Posted inଜାତୀୟ

ଅଧିକ ଚାଲାଣ କାଟିବା ସରକାରଙ୍କ ଇଚ୍ଛା ନୁହେଁ: ଗଡକରୀ

ନୂଆଦିଲ୍ଲୀ,୫।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ସମସ୍ତେ ଚିନ୍ତିତ। କାରଣ ପୂର୍ବାପେକ୍ଷା ଏହି ନିୟମ ଉଲ୍ଲଂଘନକାରୀଙ୍କୁ ଅଧିକ ଜରିମାନା ଦେବାକୁ ପଡୁଛି। ତେବେ ଏହାକୁ ନେଇ କେନ୍ଦ୍ର ସଡ଼କ ପରିବାହନ ମନ୍ତ୍ରୀ ନୀତୀନ ଗଡକରି ଗୁରୁବାର କହିଛନ୍ତି ସରକାରଙ୍କର ଇଚ୍ଛା ନୁହେଁ ଅଧିକ ଚାଲାଣ କାଟିବା। ନିୟମ ପାଳନ କଲେ ଆଦୌ ଜରିମାନା ଦେବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି। ତେଣୁ ସରକାର ଚାହୁଁଛନ୍ତି ସମସ୍ତେ ନିୟମ ପାଳନ କରନ୍ତୁ ଓ ଶୃଙ୍ଖଳିତ ଭାବେ ଯାତାୟାତ କରନ୍ତୁ।


All Right Reserved By

ପୋଲିଓ ପୀଡ଼ିତଙ୍କୁ କାନ୍ଧରେ ବୋହି ୮ କିଲୋମିଟର ନେଲେ ଯବାନ

ଛତିଶଗଡ଼,୭।୬: ଛତିଶଗଡ଼ର ଗୁମୋଦି ଗାଁକୁ ସିଆରପିଏଫ୍‌ର ୨୩୧ ବାଟାଲିୟନ ଗୁରୁବାର ପେଟ୍ରୋଲିଂ ପାଇଁ ଯାଇଥିଲେ। ସେହି ସମୟରେ ଉକ୍ତ ଗାଁର ୧୩ ବର୍ଷର ଜଣେ ନାବାଳକ...

ପାଇଜାମା-କୁର୍ତ୍ତା, ଚପଲ ପିନ୍ଧି ଅଟୋ ଚଳାଇବାରୁ କଟିଲା ୧୬ଶହ ଟଙ୍କାର ଚାଲାଣ

ଜୟପୁର,୨୪।୯: ରାଜସ୍ଥାନରେ ନୂଆ ମୋଟରଯାନ ନିୟମ ଲାଗୁ ହୋଇନାହିଁ। କିନ୍ତୁ ପୁରୁଣା ମୋଟରଯାନ ନିୟମ ଅନୁସାରେ ନିଆଯାଉଥିବା କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ...

‘କଂଗ୍ରେସ ଯୋଗୁ ଡେମ୍‌ଚୋକ୍‌ ଯାଏ ମାଡ଼ିଆସିଥିଲା ଚାଇନା’

ଲେହ,୧୯ା୮(ପି.ଟି.): କଂଗ୍ରେସ ଶାସନ ଅମଳରେ ପ୍ରତିରକ୍ଷା ନୀତିରେ ଲଦାଖକୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଇ ନ ଥିବାରୁ ଚାଇନା ଡେମ୍‌ଚୋକ୍‌ ସେକ୍ଟର ପର୍ଯ୍ୟନ୍ତ ମାଡ଼ିଆସିଛି। ଅନୁଚ୍ଛେଦ ୩୭୦...

ନଭେମ୍ବର ୧୭ ସୁଦ୍ଧା ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ:ଭାଜପା ବିଧାୟକ

ଜୟପୁର,୭।୧୦: ଆସନ୍ତା ନଭେମ୍ବର ୧୭ ସୁଦ୍ଧା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ ବୋଲି ରାଜସ୍ଥାନ ଭାଜପା ବିଧାୟକ ଗୟାଚାନ୍ଦ ପାରଖ କହିଛନ୍ତି। ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି...

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ୪୦ କିଗ୍ରା ବିସ୍ଫୋରକ ଜବତ

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। କଠୁଆ ଜିଲାର ବିଲଓ୍ବାର ତହସିଲ୍‌ର ଦଓ୍ବୋର ଅଞ୍ଚଳରୁ ସୁରକ୍ଷାକର୍ମୀ ସୋମବାର ୪୦ କିଗ୍ରା...

ମା’ଙ୍କ ଦ୍ୱିତୀୟ ବିବାହରେ ଶୁଭେଚ୍ଛା ଜଣାଇଲେ ପୁଅ: ଭାବପ୍ରବଣ ହୋଇ ଲେଖିଲେ ଏମିତି

ଥିରୁଭାନନ୍ତପୁରମ୍‌, ୧୩।୬: ମା’ଙ୍କ ଦ୍ୱିତୀୟ ବିବାହରେ ତାଙ୍କୁ ଶୁଭେଚ୍ଛା ଜଣାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି କେରଳର ଜଣେ ଯୁବକ। ଗୋକୁଲ ଶ୍ରୀଧର ନାମକ ଏହି ଯୁବକ...

ସ୍ବାମୀଙ୍କ ମୁଣ୍ଡ କାଟି ଥାଳିରେ ଧରି ଥାନାରେ ପହଞ୍ଚିଲେ ମହିଳା

ଗୁଆହାଟୀ, ୩୦।୫: ଆସାମର ଲକ୍ଷ୍ମୀପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ସ୍ବାମୀଙ୍କ ମୁଣ୍ଡ କାଟି ପ୍ଲାଷ୍ଟିକ୍‌ ଥାଳିରେ ରଖି...

ରାଜନୀତି ଛାଡ଼ିବେ କୁମାରସ୍ବାମୀ

ହାସାନ୍‌, ୪ା୮(ପି.ଟି.): କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା କୁମାରସ୍ବାମୀ ରାଜନୀତିରୁ ସନ୍ୟାସ ନେବେ। ଏନେଇ ସେ ଶନିବାର ସଙ୍କେତ ଦେଇଛନ୍ତି। ଅକସ୍ମାତ୍‌ ସେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *