ଚାଷୀମାନଙ୍କ ପକ୍ଷରୁ ସିଏସ୍‌ ଅଫିସ ଘେରାଉ

ଜୟପୁର,୨୪।୮(ଡି.ଏନ୍‌.ଏ.): ଏସ୍‌ଏଚ୍‌ଜି ପକ୍ଷରୁ ଖରିଫ ଧାନ କ୍ରୟ ନିଷ୍ପତ୍ତିକୁ ବିରୋଧ କରି ଜୟପୁର ବ୍ଲକ ଜାମୁଣ୍ଡ ପଞ୍ଚାୟତର ଚାଷୀମାନେ ଶନିବାର ଜିଲା ଯୋଗାଣ (ସିଏସ୍‌) ଅଫିସ ଘେରାଉ କରିଛନ୍ତି। ଆସନ୍ତା ଖରିଫ ଧାନ ମଣ୍ଡିରୁ ଲ୍ୟାମ୍ପ ବଦଳିରେ ମହିଳା ଏସ୍‌ଏଚ୍‌ଜି ଦ୍ୱାରା କ୍ରୟ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମାତ୍ର ଏହାକୁ ବିରୋଧ କରି ଚାଷୀମାନେ ସିଏସ୍‌ ଅଫିସ ଘେରାଉ କରିଛନ୍ତି।


All Right Reserved By

ଗଁ। ର ନାଁ ‘ବୈତରଣୀ’

କେନ୍ଦୁଝର, ୩୦ା୭(ଡି.ଏନ.ଏ.)-କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକାର ଗୁପ୍ତଗଙ୍ଗାରୁ ବାହାରିଥିବା ପୁଣ୍ୟତୋୟା ବୈତରଣୀ ନିମ୍ନକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ମିଶିଛି। ସାଳନ୍ଦୀ ଏହାର ମୁଖ୍ୟ...

ଚାକିରି କରାଇଦେବାକୁ କହି ୮୪ ଲକ୍ଷ ଠକେଇ

ଭଦ୍ରକ ଅଫିସ, ୨୫।୭ – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବଂଶୀପାଟଣାସ୍ଥିତ ଏକ ସଂସ୍କୃତ ମହାବିଦ୍ୟାଳୟରେ ନିଯୁକ୍ତି କରାଇଦେବା ନାଁରେ ୮୪ ଲକ୍ଷ ଟଙ୍କା ଠକେଇ...

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ, ଦିଗପହଣ୍ଡି ଥାନାରେ ଏତଲା

ଦିଗପହଣ୍ଡି,୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗ୍ରାମର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ଛାତ୍ରୀଙ୍କ ବାପା ବୁଧବାର ଥାନାରେ ଅଭିଯୋଗ...

ପଡ଼ିରହିଛି କୁଢ଼କୁଢ଼ ଆବର୍ଜନା, କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା

ଜମନକିରା,୩।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦରମହକୁମାର ଚାରିଆଡ଼େ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବାବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରତିକାର...

ମ୍ୟାଲେରିଆ ନିରାକରଣ ପାଇଁ ଆରମ୍ଭ ହେଲା ‘ଦମନ’

ବ୍ରହ୍ମପୁର ଅଫିସ୍‌,୧୧ା୫-ଗଞ୍ଜାମ ଜିଲାରେ ମ୍ୟାଲେରିଆକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଛି । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ମୂଳପୋଛ କରିବା ପାଇଁ ଆରମ୍ଭ ହୋଇଯାଇଛି...

ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ କୋଟ ଚାର୍ଲାଣ

ଧର୍ମଶାଳା/ଜେନାପୁର,୨୭।୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଗଡ଼ମଧୂପୁର ପଞ୍ଚାୟତର ପନ୍ତୁରୀ ଗ୍ରାମରେ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ସ୍ବାମୀକୁ ସୋମବାର ଗିରଫ...

ରାତିପାହିଲେ ସାବିତ୍ରୀ: କେନ୍ଦୁଝର ବଜାରରେ ବଢ଼ୁଛି ଜଙ୍ଗଲୀ ଫଳର ଚାହିଦା

କେନ୍ଦୁଝର,୨।୬( ସ୍ବ.ପ୍ର.): ରାତିପାହିଲେ ସାବିତ୍ରୀ ବ୍ରତ। ଏହି ଉପଲକ୍ଷେ କେନ୍ଦୁଝର ସହରର ଫଳ ବଜାରରେ ଲୋକଙ୍କ ଭିଡ଼ ଲାଗିଛି। ଏହା ମଧ୍ୟରେ ଜଙ୍ଗଲୀ ଫଳର ଆସର...

ନାବାଳିକା ଗର୍ଭବତୀ, ଅଭିଯୁକ୍ତ ଫେରାର

ବ୍ରହ୍ମପୁର ଅଫିସ,୪ା୭-କେ. ନୂଆଗାଁ ଥାନା ଇଲାକାରେ ଜନୈକା ନାବାଳିକାଙ୍କୁ ଭୟଭୀତ କରି ବାରମ୍ବାର ବଳାତ୍କାର କରିବା ପରେ ସେ ଗର୍ଭବତୀ ହେବା ଜାଣି ଅଭିଯୁକ୍ତ ଫେରାର୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *