Posted inଜାତୀୟ

ସ୍ବପ୍ନ ପୂରଣ କଲେ ଶିକ୍ଷକ: ଅବସର ଗ୍ରହଣ ପରେ ହେଲିକପ୍ଟରରେ ଗାଁକୁ ଫେରିଲେ

ଅଲଓ୍ବର,୧।୯: ରାଜସ୍ଥାନ ଅଲଓ୍ବରର ରମେଶ ଚାନ୍ଦ ମିନା ନାମକ ଜଣେ ଶିକ୍ଷକ ତାଙ୍କ ସ୍ବପ୍ନ ପୂରଣ କରିବା ଲାଗି ହେଲିକପ୍ଟରରେ ଯାତ୍ରା କରିଛନ୍ତି। କଥା ହେଲା ଶିକ୍ଷକ ଜଣକ ଅବସର ଗ୍ରହଣ କରିବା ପରେ ନିଜ ଗାଁକୁ ହେଲିକପ୍ଟରରେ ଫେରିଛନ୍ତି। ତେବେ ସେ ଏକା ନୁହେଁ ସାଙ୍ଗରେ ସ୍ତ୍ରୀଙ୍କୁ ମଧ୍ୟ ନେଇ ଯାଇଛନ୍ତି। ରମେଶ ଶନିବାର ଅବସର ଗ୍ରହଣ କରିବା ପରେ ସ୍କୁଲଠାରୁ ୨୨ କିଲୋମିଟର ଦୂର ନିଜ ଗାଁ ମାଲାଓ୍ବଲିକୁ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଆସିଥିଲେ। ଆଉ ଏହି ଦୃଶ୍ୟ ଦେଖିବାକୁ ଗାଁ ଲୋକଙ୍କ ଭିଡ ଜମିଥିଲା। ରମେଶ କହିଛନ୍ତି ବହୁ ଦିନରୁ ତାକର ସ୍ବପ୍ନ ଥିଲା ହେଲିକପ୍ଟରରେ ବସିବାକୁ। ଆଉ ଅବସର ଗ୍ରହଣ କରିବା ଦିନ ଏହାକୁ ସ୍ମୃତି କରି ସାଇତି ରଖିବାକୁ ସେ ଏହି ହେଲିକପ୍ଟର ଯାତ୍ରା କରିଥିବା ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ଡଙ୍ଗାବୁଡ଼ି ୧୩ ମୃତ

ମାନିଲା, ୪ା୮(ପି.ଟି.): କେନ୍ଦ୍ରୀୟ ଫିଲିପାଇନ୍ସ ନିକଟ ସମୁଦ୍ରରେ ଶନିବାର ୨ଟି ଡଙ୍ଗା ବୁଡ଼ିଯିବାରୁ ୧୩ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ କେତେକ ନିଖୋଜ ଥିବା ଜଣାପଡ଼ିଛି। ୩୧...

ନିର୍ଭୟା ମାମଲା: ପ୍ରଶାସନର ଦୋଷ ଦେଇ ଆଉ ଫାଶୀ ତାରିଖ ଘୁଞ୍ଚାଇ ପାରିବେନି ଦୋଷୀ

ନୂଆଦିଲ୍ଲୀ,୨୫।୧: ନିର୍ଭୟା ଗଣବଳାତ୍କାର ମାମଲାରେ ଶୁକ୍ରବାର ୩ ଦୋଷୀ ବିନୟ, ପବନ ଓ ଅକ୍ଷୟଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ପଟିଆଲା ହାଉସ କୋର୍ଟରେ...

ଫେବୃୟାରୀ ୧ରେ କେନ୍ଦ୍ର ବଜେଟ: ଅର୍ଥନୈତିକ ସର୍ଭେ ରିପୋର୍ଟ ଜାନୁୟାରୀ ୩୧ରେ

ନୂଆଦିଲ୍ଲୀ,୧୪ା୧୨ (ଆଇଏଏନ୍‌ଏସ୍‌): ୨୦୨୦-୨୧ ଆର୍ଥକ ବର୍ଷ ଲାଗି ଫେବୃୟାରୀ ୧ରେ କେନ୍ଦ୍ର ବଜେଟ ଉପସ୍ଥାପନ ହେବ। ସେହିଭଳି ଅର୍ଥନୈତିକ ସର୍ଭେ ରିପୋର୍ଟ ଜାନୁୟାରୀ ୩୧ରେ ଆଗତ...

ଦେଶର ପ୍ରଥମ ଡିଜିଟାଲ ଗାଇଡ୍‌: ଗଛରେ ଲାଗିଥିବା କ୍ୟୁଆର୍‌ କୋଡ ସ୍କାନ କଲେ ମିଳିବ ସମସ୍ତ ତଥ୍ୟ

ଥିରୁଭାନନ୍ତପୁରମ,୨୦।୬: କେରଳ ସରକାର ଏବେ ଏମିତି ଏକ ଡିଜିଟାଲ ଗାଇଡ୍‌ ବିକଶିତ କରିବାକୁ ଯାଉଛନ୍ତି ଯାହା ଦେଶର ପ୍ରଥମ ଡିଜିଟାଲ ଗାଇଡ୍‌ ବୋଲି କୁହାଯାଉଛି। ଏଠାରେ...

ଏୟାର ଷ୍ଟ୍ରାଇକ୍‌ର ୭ ମାସ ପରେ ବାଲାକୋଟରେ ପୁଣି ଜୈଶ୍‌ ଆତଙ୍କବାଦୀ ସକ୍ରିୟ: ୪୦ରୁ ଅଧିକ ଜେହାଦିଙ୍କୁ ଦିଆଯାଉଛି ତାଲିମ୍‌

ନୂଆଦିଲ୍ଲୀ,୨୨।୯: ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ର ୭ ମାସ ପରେ ଏବେ ପୁଣି ଥରେ ଏଠାରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି।...

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର...

ମହାରାଷ୍ଟ୍ର ରାଜନୈତିକ ସ୍ଥିତି: ସୋମବାର ଶୁଣାଣି; ରାଜ୍ୟପାଳଙ୍କଠାରୁ ଦସ୍ତାବିଜ୍‌ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟୁନି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନବିସ୍‌ ଶାସନ ଡୋରି ଧରିଥିବାବେଳେ ଏନେଇ ଶିବସେନା-ଏନ୍‌ସିପି-କଂଗ୍ରେସ ସୁପ୍ରିମ୍‌କୋର୍ଟଙ୍କ...

ଅହମଦାବାଦରେ ହେବ ‘କେମ୍‌ ଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୩ା୨(ଆଇଏଏନ୍‌ଏସ୍‌): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଗାମୀ ୨୪ ଓ ୨୫ ତାରିଖରେ ଭାରତ ଗସ୍ତରେ ଆସୁଥିବାବେଳେ ତାଙ୍କୁ ଗୁଜରାଟରେ ରେଡ୍‌ କାର୍ପେଟ ସ୍ବାଗତ ଲାଗି...

Leave a comment

Your email address will not be published. Required fields are marked *