Posted inଜାତୀୟ

ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କଲେ ଅମିତ ଶାହ, ଆସିଲେନି ମମତା

ନୂଆଦିଲ୍ଲୀ, ୨୬।୮: ଦିଲ୍ଲୀର ବିଜ୍ଞାନ ଭବନରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବୈଠକକୁ ୧୦ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଡକାଯାଇଥିଲା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ଓଡ଼ିଶାରୁ ନବୀନ ପଟ୍ଟନାୟକ, ଝାଡଖଣ୍ଡରୁ ରଘୁବର ଦାସ, ଉତ୍ତର ପ୍ରଦେଶରୁ ଯୋଗୀ ଆଦିତ୍ୟନାଥ, ଆନ୍ଧ୍ର ପ୍ରଦେଶରୁ ଜଗନମୋହନ ରେଡ୍ଡୀ, ଛତିଶଗଡରୁ ଭୁପେଶ ବାଘେଲା, ବିହାରରୁ ନୀତିଶ କୁମାର ଯୋଗଦେଇଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ,ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପ୍ରମୁଖ ବୈଠକକୁ ଆସି ନ ଥିଲେ। ସୂଚନାଯୋଗ୍ୟ, ସ୍ବରାଷ୍ଟ ମନ୍ତ୍ରୀ ଭାବେ ଅମିତ ଶାହ ପ୍ରଥମଥର ପାଇଁ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।


All Right Reserved By Dharitri.Com

ବିହାରରେ ଏଲ୍‌ଜେପି ଦୁଇଭାଗ

ପାଟନା,୧୫ା୬: କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ବିହାରରେ ଦୁଇଭାଗ ହୋଇଛି। ଦଳର ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ଶର୍ମା...

ଇଶ୍ୱରଙ୍କ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନାମରେ ଶପଥ ନେଲେ ବିଧାୟକ

ବିଜୟଓ୍ବାଡା, ୧୩।୬: ଆନ୍ଧ୍ରପ୍ରଦେଶର ଜଣେ ନବନିର୍ବାଚିତ ବିଧାୟକ ଇଶ୍ୱରଙ୍କ ନାମରେ ନୁହେଁ, ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନାମରେ ଶପଥ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନେଲ୍ଲୋରରୁ ବିଧାୟକ...

ପେହଲୁ ଖାନ୍‌ ହତ୍ୟା ମାମଲା: ପୁନଃତଦନ୍ତ ନିର୍ଦ୍ଦେଶ ଦେଲେ ଗେହଲଟ

ଜୟପୁର,୧୭ା୮: ବହୁଚର୍ଚ୍ଚିତ ପେହଲୁ ଖାନ୍‌ ଭିଡ଼ହିଂସା ମାମଲାରେ ତଳକୋର୍ଟ ସମସ୍ତ ୬ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା...

ଅଶାନ୍ତ ପଶ୍ଚିମବଙ୍ଗ: ବିକ୍ଷୋଭବେଳେ ଭାଜପା କର୍ମକର୍ତ୍ତାଙ୍କ ଉପରେ ଲୁହ ବୁହା ଗ୍ୟାସ ପ୍ରୟୋଗ

କୋଲକାତା,୧୨।୬: ପଶ୍ଚିମବଙ୍ଗରେ ହିଂସା ଥମିବାର ନା ନେଉନି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ ଏବେ ରାଜନୈତିକ ଯୁଦ୍ଧ ତେଜିବାରେ ଲାଗିଛି। ବୁଧବାର ଟିଏମ୍‌ସିି...

‘ପ୍ରାର୍ଥନା କରୁଥିଲି, ସେହି ମୃତଦେହ ସିଦ୍ଧାର୍ଥଙ୍କର ହୋଇ ନ ଥାଉ’

ବେଙ୍ଗାଲୁରୁ, ୩୧।୭: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର...

ଭିଡ଼ ହିଂସା ପୁଣି ନେଲା ୪ ଜୀବନ: ଡାହାଣି ସନ୍ଦେହରେ ହତ୍ୟା

ରାଞ୍ଚି,୨୧।୭: ଦେଶରେ ଭିଡ଼ ହିଂସା ଥମିବାର ନାଁ ଧରୁନି। ରବିବାର ଭୋର୍‌ ୩ଟାରେ ଝାଡ଼ଖଣ୍ଡର ଗୁମଲାରେ ୪ ଜଣ ଲୋକଙ୍କୁ ହତ୍ୟା କରାଯାଇଛି। କିଛି ଲୋକ...

ଏସ୍‌ସି, ଏସ୍‌ଟି ଆଇନ: ବିନା ତଦନ୍ତରେ ଦାଏର ହୋଇପାରିବ ଏଫ୍‌ଆଇଆର୍‌; ରାୟ ପ୍ରତ୍ୟାହାର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨ା୧୦(ପି.ଟି.): ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍‌ଟି) ଆଇନ ସମ୍ପର୍କିତ ରାୟ ଦେବାର ଦେଢ଼ବର୍ଷ ପରେ ସୁପ୍ରିମକୋର୍ଟ ଏହାକୁ ଆଂଶିକ ଭାବେ ପ୍ରତ୍ୟାହାର...

କାନ୍ଦିଲେ ମୁଖ୍ୟମନ୍ତ୍ରୀ ବାଘେଲା

ରାୟପୁର,୩୦।୬: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା କାନ୍ଦିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଶନିବାର...

Leave a comment

Your email address will not be published. Required fields are marked *