Posted inଜାତୀୟ

ଏସି ଥିବା ସ୍ମାର୍ଟ ପୋଲିଂ ବୁଥ୍‌ରେ ଦିବ୍ୟାଙ୍ଗ ଭୋଟର ଦେଲେ ଭୋଟ

ଇନ୍ଦୋର,୧୯।୫: ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ଏସି ଯୁକ୍ତ ସ୍ମାର୍ଟ ପୋଲିଂ ବୁଥ୍‌ରେ ଦିବ୍ୟାଙ୍ଗ ଭୋଟରଙ୍କ ସମେତ ବରିଷ୍ଠ ନାଗରିକ ସେମାନଙ୍କର ମତଦାନ ଅଧିକାର ସାବସ୍ତ୍ୟ କରିଛନ୍ତି। ଏହା ହେଉଛି ଦେଶର ପ୍ରଥମ ସ୍ମାର୍ଟ ପୋଲିଂ ବୁଥ୍‌। ସ୍ଥାନୀୟ କଞ୍ଚନବାଗ୍‌ ସ୍ଥିତ ଜାଲ ସଭାଗୃହରେ ଥିବା ଏହି ବୁଥ ନମ୍ବର ୨୧୫ରେ ଭୋଟରଙ୍କ ଅନେକ ସୁବିଧା ସୁଯୋଗ ରହିଛି। ବସିବା ପାଇଁ ଚେୟାର, ପିଇବା ପାଇଁ ପାଣି, ଛୋଟ ପିଲାଙ୍କ ଖେଳିବା ପାଇଁ ସ୍ଥାନ ତଥା ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ନେବା ଆଣିବା ପାଇଁ ଯାନ ଓ ହ୍ବିଲ୍‌ ଚେହାର ରହିଛି। ଇନ୍ଦୋର ମ୍ୟାନେଜମେଣ୍ଟ ଆସୋସିଏସନ୍‌, ନଗର ନିଗମ ଏବଂ ଜିଳା ପ୍ରଶାସନର ମିଳିତ ସହଯୋଗରେ ଏହି ବୁଥ୍‌କୁ ନିର୍ମାଣ କରାଯାଇଛି। ଇନ୍ଦୋର ସ୍ମାର୍ଟ ସିଟି ହୋଇଥିବାରୁ ଏହି ବୁଥ୍‌କୁ ମଧ୍ୟ ସ୍ମାର୍ଟ ଭାବେ ନିର୍ମାଣ କରାଯାଇଥିବା କୁହାଯାଉଛି।


All Right Reserved By

କର୍ନାଟକ ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୦ ବିଧାୟକ

ବେଙ୍ଗାଲୁରୁ, ୧୦।୭: କର୍ନାଟକ କ୍ଷମତା ରାଜନୀତି ଦିନକୁଦିନ ଉଗ୍ର ରୂପ ଧାରଣ କରିଛି। ପ୍ରଥମେ କଂଗ୍ରେସ-ଜେଡିଏସ ମେଣ୍ଟର ୧୩ ଜଣ ବିଧାୟକଙ୍କ ଇସ୍ତଫାପତ୍ର ଦେବା ପରେ...

ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ନେଲେ ତାମିଲିସାଇ

ହାଇଦ୍ରାବାଦ,୮।୯: ତାମିଲିସାଇ ସୁନ୍ଦରରାଜନ ରବିବାର ତେଲେଙ୍ଗାନା ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ପେଶାରେ ତାମିଲିସାଇ ଜଣେ ଡାକ୍ତର ହୋଇଥିବା ବେଳେ ସେ ତେଲେଙ୍ଗାନାର ପ୍ରଥମ...

କେଜରିଓ୍ବାଲଙ୍କ ମୁସଲିମ୍‌ ଭୋଟ ବୟାନକୁ ନେଇ ଜବାବ ରଖିଲେ ଶିଲା

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଚଳିତ ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ଟି ଯାକ ଆସନ ଏଏପି ହାତକୁ ଆସୁଥିବା...

ସାପ କାମୁଡା ରୋଗୀଙ୍କୁ ଖଟିଆରେ ବୋହିଲେ ଯବାନ

ବିଜାପୁର,୧୮।୮: ଛତିଶଗଡ଼ ବିଜାପୁରର ପୁସକୁନ୍ତା ଅଞ୍ଚଳରେ ଶନିବାର ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିବା ଫଳରେ ସେ ଗୁରୁତର ହୋଇଥିଲେ। ହେଲେ ଗାଁର ରାସ୍ତା ଅବସ୍ଥା ଭଲ...

ଗୋଦାବରୀ ଡଙ୍ଗାବୁଡି ଘଟଣା: ଉଦ୍ଧାର ହେଲା ୭ ମୃତଦେହ, ଏବେ ବି ଅନେକ ନିଖୋଜ

ଦେବୀପଟନମ,୧୫।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଡଙ୍ଗା ବୁଡି ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏବେ ବି ଅନେକ ଲୋକ ନିଖୋଜ ଥିବା...

କମଲନାଥଙ୍କୁ ମାୟାବତୀଙ୍କ ସମର୍ଥନ ପ୍ରତ୍ୟାହାର ଧମକ

ଭୋପାଳ,୧ା୫: ମଧ୍ୟପ୍ରଦେଶର କମଲନାଥ ସରକାରଙ୍କୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ସମର୍ଥନ ପ୍ରତ୍ୟାହାର ଧମକ ଦେଇଛନ୍ତି। ଗୁନା ଆସନରୁ ଏସ୍‌ପି-ବିଏସ୍‌ପି ପ୍ରାର୍ଥୀ ହୋଇଥିବା ଲୋକେନ୍ଦ୍ର ସିଂ ରାଜପୁତ...

ପାକ୍‌ରେ ଶିଖ୍‌ ଯୁବତୀଙ୍କୁ ଅପହରଣ, ଧର୍ମାନ୍ତରୀକରଣ

ଚଣ୍ଡିଗଡ଼, ୩୧ା୮(ପି.ଟି.): ପାକିସ୍ତାନରେ ଜଣେ ଶିଖ୍‌ ଯୁବତୀଙ୍କୁ ଅପହରଣ କରି ନିଆଯିବା ସହ ଇସ୍‌ଲାମ ଧର୍ମକୁ ପରିବର୍ତ୍ତନ କରାଯିବା ଘଟଣା ସମ୍ପର୍କରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର...

ଏୟାର ଇଣ୍ଡିଆରେ ଇନ୍ଧନ ସଙ୍କଟ: ଉଡ଼ାଣ ନ କରି ୪ ଘଣ୍ଟା ରନଓ୍ବେରେ ଅଟକି ରହିଲା ଡ୍ରିମ୍‌ଲାଇନର୍‌ ବିମାନ

କୋଚିି, ୨୭।୮: ଏୟାର ଇଣ୍ଡିଆର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏବେ ଏହାର ବିମାନରେ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିବା ପାଇଁ ଇନ୍ଧନ ମଧ୍ୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *