ଦୀପିକାଙ୍କ ଡ୍ରେସ୍‌ ଦେଖି ଫ୍ୟାନ୍‌ମାନେ କ’ଣ ଅନୁମାନ କରୁଛନ୍ତି ଜାଣନ୍ତି…

ଦୀପିକା ପାଦୁକୋନ୍‌ – ରଣବୀର ସିଂ କିଛିଦିନ ହେଲା ଲଣ୍ଡନରେ ଫିଲ୍ମ ‘୮୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସିବାକୁ ଥିବାବେଳେ ଦୀପିକା କପିଳ ଦେବଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ। ଶୁଟିଂ ବ୍ୟତୀତ ଦୁହେଁ ସେଠାରେ ବୁଲାବୁଲି କରୁଥିବା ଏକ ଭିଡିଓରୁ ଜଣାପଡ଼ିଛି। ଏହି ଫଟୋରେ ଦୀପିକା ଏକ ଶାଗୁଆ ରଙ୍ଗର ଢିଲା ଡ୍ରେସ୍‌ ପିନ୍ଧିଛନ୍ତି। ଫ୍ୟାନ୍‌ମାନେ ଏହି ଫଟୋ ଦେଖି ଦୀପିକା ମାଆ ହେବାକୁ ଯାଉଥିବା ଅନୁମାନ କରୁଛନ୍ତି। ବେବି ବମ୍ପକୁ ଲୁଚାଇବାକୁ ଦୀପିକା ଏପରି ଡ୍ରେସ୍‌ ପିନ୍ଧିଥିବା ଫ୍ୟାନ୍‌ମାନେ ଅନୁମାନ ଲଗାଇଛନ୍ତି। ଏମିତିରେ ବି କିଛିଦିନ ତଳେ ଦୀପିକା ରଣବୀରଙ୍କ ଉଦ୍ଦେଶ୍ୟରେ ଏକ କ୍ୟାପଶନ୍‌ ଲେଖିଥିଲେ ‘ ହାୟ ଡାଡି’। ତେବେ ଏହି ଖବର କେତେ ସତ କେତେ ମିଛ ସ୍ପଷ୍ଟ ଜଣାପଡ଼ିନାହିଁ।


All Right Reserved By

ଟାଇଟଲ୍‌ ସଙ୍ଗ୍‌ରେ ଶ୍ରେୟା, ସୋନୁ

ମୁମ୍ବାଇ: ଆଗାମୀ ଫିଲ୍ମ ‘ହମେ ତୁମ୍‌ସେ ପ୍ୟାର୍‌ କିତ୍‌ନା’ ପାଇଁ ଏକ ଲଭ୍‌ ସଙ୍ଗ୍‌ ଗାଇଛନ୍ତି ଗାୟିକା ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ। ‘ଜୁବି...

ଚେସ୍‌ ପ୍ରିୟ କ୍ୟାଟ୍ରିନା

ଅଭିନେତ୍ରୀ ହେବା ପୂର୍ବରୁ କ୍ୟାଟ୍ରିନା ଚେସ୍‌ ଖେଳିବାକୁ ପସନ୍ଦ କରୁଥିଲେ। ଏପରି କି ଜଣେ ଭଲ ଚେସ୍‌ ଖେଳାଳି ଭାବରେ ସେ ଅନେକ ଥର ପୁରସ୍କୃତ...

ରଣବୀରଙ୍କୁ ଧମକାଇଲେ ଦୀପିକା, କହିଲେ ଆଜି ରାତିରେ ଖାଇବା ବନ୍ଦ

ଦୀପିକା ପାଦୁକୋନ୍‌ – ରଣବୀର ସିଂହ ନିଜର କ୍ୟାରିୟର ସହିତ ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍‌ ସନ୍ତୁଳନ ରକ୍ଷା କରି ଚାଲିଛନ୍ତି। ବେଳେବେଳେ ଦୁହିଁଙ୍କ ଗଭୀର...

ହ୍ୟାଟ୍ରିକ୍‌ ଅପେକ୍ଷାରେ ଦେବରାଜ

ନବାଗତ ନାୟକ ଦେବରାଜ। ଗତବର୍ଷ ତାଙ୍କର ଡେବ୍ୟୁ ଫିଲ୍ମ ‘ତୋ ପ୍ରେମରେ ପଡ଼ିଲା ପରେ’ ରିଲିଜ୍‌ ହୋଇଥିଲା। ଆରମ୍ଭରୁ ହିଁ ସେ ନିଜର ଆକ୍ଟିଂ ଦକ୍ଷତା...

ଏହି ଭିଡିଓ ପାଇଁ ରାତାରାତି ଷ୍ଟାର ପାଲଟି ଯାଇଥିଲେ ନେହା

ମୁମ୍ବାଇ: ବଲିଉଡ୍‌ ସିଙ୍ଗର ନେହା କକ୍କର ୩୧ ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି। ଜୁନ୍‌ ୬ରେ ଜନ୍ମ ନେଇଥିବା ଏହି ପ୍ଲେବ୍ୟାକ୍‌ ସିଙ୍ଗର ପ୍ରଥମରୁ ବହୁ...

ଘାରିଛି ଅଭିନୟ ନିଶା

ସତରେ ଅଭିନୟ ନିଶା କେତେ ଗାଢ଼ ତାହା ଅନୁଭବୀ ହିଁ ଜାଣେ। ମେକ୍‌ଅପ୍‌ ନେଇ ମଞ୍ଚ ଉପରେ ପୁଣି ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଜୀବନ୍ତ...

ବକ୍ସ ଅଫିସରେ ଧମାଲ କରୁଛି ‘ପିଏମ୍‌ ନରେନ୍ଦ୍ର ମୋଦି’

ମୁମ୍ବାଇ,୨୮।୫: ଦେଶ ହେଉ ବା ସିନେ ଜଗତ ସବୁଠାରେ ଏବେ ମୋଦିଙ୍କ ଲହର ଚାଲିଛି। ମୋଦିଙ୍କ ବାୟୋପିକ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏବେ ବକ୍ସ ଅଫିସରେ...

ଅତୀତର ସ୍ମୃତିକୁ ସାଉଁଟିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ର ଲିଜେଣ୍ଡ ଅଭିନେତା ଅନୁପମ ଖେର ସୋମବାର ନିଜର ୩୪ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅନୁପମ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *