ଆରଏସ୍‌ପି କ୍ୱାଟର୍ସରୁ ସେକ୍ସ ରାକେଟ ଠାବ: ୫ ଗିରଫ

ରାଉରକେଲା ଅଫିସ୨।୯: ରାଉରକେଲା ସେକ୍ଟର-୧୭ ଅଞ୍ଚଳରେ ଏକ ଆରଏସ୍‌ପି କ୍ୱାଟର୍ସରେ ବେଧଡ଼କ ଚାଲୁଥିବା ସେକ୍ସ ରାକେଟ ଠାବ କରାଯାଇଛି। ରବିବାର ବିଳମ୍ବିତ ରାତିରେ ଉକ୍ତ ସ୍ଥାନରେ ସେକ୍ସ ରାକେଟ ଚାଲୁଥିବା ଖବର ପାଇ ସେକ୍ଟର-୧୫ ଥାନା ପୋଲିସ କ୍ୱାଟର୍ସରେ ପହଞ୍ଚି ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ୩ଜଣ ବଙ୍ଗୀୟ ଯୁବତୀଙ୍କ ସମେତ ୨ଯୁବକଙ୍କୁ ପୋଲିସ ଗିରଫ କରିଛି। ଏଥିସହ ପୋଲିସ ଏକ ମାମଲା ରୁଜୁ କରି କେବେଠାରୁ ଏହି ରାକେଟ ଚାଲୁଥିଲା ସେନେଇ ତଦନ୍ତ କରୁଛି।


All Right Reserved By Dharitri.Com

ଔଷଧ ଦୋକାନରେ ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଆଳି,୨୨।୧୦- କେନ୍ଦ୍ରାପଡ଼ା ଜିଲା କଟକ- ଚାନ୍ଦବାଲି ରାସ୍ତାର ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରାସ୍ତାରେ ଥିବା ଦି କେୟାର ଔଷଧ ଦୋକାନରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ...

ବିଦ୍ୟୁତ୍‌ ଖୁଣ୍ଟତଳୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଝାରସୁଗୁଡା ଅଫିସ/ଲଖନପୁର, ୧୭।୯(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଇଟାଭଟା ପଡ଼ାର ଏକ ବିଦ୍ୟୁତ୍‌ ଖୁଣ୍ଟତଳେ ପଡ଼ିଥିବା ଜଣେ ଯୁବକଙ୍କ କ୍ଷତବିକ୍ଷତ ଶରୀରକୁ ମଙ୍ଗଳବାର...

ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ଧର୍ମଗଡ଼,୨୬।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରାଠାରେ ସୋମବାର ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ ହୋଇଯାଇଛି। ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି...

ଘଡଘଡି ସହ ବର୍ଷା ସମ୍ଭାବନା, ୧୧ ଜିଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨।୯(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ସୋମବାର ଘଡିଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ଟି ଜିଲା ପାଇଁ...

ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ ଭାଜପା ଆଗୁଆ

ବାରିପଦା ଅଫିସ,୨୩ା୫ : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ସୁଗୁଦା ମୁର୍ମୁ ୬୭୬ ଭୋଟରେ ଆଗୁଆ ଅଛନ୍ତି। ସେହିପରି ମୋରଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି...

୩ ନିଶାସକ୍ତ ବାଇକ୍‌ ଚାଳକ କୋର୍ଟ ଚାଲାଣ

କୋରେଇ,୫ା୧୦(ସ୍ବ.ପ୍ର.): ପାଣିକୋଇଲି ପୋଲିସ ଗୁରୁବାର ରାତିରେ ୪ ନିଶାସକ୍ତ ବାଇକ୍‌ ଚାଳକଙ୍କୁ ଗିରଫ କରିଥିଲା। ଏ ନେଇ ମାମଲା ରୁଜୁ ପରେ ଶୁକ୍ରବାର ସେମାନଙ୍କୁ କୋର୍ଟ...

ଅଂଶୁଘାତରେ ଜଣେ ମୃତ

ଢେଙ୍କିକୋଟ, ୬।୬(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ମୁଦ୍ରାବେଡା ଗ୍ରାମରେ ବୁଧବାର ମଧ୍ୟାହ୍ନରେ ଅଂଶୁଘାତରେ ସୁପେଇ ମୁଣ୍ଡା (୪୭)ନାମକ ଜଣେ ବ୍ୟକ୍ତି ପ୍ରାଣ...

ଆଜି ଖାରବେଳ ଭବନ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଓ୍ବାର ହାଉସ ଛକଠାରେ ନବନିର୍ମିତ ଖାରବେଳ ଭବନର ଉଦ୍‌ଘାଟନ କରିବେ। ଏହା ଦ୍ୱିତୀୟ ଲୋକସେବା ଭବନ ଭାବେ କାର୍ଯ୍ୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *