ଟ୍ରକ୍‌ ଡ୍ରାଇଭରଙ୍କୁ ବି ହେଲ୍‌ମେଟ୍‌ ଜରିମାନା

ଖୋର୍ଦ୍ଧା ଅଫିସ,୬।୯: ବିନା ହେଲ୍‌ମେଟ୍‌ରେ ଟ୍ରକ୍‌ ଚଳାଉଥିବାରୁ ଖୋର୍ଦ୍ଧାରେ ଜଣେ ଡ୍ରାଇଭରଙ୍କ ଉପରେ ଜରିମାନା ହୋଇଛି। ଡ୍ରାଇଭର ଜଣକ ପଶ୍ଚିମବଙ୍ଗରୁ ଟ୍ରକ୍‌ରେ ଟମାଟୋ ଧରି ଆସିଥିଲେ। ୯ ନିୟମ ଉଲ୍ଲଂଘନ ବାବଦକୁ ମୋଟ ୩୫ ହଜାର ୫୦୦ ଟଙ୍କା ଜରିମାନା କରାଯାଇଛି। ୮ ନମ୍ବର ଜରିମାନାରେ ବିନା ହେଲ୍‌ମେଟ୍‌ରେ ଗାଡି ଚଳାଉଥିବା ଉଲ୍ଲେଖ ରହିଛି। ପ୍ରଶ୍ନ ଉଠୁଛି ଟ୍ରକ୍‌ ଡ୍ରାଇଭରଙ୍କୁ ହେଲମେଟ ପାଇଁ ଜରିମାନା ଆଦାୟ କରିବାକୁ କିଏ ଅନୁମତି ଦେଇଛି। ଏନେଇ ଆର୍‌ଟିଓ ପ୍ରଦୀପ୍ତ କୁମାର ମହାନ୍ତି କୁହନ୍ତି, ଟ୍ରକ୍‌ ଡ୍ରାଇଭରଙ୍କୁ ହେଲମେଟ୍‌ ପାଇଁ ଜରିମାନା ସଂକ୍ରାନ୍ତ ଚାଲାଣର ଯାଞ୍ଚ କରାଯାଉଛି। ଏହା ଅସଲି କି ନକଲି ଜଣାପଡିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


All Right Reserved By Dharitri.Com

ଜେଲ ଗଲେ ବ୍ରାଉନସୁଗାର ବ୍ୟବସାୟୀ,୧୬.୬୦୦ ଗ୍ରାମ ବ୍ରାଉନସୁଗାର, ୩୦ହଜାର ୨ଶହ ଟଙ୍କା ଓ ମୋବଇ ଫୋନ ଜବତ

ଖୋର୍ଦ୍ଧା ଅଫିସ,୧୬।୯: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସୋମବାର ବ୍ୟବସାୟୀ ପ୍ରକାଶ ନାୟକ ଓରଫ ମୁନାଙ୍କୁ ଗିରଫ କରି କୋର୍ଟ ଚାଲଣ...

ଅବେବସ୍‌ତା ଘେରରେ ଅଙ୍ଗନଓ୍ବାଡି କେନ୍ଦ୍ର:ପୁଷ୍ଟିକର ଖାଏଦ୍‌ରୁ ବଁଚିତ୍‌ ଛାତ୍ରୀଛାତ୍ର

ଦେଓଗାଁ,୧୫।୬(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଦେଓଗଁ। ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଏହେଦେ ଦୁହୁଲିପଡ଼ିଛେ। ସିଡିପିଓ ପ୍ରତିମାରାଣୀ ଚୋପଦାର ମାସକେତେ ହେଲା ଦେଓଗଁ। ଆର ସଇଁତଲା...

ଆରଏସ୍‌ପି କ୍ୱାଟର୍ସରୁ ସେକ୍ସ ରାକେଟ ଠାବ: ୫ ଗିରଫ

ରାଉରକେଲା ଅଫିସ୨।୯: ରାଉରକେଲା ସେକ୍ଟର-୧୭ ଅଞ୍ଚଳରେ ଏକ ଆରଏସ୍‌ପି କ୍ୱାଟର୍ସରେ ବେଧଡ଼କ ଚାଲୁଥିବା ସେକ୍ସ ରାକେଟ ଠାବ କରାଯାଇଛି। ରବିବାର ବିଳମ୍ବିତ ରାତିରେ ଉକ୍ତ ସ୍ଥାନରେ...

କ୍ରିଟିକାଲ ଏରିଆ’ ଘୋଷିତ ହେବାକୁ ଯାଉଛି ପାରାଦୀପ: ବନ୍ଦ ହେବ ନୂତନ ଶିଳ୍ପାୟନ ବାଟ

ପାରାଦୀପ,୨୩ା୯(ସ୍ବ.ପ୍ର.): ବେଳ ଥାଉ ଥାଉ କେହି ଦୃଷ୍ଟି ଦେଲେନି। ଏବେ ନେଡିଗୁଡ କହୁଣୀକୁ ବହିଗଲାଣି। ବନ୍ଦର ଭିତ୍ତିକ ଶିଳ୍ପ ନଗରୀ ପାରାଦୀପରେ ସୃଷ୍ଟି ହୋଇଛି ଏଭଳି...

ଦିନକର କାହାଣୀ :ସଭିଏ ଲାଗନ୍ତି ଆପଣାର

ବାହାନଗା, ୧୬।୭(ଡି.ଏନ.ଏ.)-ଏକାକୀ ଚାଲିବାର ସଂକଳ୍ପ ନେଇ ଜୀବନରେ କର୍ମପ୍ରବଣତାକୁ ଆଦରି ନେଇଛନ୍ତି କାଳେନ୍ଦ୍ରୀ ମାଝି (୪୪)। ସରଳ, ସାଦାସିଧା ଓ ମେଳାପି ସ୍ବଭାବର ହୋଇଥିବାରୁ ସମସ୍ତେ...

ପାଟଣା ବ୍ଲକର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ପାଟଣା,୩୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ହେଲେ ଟାଙ୍ଗରପଡ଼ା  ଗ୍ରାମ ଗୋପାଳ ସାହିର ଶୈଳେନ୍ଦ୍ର ବାରିକଙ୍କ ପୁଅ...

ସ୍ପେଶାଲ ସ୍କ୍ବାଡ୍‌ର ଚଢ଼ାଉ:ଜବତ ହେଲା ୭ ପେଟି ସିରପ୍‌

ଅନୁଗୋଳ ଅଫିସ, ୨୨ା୧୦ ନିଶା କବଳରେ ପଡ଼ିଥିବା ଯୁବପିଢ଼ି ଏବେ କଫ୍‌ ସିରପ୍‌କୁ ନିଶା ପାନୀୟ ଭାବେ ବ୍ୟବହାର କରୁଛନ୍ତି। ଫଳରେ ଅନୁଗୋଳ ସହରରେ ଏପରି...

ପିକ୍‌ଅପ୍‌-କାର ମୁହାଁମୁହିଁ : ପୁଅ ମୃତ, ମାଆ ଗୁରୁତର

କୋରାପୁଟ,୧୮।୭(ସ୍ବ.ପ୍ର.): କୋରାପୁଟ ସହର ଉପକଣ୍ଠ ବାଗ୍ରାଛକଠାରେ ପିକ୍‌ଅପ୍‌ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ମାଆ ଗୁରୁତର ହୋଇଛନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *