Posted inଜାତୀୟ

ପାକିସ୍ତାନର ଭାଷା କହୁଛି କଂଗ୍ରେସ: ଶିବରାଜ

ନୂଆଦିଲ୍ଲୀ,୧।୯: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ବିବାଦୀୟ ବୟାନର ଉତ୍ତର ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ତେବେ ଦିଗ୍‌ବିଜୟ କହିଥିଲେ, ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ମୁସଲମାନଙ୍କ ଅପେକ୍ଷା ଅଣ ମୁସଲମାନ ଅଧିକ ଗୁପ୍ତଚର କାର୍ଯ୍ୟ କରୁଛନ୍ତି। ତେବେ ଭାଜପା ଓ ବଜରଙ୍ଗ ଦଳ ଆଇଏସ୍‌ଆଇଠାରୁ ପାଣ୍ଠି ଯୋଗାଡ କରୁଥିବା ମଧ୍ୟ ଦିଗ୍‌ବିଜୟ ଅଭିଯୋଗ କରିଥିଲେ। ଏବେ ଏହାକୁ ନେଇ ଶିବରାଜ ଅଭିଯୋଗ କହିଛନ୍ତି କି ମିଡିଆରେ ଚର୍ଚ୍ଚାରେ ରହିବାକୁ କଂଗ୍ରେସ ନେତାମାନେ ଏମିତି ବୟାନ ଦେଉଛନ୍ତି। ଆଉ କଂଗ୍ରେସ ନେତାମାନେ ପାକିସ୍ତାନ ଭାଷା କହୁଛନ୍ତି। କାରଣ ନିକଟରେ ପାକିସ୍ତାନର ଏକ ରିପୋର୍ଟରେ ରାହୁଲ ଗାନ୍ଧୀଙ୍କ ବୟାନର ଉଦାହରଣ ଦେଖିବାକୁ ମିଳିଥିଲା।


All Right Reserved By Dharitri.Com

୨୪ ଘଣ୍ଟାରେ ୫୦ ନୂଆ ରୋଗୀ ଚିହ୍ନଟ ପରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୨୨୩

ନୂଆଦିଲ୍ଲୀ,୨୦।୩: ଭାରତରେ ବଢି ଚାଲିଛି କୋଭିଡ-୧୯ ରୋଗୀଙ୍କ ସଂଖ୍ୟା। ସମସ୍ତ ସତର୍କତା ପରେ ବି ଗତ ୨୪ ଘଣ୍ଟାରେ ୫୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ...

ପୁଲଓ୍ବାମା ଶହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବେ ଲତା ମଞ୍ଜେସକର

ମୁମ୍ବାଇ, ୧୬।୪: ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକର। ଶହିଦ ଯବାନଙ୍କ ପରିବାର ୧କୋଟି...

ହିଂସା ଯୋଗୁ ପରୀକ୍ଷା ଦେଇ ପାରି ନ ଥିବା ଛାତ୍ରୀଛାତ୍ର ମାର୍ଚ୍ଚ ୭ ପର୍ଯ୍ୟନ୍ତ ଦେବେ ପରୀକ୍ଷା: ସିବିଏସ୍‌ଇ

ନୂଆଦିଲ୍ଲୀ,୧।୩: ଦିଲ୍ଲୀରେ ଘଟିଥିବା ହିଂସା ଯୋଗୁ ପରୀକ୍ଷା ଦେଇପାରି ନ ଥିବା ଛାତ୍ରୀଛାତ୍ର ମାର୍ଚ୍ଚ ୭ ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା...

କଥା କହିଲେ ଉଡ଼ିବ ଯୁଦ୍ଧ ବିମାନ: ଏଚ୍‌ଏଏଲ୍‌ ପ୍ରସ୍ତୁତ କଲା ଭଏସ୍‌ ଆକ୍ଟିଭେଟେଡ୍‌ କମାଣ୍ଡ ସିଷ୍ଟମ୍‌

ଲକ୍ଷ୍ନୌ,୩।୨: ଏଣିକି ଆଉ ଯୁଦ୍ଧ ବିମାନକୁ କକ୍‌ ପିଟ୍‌ରେ ବସି ନିୟନ୍ତ୍ରଣ କରିବାକୁ ପଡ଼ିବ ନାହିଁ। ଭାରତ ନିଜସ୍ବ ଜ୍ଞାନକୌଶଳ ଦ୍ୱାରା ଭଏସ୍‌ ଆକ୍ଟିଭେଟେଡ୍‌ କମାଣ୍ଡ...

ନୀତୀଶଙ୍କୁ ଟକ୍କର ଦେବେ ପୁଷ୍ପମ ପ୍ରିୟା

ପାଟନା,୯।୩: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ। ଆଉ ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଏକ ନୂଆ ଚେହେରା...

କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ: ପୋଷ୍ଟାଲ ବ୍ୟାଲେଟ୍‌ ସହିତ ଇଭିଏମ୍‌

ନୂଆଦିଲ୍ଲୀ, ୨୩।୫: କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୭ତମ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ପ୍ରଥମଥର ପ୍ରଚାର ମଇଦାନରେ ମୋଦି

ନୂଆଦିଲ୍ଲୀ,୩।୨: ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିରେ ପୂର୍ବରୁ ହେଭି ଓ୍ବେଟ୍‌ ରାଜନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ସୋମବାର ପ୍ରଥମକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେବ ସଂଗ୍ରହାଳୟ

ନୂଆଦିଲ୍ଲୀ,୨୫ା୭(ପି.ଟି.): ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଏକ ବିଶାଳ ସଂଗ୍ରହାଳୟ ନିର୍ମାଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଉପରେ ରାଜ୍ୟ ସଭା ଉପାଧ୍ୟକ୍ଷ...

Leave a comment

Your email address will not be published. Required fields are marked *