Posted inVideo

Nuakhai celebrations begin in Odisha | ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ

Featured Video Play Icon

Celebrated a day after Ganesh Chaturthi every year, Nuakhai, the harvest festival is one of the most important annual festive event in Western Odisha, where it is celebrated with great pomp and joy. Also referred to as ‘Nuakhai Parab’ or ‘Nuakahi Bhetghat’ the festival’s literal translation sums up to new food where nua means new and khai means food.

ପଶ୍ଚିମ ଓଡିଶାର ଗଣପର୍ବ ତଥା ଏକ ପାରମ୍ପରିକ ପର୍ବ ନୂଆଖାଇ । ଏହି ପର୍ବ ଗଣେଶ ଚତୁର୍ଥୀର ପରଦିନ ପାଳିତ ହୋଇଥାଏ । ପଶ୍ଚିମ ଓଡିଶାବାସୀ ଏହି ପର୍ବକୁ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ଧାନ ଅମଳ ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ପରମ୍ପରା ଅନୁସାରେ ପ୍ରଥମେ ଅଧିଷ୍ଟାତ୍ରୀ ଦେବୀ ମାଆ ସମଲେଇଙ୍କ ପାଖରେ ନବାନ୍ନ ଲାଗି ହେଲା ପରେ ପରିବାରର ସମସ୍ତେ ଏକାଠି ବସି ନବାନ୍ନ ଖାଇଥାନ୍ତି ।


All Right Reserved By Dharitri.Com

Posted inVideo View All

Featured Video Play Icon

ଆସନ୍ତାକାଲି ଫାଶୀ ନା ପୁଣି ଘୁଞ୍ଚିବ ତାରିଖ | Nirbhaya convicts to be hanged tomorrow

ନିର୍ଭୟା ଦୋଶୀଙ୍କୁ ଫାଶୀ ହେବା ଏକପ୍ରକାର ସୁନିଶ୍ଚିତ । କାରଣ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କରିଥିବା କ୍ୟୁରେଟିଭ ପିଟିସନ ଆଜି ଖାରଜ ହୋଇଯାଇଛି। ଅର୍ଥାତ...

Featured Video Play Icon

Annual HSC examination-2020 begins | ମାଟ୍ରିକ ପରୀକ୍ଷା ଆରମ୍ଭ

ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିକ୍ଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ମୋଟ ୨ହଜାର ୮ଶହ ୮୮ ପରୀକ୍ଷା...

Featured Video Play Icon

‘War’ gets a good opening । ‘ୱାର୍’କୁ ଦର୍ଶକଙ୍କ ଭଲ ରେସପନ୍ସ

Hrithik Roshan and Tiger Shroff starrer action-thriller ‘War’ has opened to packed houses across the country this Wednesday. Here...

Featured Video Play Icon

Onion prices bring tears to consumers । ପୁଣି କନ୍ଦାଇଲା ପିଆଜ

Onion prices continue to rise in Odisha. While this kitchen essential used to retail for Rs 20-25 a week...

Featured Video Play Icon

Cuttack dazzles during Durga Puja | କଟକ ପ୍ରସିଦ୍ଧ ଦୁର୍ଗାପୂଜା

Cuttack-the millennium city with a history of more than 1000 years is wearing a dazzling and festive look. The...

Featured Video Play Icon

ଲକଡାଉନରେ ରାତିର ରାଜଧାନୀ | Desolate Bhubaneswar amid night curfew

ଲକଡାଉନ ୩.୦ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ଏହି ସମୟରେ ଘରୁ ବାହାରକୁ ନବାହାରିବାକୁ...

Featured Video Play Icon

ବାବୁ ମହଲ: ଟ୍ରାଫିକ ଝଟକା

ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ନିୟମ ୨୦୧୯। ଏହି ନିୟମ ଆଧାରରେ ଏବେ ବହୁଗୁଣା ଫାଇନ ଆଦାୟ ହେଉଛି। ଏଥିଯୋଗୁଁ ଲୋକମାନଙ୍କ...

Featured Video Play Icon

ଖଣ୍ଡଗିରି କୁମ୍ଭମେଳା ୨୦୨୦ । Khandagiri Kumbh Mela 2020

ମାଘ ସପ୍ତମୀ ଠାରୁ ଆରମ୍ଭ ହୋଇଛି ଓଡିଶାର ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ୨୦୨୦। ଐତିହାସିକ ମହାଯଜ୍ଞ ସହ ପ୍ରତ୍ୟେକ ବର୍ଷ ହଜାର ହଜାର ସଂଖ୍ୟାରେ ସାଧୁ...

Leave a comment

Your email address will not be published. Required fields are marked *