କଶ୍ମୀରକୁ ନେଇ ଖଣ୍ଡା ବୁଲାଇଲେ ମିଆଁଦାଦ୍‌:କହିଲେ ଆଗରୁ ଛକା ମାରୁଥିଲି, ଏବେ ଜୀବନରୁ ମାରିଦେବି

ଶ୍ରୀନଗର, ୧।୯: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ଏହି ପ୍ରସଙ୍ଗକୁ ନେଇ ଦେଶର ନେତାଙ୍କଠାରୁ ଆରମ୍ଭ କରି ଖେଳାଳିମାନଙ୍କ ପର୍ଯ୍ୟନ୍ତ ଭାରତକୁ ବିଭିନ୍ନ ଧମକ ଦେଉଛନ୍ତିି। ଏହି କ୍ରମରେ ସାମିଲ ହୋଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ଜାଭେଦ୍‌ ମିଆଁଦାଦ୍‌। ସେ ଭାରତକୁ ଧମକ ଦେଉଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ସେ ଏକ ଖଣ୍ଡା ଧରି କହିଛନ୍ତି, କଶ୍ମୀରବାସୀ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ତୁମ ସହ ସବୁବେଳେ ଅଛୁ। ମୋ ପାଖରେ ଖଣ୍ଡା ଅଛି। ଆଗରୁ ବ୍ୟାଟ୍‌ ଚାଲୁଥିଲା, ଏବେ ଖଣ୍ଡା ଚାଲିବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

କଶ୍ମୀରରୁ ପ୍ରତିବନ୍ଧକ ଉଠିଲେ, ପରିସ୍ଥିତି ବିଗାଡିବ ପାକିସ୍ତାନ: ଏସ୍‌. ଜୟଶଙ୍କର

ଓ୍ବାଶିଂଟନ୍‌,୩।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ୫୯ଦିନରେ ପହଞ୍ଚତ୍ଥିଲେ ହେଁ ଏପର୍ଯ୍ୟନ୍ତ ସେଠାରେ ସ୍ଥିତି ସୁଧୁରିନାହିଁ। ଏନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ପ୍ରତିକ୍ରିୟା...

ପୋଲ ପାର ହେବା ସମୟରେ ବାଇକ୍‌ ସହ ଭାସିଗଲେ ୨ ଯବାନ

କଲମ୍ବିଆ,୨୭।୭: କଲମ୍ବିଆରୁ ଏକ ବିଚଳିତ କରିଦେବାର ଦୃଶ୍ୟ ସାମ୍ନାକୁ ଆସିଛି। ସୋକ ପାଙ୍ଗ ଜିଲାର ଥାମେର କେଭେ ଗଁାକୁ ୨ ଯବାନ ବାଇକ୍‌ରେ ନଦୀ ପାର...

ଆର୍ଥିକ କଟକଣାରୁ ରକ୍ଷା ପାଇବା ପାଇଁ ଆତଙ୍କବାଦୀଙ୍କୁ ଗିରଫ ନାଟକ କରୁଛି ପାକିସ୍ତାନ

ଇସଲାମାବାଦ୍‌, ୧୮।୮: ଆମେରିକା ପକ୍ଷରୁ ପାକିସ୍ତାନ ଉପରେ ଆର୍ଥିକ କଟକଣା ଜାରି କରାଯାଇଛି। ଏଥିରୁ ମୁକ୍ତି ପାଇବା ଲାଗି ପାକିସ୍ତାନ ଆତଙ୍କବାଦୀଙ୍କୁ ଗିରଫ କରିବା ନାଟକ...

ଯେଉଁଠି ୨ଶହ ଟଙ୍କାରେ ନିଜ ସନ୍ତାନଙ୍କୁ ବିକ୍ରି କରି ଦିଅନ୍ତି ଅଭିଭାବକ

ବନଜୁଲ,୧୯।୧: ଆଫ୍ରିକାର ଗାମ୍ବିଆରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ଏଠାରେ ଅଭିଭାବକମାନେ ନିଜ ସନ୍ତାନଙ୍କୁ ମାତ୍ର ୨ଶହ ଟଙ୍କାରେ ବିକ୍ରି କରୁଥିବା କୁହାଯାଏ। ବ୍ରିଟିଶ...

ବାଣିଜ୍ୟ ବିବାଦର ସମାଧାନ ପାଇଁ ସହମତି

ଓସାକା,୨୯ା୬: ଜାପାନର ଓସାକାଠାରେ ଜି-୨୦ ରାଷ୍ଟ୍ରନେତାମାନଙ୍କ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ...

ଡାଏନୋସର କହିବ ‘ହ୍ୟାଲୋ’!

ଧରାଯାଉ ଆପଣ ଫ୍ୟାମିଲି ସହିତ ଗୋଟିଏ ହୋଟେଲ୍‌ ବୁକ୍‌ କଲେ। ପରିବାରକୁ ଧରି ଯାଇ ସେଠାରେ ପହଞ୍ଚତ୍ଲେ। ଆଉ ଆପଣ ଖାଦ୍ୟ ପାଇଁ ବରାଦ କଲେ।...

ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି ବିକ୍ରମ: ନାସା

ନ୍ୟୁୟର୍କ,୨୭।୯: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂର କିଛି ହାଇରିଜଲ୍ୟୁଶନ ଫଟୋ ନାସା ପକ୍ଷରୁ ଶୁକ୍ରବାର ଜାରି କରାଯାଇଛି। ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ହାର୍ଡ...

ବେଘରଙ୍କ ପାଇଁ ଖୋଲା ଆକାଶ ତଳେ ଶୋଇ ସଚେତନତା ବାର୍ତ୍ତା ଦେଲେ ୬୦ ହଜାର ଲୋକ

ନ୍ୟୁୟର୍କ,୯।୧୨: ବେଘରଙ୍କ ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ୬୦ ହଜାର ଲୋକ। ସେମାନେ ଖୋଲା ଆକାଶ ତଳେ ଶୋଇ ଏଭଳି ଏକ ନିଆରା ଢ଼ଙ୍ଗରେ ବାର୍ତ୍ତା...

Leave a comment

Your email address will not be published. Required fields are marked *