Posted inଜାତୀୟ

ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ନ ହୋଇ ରାଷ୍ଟ୍ରପତି ହେବାକୁ କାହିଁକି ଚାହୁଁଛନ୍ତି ପ୍ରଶ୍ନ ଛାତ୍ରଙ୍କୁ ପଚାରିଲେ ମୋଦି

ଶ୍ରୀହରିକୋଟା,୭।୯: ଇସ୍ରୋର ଚନ୍ଦ୍ରୟାନ-୨ ମିଶନରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ଅବତରଣ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛି ଛାତ୍ରୀଛାତ୍ରଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ମୋଦି ଜଣେ ଛାତ୍ରଙ୍କୁ ସେ ଭବିଷ୍ୟତରେ କ’ଣ ହେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଛାତ୍ର ଜଣକ କହିଥିଲେ ସେ ରାଷ୍ଟ୍ରପତି ହେବାକୁ ଚାହାଁନ୍ତି। ଏହାକୁ ନେଇ ମୋଦି ଛାତ୍ରଙ୍କୁ ପାଲଟା ପ୍ରଶ୍ନ କରିଥିଲେ ଯେ, ସେ କାହିଁକି ପ୍ରଧାନମନ୍ତ୍ରୀ ନ ହୋଇ ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି। ମୋଦିଙ୍କ ଏଭଳି ପ୍ରଶ୍ନରେ ଉପସ୍ଥିି ଛାତ୍ରୀଛାତ୍ରମାନେ ହସିଥିଲେ। ମୋଦି ସମ୍ପୃକ୍ତ ଛାତ୍ରଙ୍କୁ ନିଜର ଅଟୋଗ୍ରାଫ୍‌ ମଧ୍ୟ ଦେଇଥିଲେ।


All Right Reserved By Dharitri.Com

ୟେଦୁରପ୍ପା କ୍ଷମତାକୁ ଆସିବା ପରେ ଟିପୁ ଜୟନ୍ତୀ ବାତିଲ

ବେଙ୍ଗାଲୁରୁ, ୩୧ା୭(ପି.ଟି.): କର୍ନାଟକରେ କ୍ଷମତାକୁ ଆସିବାର ୩ ଦିନ ପରେ ୟେଦୁରପ୍ପା ସରକାର ଟିପୁ ଜୟନ୍ତୀ ମହୋତ୍ସବକୁ ମଙ୍ଗଳବାର ରଦ୍ଦ କରିଛନ୍ତି। ଅଷ୍ଟାଦଶ ଶତାବ୍ଦୀର ଏହି...

ଘୁଞ୍ଚି ଘୁଞ୍ଚି ଯାଉଛି ଫାଶୀ ଦଉଡ଼ି: ସୁପ୍ରିମ୍‌କୋର୍ଟ ପରେ ଏବେ ନିର୍ବାଚନ କମିଶନଙ୍କୁ ଆବେଦନ

ନୂଆଦିଲ୍ଲୀ,୨୦।୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି। ଇତିମଧ୍ୟରେ ୩ ଥର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ତେବେ ଦୋଷୀ...

୪ ରାଜ୍ୟରେ ବନ୍ୟା ନେଲାଣି ୧୬୦ ଜୀବନ

ଥିରୁଭାନନ୍ଥପୁରମ୍‌ / ବେଙ୍ଗାଲୁରୁ,୧୨ା୮(ପି.ଟି.): ଲାଗାଣ ବର୍ଷାଜନିତ ବନ୍ୟା ପରିସ୍ଥିତି ଭୟଙ୍କର ହୋଇପଡ଼ିଛି। କେରଳ, କର୍ନାଟକ, ମହାରାଷ୍ଟ୍ର, ଗୁଜରାଟରେ ସ୍ଥିତି ଗମ୍ଭୀର ରହିଥିବାବେଳେ ମୃତ୍ୟୁସଂଖ୍ୟା ୧୪୦ ଟପିଛି। କେରଳରେ...

ବଳାତ୍କାର ଉଦ୍ୟମ ପଡ଼ିଲା ମହଙ୍ଗା

ପ୍ରୟାଗରାଜ,୨୫।୬: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଦିନକୁ ଦିନ ବଳାତ୍କାର ମାମଲା ବଢ଼ିବାରେ ଲାଗିଛି। ଏହାରି ଭିତରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଖିରି ଥାନା ଅନ୍ତର୍ଗତ...

ସୁପ୍ରିମକୋର୍ଟରେ ଖାରଜ ହେଲା ଆଶାରାମଙ୍କ ଜାମିନ

ନୂଆଦିଲ୍ଲୀ,୧୫।୭: ଆତ୍ମ ଘୋଷିତ ଭଗବାନ ଆଶାରାମ ବାପୁଙ୍କ ବିରୋଧରେ ଗୁଜରାଟରେ ହୋଇଥିବା ଏକ ବଳାତ୍କାର ମାମଲାର ଜାମିନ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରି ଦେଇଛନ୍ତି।...

ରାହୁଲଙ୍କ ‘ରେପ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ କମ୍ପିଲା ଗୃହ

ନୂଆଦିଲ୍ଲୀ,୧୩।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ ଶୁକ୍ରବାର ଲୋକ ସଭାରେ ହଙ୍ଗାମା ହୋଇଛି। ଝାଡ଼ଖଣ୍ଡର ଏକ ରାଲିରେ ଉଦ୍‌ବୋଧନ...

ନାଥୁରାମ ଗଡସେଙ୍କ ସହ ମୋଦିଙ୍କୁ ତୁଳନା କଲେ ରାହୁଲ

ଓ୍ବାୟନାଡ,୩୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେରଳ ଗସ୍ତ କରିଛନ୍ତି। କେରଳର କାଲପେଟାରେ ସେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ କରାଯାଉଥିବା ବିରୋଧ ପ୍ରଦର୍ଶନରେ...

ବନ୍ୟାରେ ଦେଖୁ ଦେଖୁ ଭାସିଗଲା ଘର, କିନ୍ତୁ ବଞ୍ଚାଇଲେ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ

ପୁଣେ, ୧୯।୮: ମହାରାଷ୍ଟ୍ରରେ କିଛିଦିନ ହେବ ଲଗାତର ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବନ୍ୟାରେ ପାଖାପାଖି ୫୦୦ ଗ୍ରାମ ପ୍ରଭାବିତ ହୋଇଛି। ୨...

Leave a comment

Your email address will not be published. Required fields are marked *