ବିଶ୍ୱ ବନ୍ଧୁତ୍ୱ ଦିବସ: ଗଣତନ୍ତ୍ରର ଚାରି ସ୍ତମ୍ଭକୁ ସମ୍ମାନ

ଭଦ୍ରକ ଅଫିସ,୨୫।୮: ଭଦ୍ରକ ଜିଲା ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱ ବନ୍ଧତ୍ୱ ଦିବସ ଓ ଦାଦି ପ୍ରକାଶମଣି ସ୍ମୃତି ଦିବସ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ଅତିଥି ଯୋଗଦେଇ ଦିବସର ମହତ୍ତ୍ୱ ବର୍ଣ୍ଣନା କରିବା ସହ ଗଣତନ୍ତ୍ରର ଚାରି ସ୍ତମ୍ଭକୁ ସମ୍ମାନିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ସଂଜୀବ ମଲିକ, ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଅରୁଣ କୁମାର ପଣ୍ଡା, ବିଡିଓ ଉମେଶ ମଲିକଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ।


All Right Reserved By Dharitri.Com

ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମିଳିଲାନି ରହିତାଦେଶ; କେନ୍ଦ୍ର, ରାଜ୍ୟ ସରକାରଙ୍କୁ ନୋଟିସ

କଟକ ଅଫିସ,୮ା୮: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌) ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଗେଜେଟ୍‌ ନୋଟିଫିକେଶନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ମାମଲାର ଶୁଣାଣି...

ଧାନ ନ ଉଠିବା ପ୍ରତିବାଦଧର୍ମଗଡରେ ଚାଷୀଙ୍କ ରାସ୍ତାରୋକୋ

ଧର୍ମଗଡ,୧୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ରବି ଋତୁରେ ମଣ୍ଡି ଖୋଲିବା ଦିନଠାରୁ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ସମସ୍ୟା ଚାଷୀଙ୍କ ପିଛା ଛାଡୁନି।...

ପୌର ପ୍ରଶାସନର କାର୍ଯ୍ୟକୁ ନେଇ ସନ୍ଦେହରେ କର୍ମଚାରୀ;୯ ମାସ ହେବ ଜମା ହେଉନି ଇପିଏଫ୍‌ ଅର୍ଥ

ଅନୁଗୋଳ ଅଫିସ, ୧୭ା୧୦: ଅନୁଗୋଳ ପୌରପାଳିକାରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ବାବଦ ଅର୍ଥ କଟୁଛି। କିନ୍ତୁ କଟାଯାଉଥିବା ଅର୍ଥକୁ...

ଦକ୍ଷିଣ-ପଞ୍ଚିମାଞ୍ଚଳ ଡିଆଇଜି ରେଞ୍ଜ ପୋଲିସରେ ଅଦଳବଦଳ : ୮ ଇନ୍ସପେକ୍ଟର, ୩ ସବ୍‌ଇନ୍ସପେକ୍ଟର, ୪ ଏଏସ୍‌ଆଇଙ୍କ ବଦଳି

କୋରାପୁଟ,୨୨।୭(ସ୍ବ.ପ୍ର.): କୋରାପୁଟ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରେଞ୍ଜ ଅଧୀନରେ ପୋଲିସସ୍ତରରେ ଅଦଳବଦଳ ହୋଇଥିବା ରେଞ୍ଜ କାର୍ଯ୍ୟାଳୟର ବିଜ୍ଞପ୍ତିରୁ ଜଣାଯାଇଛି ା ଏଥିରେ ୮ ଜଣ ଇନ୍ସପେକ୍ଟର, ୩...

ମୋଟୁର ସିଲେରୁ ନଦୀରେ ସେତୁ ନିର୍ମାଣ ପରେ ୩୩୨ ମିଟର ଆପ୍ରୋଚ ରୋଡ୍‌ ନିର୍ମାଣରେ ପ୍ରଶାସନର ବିଳମ୍ବ: ଗ୍ରାମବାସୀ ନିର୍ମାଣ କଲେ ରାସ୍ତା

ମାଲକାନଗିରି,୧୯।୭(ଡି.ଏନ୍‌.ଏ): ଗୁରୁପ୍ରିୟା ସେତୁ ପରେ ମାଲକାନଗିରି ଜିଲାବାସୀଙ୍କ ବହୁ ପ୍ରତୀକ୍ଷିତ ଅନ୍ୟ ଏକ ସ୍ବପ୍ନ ମୋଟୁର ସିଲେରୁ ନଦୀ ଉପରେ ପୋଲ ନିର୍ମାଣ ପରେ ମଧ୍ୟ...

ଢେଙ୍କାନାଳ: ୩୩ ମଣ୍ଡପରେ ପୂଜାର୍ଚ୍ଚନା

ଢେଙ୍କାନାଳ ଅଫିସ, ୨ା୯ ଆଉ କେଇ ଘଣ୍ଟା ପରେ ଆରମ୍ଭ ହେବ ବିଘ୍ନରାଜ ଗଜାନନଙ୍କ ପୂଜାର୍ଚ୍ଚନା। ଏହି ଗଣପର୍ବରେ ନିଜକୁ ସାମିଲ କରିଛି ସାଂସ୍କୃତିକ ସହର...

ବିଜେଡିରେ ଯୋଗଦେଲେ ଉତ୍ତରପ୍ରତାପ ସରପଞ୍ଚ, ଯୁବ ସଂଗଠକ

ଧର୍ମଶାଳା,୫।୯(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଉତ୍ତରପ୍ରତାପ ପଞ୍ଚାୟତର ଭାଜପା ସମର୍ଥତ୍ତ ସରପଞ୍ଚ ବୁଧବାର ବିଜେଡିରେ ଯୋଗଦେଇଛନ୍ତି। ଏ ନେଇ ଜାରକାସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ...

ନିଖୋଜ ଅଙ୍ଗନୱାଡି ସହାୟିକାଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି: ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ଆଠମଲ୍ଲିକ,୨୬ା୧୧(ଡି.ଏନ.ଏ.)- ଗତ ଅକ୍ଟୋବର ୯ରୁ ନିଖୋଜ ଥିବା ଅଙ୍ଗନୱାଡି ସହାୟିକା ବାଲି ପ୍ରଧାନଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି ନେଇ ମଙ୍ଗଳବାର ଆଞ୍ଚଳିକ ମହିଳା...

Leave a comment

Your email address will not be published. Required fields are marked *