ଅନ୍ୟ ଜାତିରେ ବିବାହରୁ ସାମାଜିକ ବାସନ୍ଦ ଘଟଣା: ମେଡିକାଲରେ ବାପାଙ୍କୁ ଜଗିଛି ଝିଅ

କେନ୍ଦୁଝର, ୨୦ା୫(ସ୍ବ.ପ୍ର.)- ଅନ୍ୟ ଜାତିରେ ବିବାହ କରିଥିବାରୁ ବାଇଧର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସାମଜିକ ବାସନ୍ଦ କରାଯାଇଥିଲା। ଏନେଇ ବାପ, ଝିଅ ଗଛ ତଳେ ଆଶ୍ରୟ ନେଇଥିଲେ। ସ୍ଥାନୀୟ ସାମାଜିକ କର୍ମୀ ପୋଲିସକୁ ସୂଚନା ଦେବା ପରେ ପୋଲିସ ସ୍ଥାନୀୟ ଆଶାଦିଦି ସହାୟତାରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଏକୁଟିଆ ଝିଅ ମଧ୍ୟ ତାଙ୍କ ବାପା ବାଇଧରଙ୍କ ସହିତ ମେଡିକାଲ ଆସିଥିଲେ। ତେବେ ଡାକ୍ତରଖାନାରେ ଆଶା ଦିଦିମାନେ ଛାଡି ଚାଲିଯାଇଥିଲେ ହେଁ ଛୋଟ ଝିଅ କିପରି ଏକୁଟିଆ ବାପାକୁ ସହାୟତା କରିବ ସେ ନେଇ ଚର୍ଚ୍ଚା ହେଉଛି। ଝିଅଟି ତା’ ବାପାଙ୍କ ସହିତ ଓାର୍ଡରେ ରହୁଥିବାରୁ ତାର ସାହସିକତାକୁ ଅନେକ ପ୍ରଶଂସା କରୁଥିଲେ ହେଁ ତାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।


All Right Reserved By

ଘରୁ ବାହାରିଲା ୧୩ ନାଗ, ବାବୁ ସାହିରେ ଆତଙ୍କ

ଧାମନଗର,୧୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ବାବୁ ସାହିର ଖଗେଶ୍ୱର ମହାକୁଡ଼ଙ୍କ ଘରୁ ଗୋଟିଏ ନାଗୁଣୀ ସହ ୧୨ ନାଗ ଛୁଆ ଉଦ୍ଧାର କରାଯାଇଛି।...

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ...

ଭିତ୍ତିଭୂମି ଥାଇ ମାନ୍ୟତା ପାଉନି ଜଳପ୍ରପାତ

କେନ୍ଦୁଝର, ୭ା୭ (ସ୍ବ.ପ୍ର.)-(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶରେ ପର୍ଯ୍ୟଟନର ବିକାଶ କରି ବହୁ ଦେଶ, ରାଜ୍ୟ ସମୃଦ୍ଧ ହୋଇଥିବା ବେଳେ କେନ୍ଦୁଝର ଜିଲାରେ ଥିବା ସୌନ୍ଦର୍ଯ୍ୟମୟ ପ୍ରାକୃତିକ...

କେନ୍ଦୁଝରରେ ଥମୁନି କଳା ପଲ୍‌ସର ଆତଙ୍କ: ପାଟଣାରେ ଦୁର୍ବୃତ୍ତ ଲୁଟି ନେଲେ ୧ ଲକ୍ଷ ୯୩ ହଜାର ଟଙ୍କା, ଲୁଟେରାଙ୍କ ଟେର୍‌ ପାଉନି ପୋଲିସ

ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଥମୁନି କଳା ପଲ୍‌ସର ଆତଙ୍କ। ବିଶେଷକରି ପର୍ବ ପର୍ବାଣୀ ସମୟରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ବିଭିନ୍ନ ଅଞ୍ଚଳରେ...

ବରଯାତ୍ରୀ ନେଇ ଆସିଥିବା ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ପାଟଣା,୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ଦହିବୁଡା ହୁଡିସାହି ବାଙ୍କ ନିକଟରେ ଶନିବାର ସକାଳେ ଏକ ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି...

ସ୍ବାସ୍ଥ୍ୟକେନ୍ଦ୍ରରେ ପଶିଲା ପାଣି

ଭଦ୍ରକ ଅଫିସ, ୭।୭ – ଭଦ୍ରକ ଉପକଣ୍ଠ ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷାପାଣି ପଶିଛି। ଏବେ ଆଣ୍ଠୁଏ ଲେଖାଏ ପାଣି ଜମି ରହିଛି। ଏହି କାରଣରୁ...

ପରୀକ୍ଷାଫଳ ନ ବାହାରିବା ପ୍ରତିବାଦରେ ଘେରାଉ

ବାରିପଦା ଅଫିସ,୭ା୭- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ଶ୍ରୀମା ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଭୋକେସନାଲ ପରୀକ୍ଷା ଦେଇଥିବା ୨୪ ଜଣ ଛାତ୍ରୀଙ୍କ ପରୀକ୍ଷା ଫଳ...

ଗହଣା ଦୋକାନରୁ ଲୁଟ୍‌, ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ

ବସ୍ତା,୨୮।୭ (ସ୍ବ.ପ୍ର): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ହଳଦୀପାଳ ବଜାରରେ ଥିବା ଇଣ୍ଡିକ୍ୟାଶ ଏଟିଏମ୍‌ ଓ ଏକ ଗହଣା ଦୋକାନରୁ ଶନିବାର ବିଳମ୍ବିତ ରାତିରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *