ଓଲଟିଲା ଇଞ୍ଜିନ ଚାଳିତ ରିକ୍ସା, ଚାଳକ ମୃତ

ଜଳେଶ୍ୱର, ୬।୯: ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପୋ ଫାଣ୍ଡି ନିକଟସ୍ଥ ଚନ୍ଦନେଶ୍ୱର-ଜଳେଶ୍ୱର ରାସ୍ତାର ବାଣିଦା ଛକ ନିକଟରେ ରଡ ବୋଝେଇ ଇଞ୍ଜିନ ଚାଳିତ ରିକ୍ସା ଭାରସାମ୍ୟ ହରାଇ ରାସ୍ତା କଡ଼ ନୟନଯୋରିକୁ ଓଲଟି ପଡିଥିଲା। ଫଳରେ ଚାଳକ ରିକ୍ସା ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ରିକ୍ସା ଚାଳକ ହେଲେ ଜଳେଶ୍ୱର ପୌରାଞ୍ଚଳ ଅଲାଲପୁର ଗ୍ରାମର ସାନୁ ମାରାଣ୍ଡି(୩୦)। ସ୍ଥାନୀୟ ଲୋକେ ଜଳେଶ୍ୱର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ ଆସି ମୃତ ସାନୁଙ୍କୁ ଉଦ୍ଧାର କରିଥିଲେ। ଜଳେଶ୍ୱର ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।


All Right Reserved By

ପୋଲିଂ ବୁଥ୍‌କୁ ଗଲେ ଅଧିକାରୀ, କର୍ମଚାରୀ

ବାଲେଶ୍ୱର ଅଫିସ, ୨୮।୪-ରାଜ୍ୟର ୧୬ତମ ବିଧାନସଭା ନିର୍ବାଚନ ୨୦୧୯ର ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ୱର ଜିଲାରେ ୨୯ତାରିଖରେ ଅନୁଷ୍ଠିତ ହେବ। ଜିଲାର ୧୨ଟି ବ୍ଲକରେ ୧୮୮୭ଟି ପୋଲିଂ...

ଗ୍ୟାସ ଟାଙ୍କିରୁ ଅଗ୍ନିକାଣ୍ଡ, ଜଳିଗଲା ଆଜବେଷ୍ଟ ଘର

ପରଜଙ୍ଗ,୩୦।୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ସରାଙ୍ଗ ସୁବର୍ଣ୍ଣ ପାଟଣା ସାହିର ଲକ୍ଷ୍ମୀଧର ବେଜଙ୍କ ଘରେ ଥିବା ଗ୍ୟାସ ଟାଙ୍କିରୁ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି।...

ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ତହସିଲଦାର

ଶେରଗଡ଼,୨୫।୭(ଡି.ଏନ.ଏ.): ଗଞ୍ଜାମ ଜିଲାର ଶେରଗଡ଼ ତହସିଲଦାର ଗୁରୁବାର ଦିନ କୁଲାଗଡ଼ ସେକ୍ଟର ଓ ମହୁପଦର ସେକ୍ଟରରେ ଥେିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକୁ ଅଚାନକ ପରିଦର୍ଶନ କରିଛନ୍ତି।...

‘ଏସ୍‌ଏଚ୍‌ଜିଙ୍କୁ ଅଧିକ ଋଣ ଦିଅନ୍ତୁ ବ୍ୟାଙ୍କ’

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ସ୍ବଂୟ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡିକ ବ୍ୟାଙ୍କରୁ ନେଉଥିବା ଋଣକୁ ଠିକ୍‌ ଭାବେ ପୈଠ କରୁଥିବା ବେଳେ ସେମାନଙ୍କ ଉପରେ ଅନାଦାୟ ଋଣ (ଏନ୍‌ପିଏ) ରହୁନାହିଁ।...

କପାଷ୍ଟିକିରୀ ଗଁ।ରେ ହାତୀ ଆତଙ୍କ

ଛତିଆ,୧୨ା୭(ଡି.ଏନ.ଏ.): ବୈରୀ ଥାନା ଅନ୍ତଗର୍ର୍ତ ବନ୍ତଳା ପଞ୍ଚାୟତର କପାଷ୍ଟିକିରୀ ଗ୍ରାମ ମଧ୍ୟରେ ଗୁରୁବାର ରାତିରେ ଜଙ୍ଗଲୀ ଦନ୍ତା ହାତୀ ପଶି ଶତୃଘ୍ନ ମଲ୍ଲିକଙ୍କ ଚାଳଘର ସମ୍ପୂର୍ଣ୍ଣ...

୫୦୦ ଏଏସ୍‌ଓଙ୍କୁ ନିଯୁକ୍ତି ପ୍ରଦାନ: ନିଷ୍ଠାପର ମନୋଭାବ ରଖି ସେବା କର; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ରାଜ୍ୟ ସଚିବାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା ସହକାରୀ ଉପଅଧିକାରୀ (ଏଏସ୍‌ଓ)ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି...

ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଉତ୍ସବ: ଶାନ୍ତି, ମୈତ୍ରୀ ଏକତାର ସୂତ୍ରରେ ବାନ୍ଧିହେବା

ନୂଆପଡା ଅଫିସ,୨୭ା୮ ଆମ ଦେଶ ଏକଦା ରାମ ରାଜ୍ୟ ଭାବେ ଅଭିହିତ ହୋଇ ରହିଥିଲା । ପରବର୍ତ୍ତି ସମୟରେ ବୈଦେଶିକ ଶତ୍ରୁ ଆକ୍ରମଣର ଶିକାର ହୋଇ...

ସିଂହଦ୍ୱାରରେ ସ୍ଥାପନ ହେଲା ଜୟ, ବିଜୟ ମୂର୍ତ୍ତି

ପୁରୀ ଅଫିସ, ୧୭।୬: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୋମବାର ଶ୍ରୀମନ୍ଦିର ସିଂହଦ୍ୱାରରେ ଦ୍ୱାରପାଳ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରାଯାଇଛି। ମେ’...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *