Posted inଜାତୀୟ

ନାଳକୁ ବସ୍‌ ଖସି ୨୪ ମୃତ

ପେଶାଓ୍ବାର, ୧ା୯(ପି.ଟି.): ଉତ୍ତର-ପଶ୍ଚିମ ପାକିସ୍ତାନରେ ଏକ ଯାତ୍ରୀବାହୀ ବସ୍‌ ପୋଲ ଭାଙ୍ଗି ନାଳରେ ଖସିପଡ଼ିବାରୁ ଏଥିରେ ଥିବା ୨୪ ଜଣଙ୍କ ପ୍ରାଣହାନି ଘଟିଛି। ଅନେକ ଶିଶୁ ଓ ମହିଳା ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୋଟ ୩୫ ଯାତ୍ରୀଙ୍କୁ ନେଇ ବସ୍‌ଟି ବାଗ୍‌ରୁଠାରୁ କାଣ୍ଡିଆ ଅଭିମୁଖେ ଯାଉଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଦୁର୍ଘଟଣାର କିଛି ସମୟ ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲେ।


All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ନେତାଙ୍କୁ ନଜରବନ୍ଦୀ ଘଟଣାକୁ ନିନ୍ଦା କଲେ ପୂର୍ବତନ ଅର୍ଥମନ୍ତ୍ରୀ

ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରରେ ନେତାଙ୍କୁ ନଜରବନ୍ଦୀ ରଖାଯିବା ଘଟଣାକୁ ନେଇ ରାଜନୈତିକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାକୁ କିଛି ନେତା ବିରୋଧ କରିଛନ୍ତି। ସୋମବାର...

୪୧ ଲୋକ ସଭା ଆସନ ପାଇଁ ବାରାଣସୀରୁ ଲଢ଼ିଲେ ନାହିଁ ପ୍ରିୟଙ୍କା

ନୂଆଦିଲ୍ଲୀ,୨୮।୪: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କ ଗାନ୍ଧୀ ଭଦ୍ରା ବାରାଣସୀ ଲୋକ ସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆକଳନ...

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କଲେ ମୋଦି

ଲକ୍ଷ୍ନୌ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବୁଧବାର ଉତ୍ତରପ୍ରଦେଶ ଲକ୍ଷ୍ନୌସ୍ଥିତ ଲୋକ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ...

ସେନାକୁ ସଫଳତା: ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଜାକିର ମୁସା ନିହତ

ଶ୍ରୀନଗର, ୨୪।୫: ଜମ୍ମୁ-କାଶ୍ମୀରରରେ ଭାରତୀୟ ସେନାକୁ ସଫଳତା ମଳିଛି। ଭାରତୀୟ ସେନା ଦକ୍ଷିଣ କଶ୍ମୀରର ତ୍ରାଲରେ ଲୁଚି ରହିଥିବା ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଜାକିର ମୁସାକୁ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ: ସୁରକ୍ଷା ଦୃଷ୍ଟିରୁ ଜମ୍ମୁ-କଶ୍ମୀରରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ଠପ୍‌

ଶ୍ରୀନଗର,୧୮।୪: ଜମ୍ମୁ-କଶ୍ମୀର ଉଧାମପୁର ଲୋକ ସଭା ଆସନ ପାଇଁ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏଠାରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ବନ୍ଦ...

ମାନସିକ ଅବସାଦରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ କପେ…

କଫି ଅନେକ ପୋଷକ ତତ୍ତ୍ୱରେ ଭରପୂର। ଏହା ଶରୀର ପାଇଁ ବେଶ୍‌ ଉପକାରୀ। ପ୍ରତିଦିନ ସକାଳୁ କପେ କଫି ପିଇଲେ ମାନସିକ ଅବସାଦ ଦୂର ହୁଏ...

ଝୁମ୍ପୁଡି ଘରେ ରାତି ବିତାଇଲେ ସଚିନ

ଜୟପୁର, ୧୦।୬: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରବିବାର ସନ୍ଧ୍ୟାରେ ଜାଲୋର ଜିଲାର କାସେଲା ଗ୍ରାମ ପରିଦର୍ଶନରେ ପହଞ୍ଚିଥିଲେ। ସେଠାରେ ଜଣେ କୃଷକଙ୍କ କ୍ଷେତରେ ଥିବା...

ସାକ୍ଷୀ-ଅଜିନେଶ୍‌ଙ୍କୁ ମିଳିବ ପୋଲିସ ସୁରକ୍ଷା: ହାଇକୋର୍ଟ ଦେଲେ ଆଦେଶ

ଲକ୍ଷ୍ନୌ,୧୫।୭: ବରେଲିର ଭାଜପା ବିଧାୟକ ରାଜେଶ ମିଶ୍ରାଙ୍କ କନ୍ୟା ସାକ୍ଷୀ  ଏବଂ ତାଙ୍କ ସ୍ବାମୀଙ୍କୁ ଏଣିକି ପୋଲିସ ସୁରକ୍ଷା ଯୋଗାଇ ଦିଆଯିବ। ସୋମବାର ଆହ୍ଲାବାଦ୍‌ ହାଇକୋର୍ଟ...

Leave a comment

Your email address will not be published. Required fields are marked *