ବାୟୁ ପ୍ରଦୂଷଣ ବଢାଉଛି ଗର୍ଭପାତ ଆଶଙ୍କା

ବାୟୁ ପ୍ରଦୂଷଣ ସଂସ୍ପର୍ଶରେ କିଛି ସମୟ ପାଇଁ ଆସିଲେ, ଗର୍ଭପାତ ଆଶଙ୍କା ବଢୁଥିବା ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି। ବାୟୁ ପ୍ରଦୂଷଣ ଯୋଗୁ ଆଜ୍‌ମାଠୁ ନେଇ ସମୟପୂର୍ବ ପ୍ରସବ ପର୍ଯ୍ୟନ୍ତ ସମସ୍ୟା ବଢ଼ିବାରେ ଲାଗିଛି। ଏହାସହ ଗବେଷଣାରେ ବାୟୁ ପ୍ରଦୂଷଣ ଯୋଗୁ ଶରୀରରେ ହେଉଥିବା ବିଭିନ୍ନ ପ୍ରକାର ଖରାପ ପ୍ରଭାବକୁ ଯୋଡ଼ି ନିଷ୍କର୍ଷ ବାହାର କରିଛନ୍ତି। ଆମେରିକାର ୟୁଟା ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଛନ୍ତି, ୟୁଟାର ଅଧିକାଂଶ ଗର୍ଭବତୀ ମହିଳା ବାୟୁପ୍ରଦୂଷଣ ସଂସ୍ପର୍ଶରେ ଆସିବା ଫଳରେ ସେମାନଙ୍କ ଗର୍ଭପାତ ଆଶଙ୍କା ୧୬ ପ୍ରତିଶତ ବୃଦ୍ଧି ପାଇଥିଲା। ୨୦୦୭ ରୁ ୨୦୧୫ମଧ୍ୟରେ କରାଯାଇଥିବା ଗବେଷଣାରେ ୧୩୦୦ ମହିଳାଙ୍କୁ ସାମିଲ କରାଯାଇଥିଲା, ଯେଉଁମାନେ ଗର୍ଭପାତ ପରେ ଚିକିତ୍ସା ପାଇଁ ଜରୁରୀକାଳୀନ ବିଭାଗରେ ଥିଲେ। ଗବେଷକ ଦଳ ଏହି ସମୟରେ ସେମାନଙ୍କ ଗର୍ଭପାତର ପ୍ରମୁଖ କାରଣ ଜାଣିବାକୁ ବିଭିନ୍ନ ପ୍ରକାରର ପ୍ରୟାସ ଚଳାଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ବାୟୁ ପ୍ରଦୂଷଣ ଏହାର ପ୍ରମୁଖ କାରଣ ଥିବା ଜାଣିବାକୁ ପାଇଥିଲେ।


All Right Reserved By Dharitri.Com

ଏହିସବୁ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତିଦିଏ ଛତୁ…

ଛତୁ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା କେବଳ ସ୍ବାଦିଷ୍ଠ ନୁହେଁ, ସ୍ବାସ୍ଥ୍ୟ ଉପକାରୀ ମଧ୍ୟ। ପୋଷକ ତତ୍ତ୍ୱରେ ଭରପୂର ଥିବା ଛତୁକୁ ଆୟୁର୍ବେଦ...

ଡେଙ୍ଗା ବ୍ୟକ୍ତିଙ୍କଠାରେ କ୍ୟାନସର୍‌ ଆଶଙ୍କା ଅଧିକ କାହିଁକି

ଉଚ୍ଚତାରେ ଡେଙ୍ଗା ହେବା ପ୍ରତ୍ୟେକ ବ୍ୟକ୍ତିଙ୍କ ଇଚ୍ଛା। କିନ୍ତୁ ଜାଣନ୍ତି, ଡେଙ୍ଗା ବ୍ୟକ୍ତିଙ୍କର ଉଚ୍ଚତା ସହ କ୍ୟାନସର୍‌ର ସମ୍ପର୍କ ଗଭୀର ଥାଏ। ଏକ ନୂତନ ଗବେଷଣାରୁ...

ଡ଼ାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ କଦଳୀଫୁଲ

କଦଳୀଫୁଲକୁ ଡ଼ାଇବେଟିସ୍‌ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଉଚିତ୍‌। ଏହା ଦ୍ୱାରା ସର୍କରା ସ୍ତର କମ୍‌ ହୁଏ। ଶରୀରରେ ହିମୋଗ୍ଲୋବିନ ମାତ୍ରାକୁ ବଢ଼ାଏ କାରଣ...

ଷ୍ଟୋମାକ କ୍ୟାନ୍‌ସର ଚିହ୍ନିବାର ନୂଆ ଉପାୟ

ଷ୍ଟୋମାକ କ୍ୟାନ୍‌ସରର ଆଦ୍ୟାବସ୍ଥାରୁ ଚିକିତ୍ସା କରାଇଲେ ଏଥିରୁ ଆରୋଗ୍ୟ ଲାଭ କରିବାର କିଛି ଅଂଶ ସୁଯୋଗ ରହିଛି। ହେଲେ ଏହା ଜଟିଳ ଅବସ୍ଥା ଧାରଣ କରିଥିଲେ...

ଆଖି ସମସ୍ୟା ଦୂର କରେ ଅମୃତଭଣ୍ଡା

ବାଡିବଗିଚାରେ ଅମୃତଭଣ୍ଡା ସହଜରେ ମିଳିଥାଏ। କଞ୍ଚା ହେଉ ବା ପାଚିଲା ଉଭୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ ଏ, ବି, ସି ଓ...

ନିଦ୍ରାହୀନତା ସମସ୍ୟା ପାଇଁ ଦାୟୀ କଫି

ଖବରଟି କଫି ପ୍ରେମୀଙ୍କୁ ନିରାଶ ଦେଇପାରେ। ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁ ଲୋକମାନେ ଦୈନନ୍ଦିନ ଦୁଇ କପ୍‌ କଫି ପିଅନ୍ତି, ସେମାନଙ୍କଠାରେ ଭବିଷ୍ୟତରେ ନିଦ୍ରାହୀନତା ସମସ୍ୟା...

ଗହମ ବ୍ୟତୀତ ଖାଆନ୍ତୁ ଏସବୁ ଶସ୍ୟରୁ ପ୍ରସ୍ତୁତ ରୁଟି, ମିଳିବ ଅନେକ ରୋଗରୁ ମୁକ୍ତି

ଖାଦ୍ୟରେ ରୁଟିକୁ ସମ୍ପୂର୍ଣ୍ଣ ଆହାର କୁହାଯାଇଥାଏ। ଦିନରେ ହେଉ କି ରାତିରେ। ରୁଟି ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ତେବେ...

ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ କରେ ଲାଉ ଜୁସ୍‌

ଲାଉରେ ୯୦ ପ୍ରତିଶତ ପାଣି ଏବଂ ୧୦ ପ୍ରତିଶତ ଫାଇବର ଥାଏ। ଏଥିରେ କାର୍ବୋହାଇଡ୍ରେଡ୍‌ ମାତ୍ରା ଆଦୌ ନ ଥାଏ। ଡାଇବେଟିସ୍‌ ରୋଗୀ ଯେହେତୁ ନିଜର...

Leave a comment

Your email address will not be published. Required fields are marked *