Posted inUncategorized

୨୪ ଘଣ୍ଟାରେ ସାପ କାମଡାରେ ୨ମୃତ

ମାଲକାନଗିରି,୨୩ା୮ (ଡି.ଏନ.ଏ.)- ମାଲକାନଗିରି ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସାପ କାମୁଡାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଦେବା ମାଡକାମୀ ଓ ମାଳତି ରାୟ। ମାଲକାନଗିରି ଥାନା ଅନ୍ତର୍ଗତ ଟିଟିବିରି ଗ୍ରାମର ଦେବା ଗୁରୁବାର ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଫଳରେ ତାଙ୍କର କିଛି ସମୟ ପରେ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟ ଏକ ଘଟଣାରେ ଓରକେଲ ଥାନା ଅଞ୍ଚଳରେ ମାଳତୀ ରାୟଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଛି। ମାଳତି ଫୁଲ ତୋଳିବାକୁ ଯାଇଥିବା ବେଳେ ସାପ କାମୁ ଶିକାର ହୋଇଥିଲେ। ସୂଚନାଯୋଗ୍ୟ ଯେ, ଜିଲାରେ ଗତ ୨ ମାସ ମଧ୍ୟରେ ସାପ କାମୁଡାରେ ୭ଜଣଙ୍କ ମୃତ୍ୟୁ ହେଲାଣି।


All Right Reserved By Dharitri.Com

Posted inUncategorized View All

କଟକ ପୋଲିସକୁ ଘାରିଲା କରୋନା ଭୟ

କଟକ ଅଫିସ୍‌,୨୧।୫: ଭୁବନେଶ୍ୱରରେ ଜଣେ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଏହାକୁ ନେଇ କମିଶନରେଟ୍‌ ପୋଲିସର ଅଧିକାରୀ ଓ କର୍ମଚାରୀଙ୍କ ଭିତରେ...

ଲଦାଖ ସୀମାରେ ଚାଇନା ହେଲିକପ୍ଟର: ପାଟ୍ରୋଲିଂ ପାଇଁ ପହଞ୍ଚିଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୨।୫: ଚାଇନାର ପିପୁଲ୍‌ସ ଲିବରେଶନ ଆର୍ମି ଓ ଭାରତୀୟ ସେନା ମଧ୍ୟରେ ନିକଟରେ ଉତ୍ତର ସିକ୍କିମ ନିକଟରେ ମୁହାମୁହିଁ ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନ...

ମାଓବାଦୀ-ଗ୍ରାମବାସୀ ଲଢ଼େଇ: ଘରପୋଡ଼ି କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା

ମାଲକାନଗିରି,୨୭।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଜନ୍ତୁରାଇରେ ମାଓବାଦୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗତ ୨୫ ତାରିଖରେ ଖଣ୍ଡଯୁଦ୍ଧ ହୋଇଥିଲା। ଏଥିରେ ମାଓବାଦୀମାନେ ପ୍ରତିଶୋଧ ପରାୟଣ...

ଟଏଲେଟ୍‌ ସଫା କଲେ ସଲମାନ ଖାନ୍‌

‘ବିଗ ବସ-୧୩’ ଏବେ ଦେଖିବାକୁ ଜବରଦସ୍ତ ହଙ୍ଗାମା। ଚଳିତ ସପ୍ତାହର ସବୁଠୁ ହାଇଭୋଲଟେଜ୍‌ ପାର୍ଟ ଥିଲା ରଶ୍ମି ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଗ ଫାଇଟ।...

ଏକଦା ଅନ୍ୟ ଘରେ କାମ କରି ପେଟ ପୋଷୁଥିଲେ: ପରେ ହେଲେ ସୁପରଷ୍ଟାର, ଗିନିଜ୍‌ ବୁକ୍‌ରେ ପାଇଲେ ସ୍ଥାନ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ରହିଛନ୍ତି ଯେଉଁମାନେ କୌଣସି ନା କୌଣସି କାମକୁ ନେଇ ଅନ୍ୟଠାରୁ ଭିନ୍ନ। ଏମିତି ଜଣେ କଳାକାର ହେଲେ...

କୋଭିଡ୍‌ ଲଢ଼େଇରେ ଆର୍‌ବିଆଇ

ମୁମ୍ବାଇ,୨୩।୫: ଦେଶରେ ପ୍ରଥମ କରୋନା ମାମଲା ଜାନୁୟାରୀ ୩୦ରେ ସାମ୍ନାକୁ ଆସିଥିଲା। କରୋନାକୁ ନିୟନ୍ତ୍ରଣ କରିବା ପାଇଁ ହୋଇଥିବା ଲକ୍‌ଡାଉନରେ ଦେଶକୁ ଅନେକ କ୍ଷତି ସହିବାକୁ...

ଗୋଛା ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁଶିକାରୀ କାଟି ନେଇଛନ୍ତି ଦାନ୍ତ

ନୟାଗଡ଼ ଅଫିସ,୨୮।୫-ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି। ସୋମବାର ରାତିରେ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍...

Leave a comment

Your email address will not be published. Required fields are marked *