Posted inଖେଳ

କୋହଲି ପିଉଥିବା ପାଣିର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ଫିଟ୍‌ନେସକୁ ବିଶେଷ ଗୁରୁତ୍ୱ ଦିଅନ୍ତି, ଯାହା ସଭିଙ୍କୁ ଜଣା। ସେ କଦାପି ଡାଏଟ୍‌ କିମ୍ବା ଏକ୍ସରସାଇଜ କରିବାକୁ ଭୁଲନ୍ତି ନାହିଁ। ଶରୀର ପାଇଁ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ସେ ବେଶ ଚର୍ଚ୍ଚିତ। ତେବେ ଏହାର କାରଣ କ’ଣ ଜାଣନ୍ତି। କୋହଲି ସଫା ପାଣି ପିଇବାକୁ ବେଶି ପସନ୍ଦ କରନ୍ତି। ସେ ସର୍ବଦା ଇଭିଆନ କମ୍ପାନୀ ବଟଲ ପାଣି ପିଅନ୍ତି। ପ୍ରତ୍ୟେକ ଲିଟର ପିଛା ଏହାର ଦାମ୍‌ ୬୦୦ ଟଙ୍କା। ଏହାକୁ ସେ ଫ୍ରାନ୍ସରୁ ମଗାନ୍ତି। ଇଭିଆନ ପାଣି ଟପ୍‌ କ୍ରୀଡ଼ାବିତ ଓ ସେଲିବ୍ରିଟିମାନେ ବ୍ୟବହାର କରିଥାନ୍ତି। ଏହି ବ୍ରାଣ୍ଡର ପାଣି ଶରୀରର ଓଜନ କମାଇବାରେ ସାହାଯ୍ୟ କରିବା ସହ ମାନସିକ ସ୍ଥିତିକୁ ସକାରାତ୍ମକ ରଖେ। ଏହି ବ୍ରାଣ୍ଡର ପାଣିର ଲିଟର ପିଛା ଦର ୬୦୦ରୁ ଆରମ୍ଭ କରି ୩୬,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ଆମ ଦେଶରେ ବ୍ୟବହାର ହେଉଥିବା ସବୁଠୁ ଦାମୀ ପାଣି।


All Right Reserved By Dharitri.Com

Posted inଖେଳ View All

ବାସନ୍ଦ ହୋଇପାରନ୍ତି କୋହଲି

ନୂଆଦିଲ୍ଲୀ,୪।୭- ଏକ ରୋମାଞ୍ଚଭରା ମ୍ୟାଚ୍‌ରେ ଭାରତୀୟ ଦଳ ୨୮ ରନ୍‌ରେ ବାଂଲାଦେଶକୁ ହରାଇ ଚଳିତ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଦଳ ବିଶ୍ୱକପ୍‌ ଜିତିବା...

ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ: ଟିକେଟ ବିକ୍ରି ଅର୍ଥ ଓଡ଼ିଶା ସରକାରଙ୍କୁ ଦିଆଯିବ

ଭୁବନେଶ୍ୱର,୩୧।୫(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଆୟୋଜନ ହେବାକୁଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସର ଟିକେଟ ବିକ୍ରିରୁ ଉପାର୍ଜିତ ହେବାକୁଥିବା ଅର୍ଥ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯିବ ବୋଲି...

ଅଲିମ୍ପିକ୍ସ ସ୍ଥଗିତଜନିତ ବ୍ୟୟଭାରକୁ ନେଇ ଦ୍ୱନ୍ଦ୍ୱ

ଟୋକିଓ, ୨୨|୪ (ଏପି): କରୋନା ସଂକ୍ରମଣ ଆଶଙ୍କାରେ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖାଯାଇଛି। ଗେମ୍ସକୁ ବର୍ଷେ ଘୁଞ୍ଚାଇ ଦିଆଯିବା ଦ୍ୱାରା ଏବାବଦ ବ୍ୟୟଭାର କିଏ ବହନ...

ଭାରତ ଓ ଶ୍ରୀଲଙ୍କା ପ୍ରଥମ ଟି୨୦ ମ୍ୟାଚ୍‌: ଟସ୍‌ ଜିତିଲା ଭାରତ

ଗୁଆହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆସାମର ଗୁଆହାଟୀଠାରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ...

କାହା ସହ ହାତ ମିଳାଇବେ ନାହିଁ ଦକ୍ଷିଣ ଆଫ୍ରିକା ଖେଳାଳି

ନୂଆଦିଲ୍ଲୀ,୯।୩- ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଭାରତ ଗସ୍ତରେ ଥିବାବେଳେ କାହା ସହ ହାତ ମିଳାଇବେ ନାହିଁ। ଏ ନେଇ ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର...

ଭାରତୀୟ କ୍ରିକେଟ ଦଳର ସଙ୍କଟମୋଚକ ଥିଲେ ଏହି ବ୍ୟାଟ୍ସମ୍ୟାନ୍‌

ଭାରତୀୟ କ୍ରିକେଟ ଦଳର ଭେରି ଭେରି ସ୍ପେଶାଲ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ମସିହା ନଭେମ୍ବର ୧ ତାରିଖରେ...

ଜନ୍ମଦିନ ପୂର୍ବରୁ ପଡୋଶୀ ଦେଶ ଭ୍ରମଣରେ ଗଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳ ଏବେ ବାଂଲାଦେଶ ସହ ଟି-୨୦ ସିରିଜ୍‌ ଖେଳିବାରେ ବ୍ୟସ୍ତ ଅଛି। ଅଧିନାୟକ ବିରାଟ କୋହଲି ଏହି ସିରିଜରୁ ବିଶ୍ରାମ ନେଇ ସ୍ତ୍ରୀ...

ଧୋନୀଙ୍କ ୪୦ ଫୁଟ ଉଚ୍ଚତାର ପୋଷ୍ଟର ଲଗାଇଲେ ୧୦ ହଜାର ପ୍ରଶଂସକ

ଥିରୁଭାନନ୍ତପୁରମ୍‌,୯।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୫ ମାସ ହେବ କ୍ରିକେଟରୁ ଦୂରେଇ ଅଛନ୍ତି। କିନ୍ତୁ ଭାରତ ଖେଳୁଥିବା ପ୍ରତ୍ୟେକ...

Leave a comment

Your email address will not be published. Required fields are marked *