ପାଥର୍ଲାରେ ଆଗୁଆ ନୂଆଁଖାଇ: ଗ୍ରାମଦେବତୀଙ୍କୁ ବରଣ କାର୍ଯ୍ୟଶେଷ

କେସିଙ୍ଗା,୩୦।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଥର୍ଲା ପଞ୍ଚାୟତର ପାଥର୍ଲା, ବାହାଦୂରପଦର, ଓ ପାଲଗାପଡ଼ା ଗ୍ରାମରେ ଶନିବାର ନୂଆଁଖାଇ ପର୍ବ ପାଳନ ହେବ। ଏ ନେଇ ପାଥର୍ଲା ଗ୍ରାମରେ ଆଗୁଆ ନୂଆଁଖାଇ ଲାଗି ଶୁକ୍ରବାର ଗ୍ରାମଦେବତୀଙ୍କ ବରଣ କାର୍ଯ୍ୟ ଶେଷ ହୋଇଛି। ଗ୍ରାମର ଗୌନ୍ତିଆ ଦରପାଳ ମାଝିଙ୍କ ନେତୃତ୍ୱରେ ଗ୍ରାମ ଦେବାଦେବୀଙ୍କୁ ନୀତିନିୟମ ଅନୁସାରେ ପୂଜାର୍ଚ୍ଚନା କରାଯାଇଛି।


All Right Reserved By

ଦନ୍ତା ଆକ୍ରମଣରେ ଦୁଇ ଗୁରୁତର, ୫ ଆହତ; ଦୌଡ଼ିବା ବେଳେ କେନାଲରେ ଖସିପଡ଼ିଲା

ପରଜଙ୍ଗ,୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଚାନ୍ଦପୁର ଗାଁରେ ବୁଧବାର ଦନ୍ତାହାତୀ ଆତଙ୍କ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଦୁଇଜଣ...

ସ୍କର୍ପିଓ ସହ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ତାର ଜବତ: ୪ ଅଭିଯୁକ୍ତ ଅଟକ

ରୂପ୍‌ସା, ୨୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅଧୀନ ୬୦ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ୩୩କେଭି ବିଦ୍ୟୁତ୍‌ ଲାଇନ୍‌ରୁ ପ୍ରାୟ ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଦ୍ୟୁତ୍‌...

ଚାଉଳ ନ ପାଇ ତାତିଲେ ହିତାଧିକାରୀ

କପ୍ତିପଦା,୨୪ା୯(ଡି.ଏନ୍‌.ଏ.)- ରାସନକାର୍ଡ ସହ ଆଧାର ଲିଙ୍କ୍‌ରେ ବିଳମ୍ବ ଯୋଗୁ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଲାବଣ୍ୟଦେଇପୁର ପଞ୍ଚାୟତର ଶତାଧିକ ଗ୍ରାମବାସୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୟାଗଡ଼ ଅଫିସ , ୧୭।୧୦- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କ ନୟାଗଡ଼ ସରକାରୀ...

ବଢୁଛି ତରଭୁଜର ଚାହିଦା

କେନ୍ଦୁଝର, ୨୮ା୪ (ସ୍ବ.ପ୍ର.)-ପ୍ରବଳ ଖରା ଲାଗି ତରଭୂଜର ଚାହିଦା ବଢୁଛି ା ବିଶେଷ କରି ସହରାଞ୍ଚଳରେ ତରଭୂଜ ଖାଇବା ପାଇଁ ଲୋକଙ୍କ ଆଗ୍ରହକୁ ଦେଖି ଚାଷୀ...

କେନାଲକୁ ଖସିପଡ଼ିଛି ଛୁଆ, ଜଗିଛି ମା’ ହାତୀ

ପରଜଙ୍ଗ,୪।୧୦ (ଡି.ଏନ.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଖାଲପାଳ ଗ୍ରାମ ନିକଟ ଶାଖା କେନାଲ ମଧ୍ୟକୁ ଗୁରୁବାର ରାତିରେ ଏକ ଛୁଆ ହାତୀ...

ଜବରଦଖଲ ଜାଗା ଚିହ୍ନଟ

ବଇଣ୍ଡା, ୨୦ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଗ୍ରାମର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଓ ଏହା ନିକଟସ୍ଥ ସରକାରୀ ଜମି ଜବରଦଖଲ କରାଯାଇ ସେଠାରେ...

ମହିଳାଙ୍କୁ କାମୁଡ଼ିବା ଅଭିଯୋଗ: ସ୍ବାମୀ-ସ୍ତ୍ରୀ ଗଲେ ଜେଲ

ଦିଗପହଣ୍ଡିି,୨୪ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଭୁଷୁଣ୍ଡା ଗ୍ରାମରେ ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ହିଂସାକୁ କେନ୍ଦ୍ରକରି ଗାଁ ରାସ୍ତାରେ ଦୁଇ ମହିଳାଙ୍କ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *