାଏକ(୧୬)।...

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଆମରଣ ଅନଶନ

ବାସୁଦେବପୁର,୯।୮(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟୀ ପଣ୍ଡାଙ୍କୁ ପଞ୍ଚାୟତରୁ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତର...

ଦ୍ରୁତଗତିରେ ଟ୍ରକ ଚଳାଇବାକୁ ନେଇ ଡ୍ରାଇଭରଙ୍କୁ ମାଡ଼: ଶାନ୍ତି କମିଟି ବୈଠକ ଜାରି

ଢେଙ୍କିକୋଟ, ୩୧ା୫ (ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଦ୍ରୁତଗତିରେ ଟ୍ରକ ଚଳାଚଳକୁ ନେଇ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣେ...

୩୦ବର୍ଷ ପରେ ଘରକୁ ଫେରିଲେ ମହିଳା

ବାରିପଦା ଅଫିସ,୪ା୯ – ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ପାରିଆକୁଲି ଗ୍ରାମର ଜନୈକା ମହିଳା ନିଖୋଜ ହେବାର ଦୀର୍ଘ ୩୦ବର୍ଷ ପରେ ଘରକୁ ଫେରିଛନ୍ତି...

ସେପ୍ଟେମ୍ବର ପହିଲାରୁ କଳାହାଣ୍ଡିରେ ଏମ୍‌ଭି ଆକ୍ଟ କଡ଼ାକଡ଼ି ଲାଗୁ

ଭବାନୀପାଟଣା,୩୧।୮(ଡି.ଏନ୍‌.ଏ.): ବର୍ତ୍ତମାନ ଯାନବାହନ ସଂଖ୍ୟା ବଢି ଚାଲିଥିବାରୁ ପ୍ରତିଦିନ ରାସ୍ତାରେ ଦୁର୍ଘଟଣା ଘଟୁଛି। ଏଥିରେ ବହୁ ଧନଜୀବନ ନଷ୍ଟ ହେଉଛି। ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ପାଇଁ...

ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପାଟପୁର,୨୨ା୮(ଡି.ଏନ.ଏ.)-ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ୍‌.ଗୋପାଳପୁର କାଳୀମନ୍ଦିର ସାହିରେ ମଙ୍ଗଳବାର ରାତିରେ ଜଣେ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସେ ହେଲେ ଏସ୍‌.ଗୋପାଳପୁର ଗ୍ରାମର...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତ ଗିରଫ, ଖଣ୍ଡା ଜବତ

ବଡ଼ବିଲ, ୯।୬ (ସ୍ବ.ପ୍ର.) – କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଗ୍ରାମର ରୋହିତ ଶାସ୍ତ୍ରୀ ନାମକ ଜଣେ ଯୁବକଙ୍କୁ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *