Posted inଜାତୀୟ

ପୋଲିସ ସବ୍‌-ଇନ୍ସପେକ୍ଟରଙ୍କୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ, ୨୦।୫: ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ପୂର୍ବ ଦିଲ୍ଲୀର ବିବେକ ବିାହର ଥାନାରେ କାର୍ଯ୍ୟରତ ଥିବା ରାଜକୁମାର ଅବୈଧ ଗଞ୍ଜେଇ ଏବଂ ମଦ ବେପାର ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେଲା ଚଢାଉ କରୁଥିଲେ। ରବିବାର ସେ ଚଢାଉ ପାଇଁ ଯାଇଥିବାବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବୋଲି ରାଜକୁମାରଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତାଙ୍କ ହତ୍ୟା ପୂର୍ବରୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିଲା ବୋଲି ପରିବାର ଲୋକେ କହିଛନ୍ତି। ପୋଲିସ ପକ୍ଷରୁ ମାମଲାଟିକୁ ମ୍ଭୀରତାର ସହ ନିଆଯାଇ ତଦନ୍ତ କରାଯାଉଛି।


All Right Reserved By

ମୋଦିଙ୍କୁ ରାଖୀ ବନ୍ଧିବା ସହ ଉପହାର ଦେଲେ ଭଉଣୀ କ୍ୱାମର ମୋହସିନ୍‌

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଡ ଭାଇ ବୋଲି ସମ୍ମାନ କରିବା ସହ ପ୍ରତିବର୍ଷ ରାଖୀ ବାନ୍ଧୁଥିବା ପାକିସ୍ତାନୀ ଭଉଣୀ କ୍ୱାମର ମୋହସିନ୍‌ ଶେଖ୍‌ ଗୁରୁବାର...

ଆମେରିକାଠାରୁ ତୋପ କିଣିବ ଭାରତ

ନୂଆଦିଲ୍ଲୀ,୭।୭: ପାକିସ୍ତାନ ଲଗାତର ଜମ୍ମକଶ୍ମୀରରେ ସୀମା ଉଲ୍ଲଂଘନ କରୁଥିବା ନଜିର ରହିଛି। ଏବେ ପାକିସ୍ତାନକୁ ଉଚିତ୍‌ ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି।...

ଶାହଙ୍କ ନେତୃତ୍ୱରେ ଭାଜପା ଲଢ଼ିବ ଝାଡ଼ଖଣ୍ଡ,ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ

ନୂଆଦିଲ୍ଲୀ,୧୪।୮: ଚଳିତ ବର୍ଷ ଶେଷରେ ଝାଡ଼ଖଣ୍ଡ,ମହାରାଷ୍ଟ୍ର ଓ ହରିୟାଣା ଆଦି ୩ ରାଜ୍ୟର ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ...

ମଲାଡ୍‌ରେ କାନ୍ଥ ତଳେ ଚାପି ହେଲେ ୧୩: ମୃତକଙ୍କ ପାଇଁ ୫ ଲକ୍ଷ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ଫଡ଼ାନଭୀସ୍‌

ମୁମ୍ବାଇ,୨।୭: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇ ମଲାଡ୍‌ରେ ଏକ ଝୁମ୍ପୁଡି ବସ୍ତିରେ କାନ୍ଥ ଭୁଶୁଡ଼ି ପଡ଼ିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ କୁରାର...

୧୦ କୋଟି ଟଙ୍କାରେ ଜେଡିଏସ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ଭାଜପା: କୁମାରସ୍ବାମୀ

ବେଙ୍ଗାଲୁରୁ, ୧୯।୬: ଭାଜପା ଉପରେ ପୁଣି ବର୍ଷିଛନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ। ଭାଜପା ଜେଡିଏସ ବିଧାୟକଙ୍କୁ ୧୦ କୋଟି ଟଙ୍କାରେ କିଣିବାକୁ ଚାହୁଁଛି ବୋଲି...

ଭାରତରେ ସେନା ସବୁଠୁ ବିଶ୍ୱସ୍ତ

ନୂଆଦିଲ୍ଲୀ,୧୯ା୯(ଆଇଏଏନ୍‌ଏସ୍‌): ଭାରତର ସହରାଞ୍ଚଳରେ ବସବାସ କରୁଥିବା ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଦେଶର ସଶସ୍ତ୍ର ବାହିନୀ ଉପରେ ସର୍ବାଧିକ ଭରସା ରଖୁଥିବା କହିଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ...

ବଲିଉଡ୍‌ରେ ଏଣ୍ଟ୍ରି ମାରିଲେ ରାନୁ, ହିମେଶଙ୍କ ସହ ଗାଇଲେ ଗୀତ

ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେଶନରେ ଗୀତ ଗାଇ ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଥିବା ରାନୁ ମଣ୍ଡଳ ବଲିଉଡ୍‌ରେ ଏଣ୍ଟ୍ରି ମାରିଛନ୍ତି। ବଲିଉଡ୍‌ ଗାୟକ ହିମେଶ୍‌ ରେଶମିୟାଙ୍କ...

ସୀମାକୁ ଆସିବାକୁ ଚେଷ୍ଟା କଲେ ଫେରି ପାରିବନି ପାକିସ୍ତାନ: ରାଜନାଥ

ସୁରଟ,୧୫।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ସୁରଟରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ପାକିସ୍ତାନ ଉପରେ ଖୁବ୍‌ ଗର୍ଜିଛନ୍ତି। ରାଜନାଥ କହିଛନ୍ତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *