Posted inଜାତୀୟ

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାହୁଲଙ୍କୁ ଭେଟିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ,୧୯।୫: ନିର୍ବାଚନ ଫଳାଫଳ ପୂର୍ବରୁ କେନ୍ଦ୍ରରେ କିଏ ହେବ ଶାସକ? ସେନେଇ ଆରମ୍ଭ ରହିଛି କଳ୍ପନାଜଳ୍ପନା। ଏହି ମର୍ମରେ କେନ୍ଦ୍ରରେ ଅଣ-ଭାଜପା ସାମ୍ମୁଖ୍ୟ ଗଠନ ପାଇଁ ଉଦ୍ୟମ ତୀବ୍ର ହୋଇଥିବା କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଭେଟିଛନ୍ତି। ସେ ଶନିବାର ରାହୁଲଙ୍କୁ ସାକ୍ଷାତ୍‌ କରିଥିବାବେଳେ ପୁଣିଥରେ ରବିବାର ଭେଟିଛନ୍ତି। ଏହାକୁ ନେଇ କେନ୍ଦ୍ରୀୟ ରାଜନୀତି ବେଶ୍‌ ସରଗରମ ହେବାରେ ଲାଗିଛି।


All Right Reserved By Dharitri.Com

ଚନ୍ଦ୍ରାୟନ ବୈଜ୍ଞାନିକଙ୍କ ଦରମା କାଟ୍‌: ରାଜ୍ୟ ସଭାରେ ପ୍ରସଙ୍ଗ ଉପସ୍ଥାପନ କଲା କଂଗ୍ରେସ

ନୂଆଦିଲ୍ଲୀ,୩୦।୭: ଚନ୍ଦ୍ରାୟନ ମିଶନରେ କାର୍ଯ୍ୟ କରୁଥିବା ବୈଜ୍ଞାନିକଙ୍କ ଦରମା କାଟ୍‌ ପ୍ରସଙ୍ଗ ନେଇ ରାଜ୍ୟ ସଭାରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି। କଂଗ୍ରେସ...

ନାଗରିକତା ଆଇନ ନେଇ କଂଗ୍ରେସର ଦୋମୁହାଁ ନୀତି : ମନମୋହନଙ୍କ ୧୬ ବର୍ଷ ତଳର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୯।୧୨: ନାଗରିକତା ଆଇନ ନେଇ କଂଗ୍ରେସର ଦୋମୁହାଁ ନୀତିକୁ ଭାଜପା ପକ୍ଷରୁ ପର୍ଦ୍ଦାଫାଶ୍‌ କରାଯାଇଛି। ଏନେଇ ରାଜ୍ୟସଭାର ୧୬ ବର୍ଷ ତଳର ଏକ ଭିଡ଼ିଓକୁ ଭାଜପା...

ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କଲା ଏହି ଫଟୋ

ନୂଆଦିଲ୍ଲୀ, ୧୨।୮: ଏବେ ଭାରତର କିଛି ରାଜ୍ୟରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ବନ୍ୟାରେ ଏପର୍ଯ୍ୟନ୍ତ ୧୭୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ବି ଅନେକ...

ନିଦରେ ଚାଲି ଚାଲି ମଥୁରାରୁ ଅମୃତସର ପହଞ୍ଚିଗଲେ ନାବାଳିକା

ଅମ୍ବାଲା,୧୪।୭: କେତେକଙ୍କଠାରେ ନିଦରେ ଚାଲିବା ସମସ୍ୟା ଦେଖାଦେଇଥାଏ। ଏହା ବେଳେବେଳ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥାଏ। ମଥୁରା ଯମୁନାନଗରର ଜଣେ ୧୫ବର୍ଷ ବୟସ୍କା ନାବାଳିକା ନିଦରେ...

ଝାଡ଼ଖଣ୍ଡରେ ବଢ଼ୁଛି ଭାଜପା ଅଡ଼ୁଆ

ରାଞ୍ଚି,୧୭ା୧୧(ପି.ଟି./ ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୁଇ ସପ୍ତାହରୁ କମ୍‌ ସମୟ ବାକି ଥିବାବେଳେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)...

ଗଣ ମାଧ୍ୟମକୁ ଶୁଭେଚ୍ଛା ଜଣାଇଲେ ହିରାବେନ୍‌ ମୋଦି

ଗାନ୍ଧିନଗର,୨୩।୫: ଗୋଟିଏ ପଟେ ଭାଜପା ପ୍ରାୟ ୨୯୫ ଆସନରେ ଆଗୁଆ ଥିବା ବେଳେ ବିଭିନ୍ନ ସ୍ଥାନରେ ଭାଜପା ପକ୍ଷରୁ ଉତ୍ସବ ପାଳନ ଆରମ୍ଭ ହୋଇଯାଇଛି। ଏତିକି...

କରୋନା ଭୟ: ବିଲେଇକୁ ଦେଶାନ୍ତର କରାଗଲା

ଚେନ୍ନାଇ,୪ା୩: ବିଶ୍ୱବ୍ୟାପୀ ଏବେ କରୋନା ଭାଇରସ୍‌ ଆତଙ୍କ। ଚାଇନାରୁ ମାଡ଼ି ଏବେ ୬୬ ଦେଶକୁ ଏହା ବ୍ୟାପିଲାଣି। ଭାରତ ବି ଏଥିରୁ ବାଦ୍‌ ପଡ଼ିନି। ଚାରିଆଡ଼େ...

କରୋନା ଭାଇରସ: ସିଲ୍‌ ହେଲା ଉଦ୍ଧବ ଠାକରେଙ୍କ ଘର ‘ମାତୋଶ୍ରୀ’

ମୁମ୍ବାଇ,୭।୪: କରୋନା ଭାଇରସ ମହାରାଷ୍ଟ୍ରରେ ଅଧିକ ପରିମାଣରେ ଲୋକଙ୍କ ମଧ୍ୟରେ ଦେଖାଯିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଏକ ଚ୍ୟାଲେଞ୍ଚ ହୋଇ ଠିଆ ହୋଇଛି ବୋଲି...

Leave a comment

Your email address will not be published. Required fields are marked *