ଏସବୁ ରୋଗରୁ ବି ଦୂରେଇ ରଖେ ଆମ୍ବ ଟାକୁଆ…

ଆମ୍ବ ଶରୀର ପାଇଁ ଉପକାରୀ। ଏହା ସହିତ ଆମ୍ବ ଟାକୁଆ ମଧ୍ୟ ଶରୀର ପାଇଁ ବେଶ୍‌ ଲାଭପ୍ରଦ। ଟାକୁଆରୁ କୋଇଲି ବାହାର କରି ଏହାକୁ ଶୁଖାଇ ଗୁଣ୍ଡ କରି ପ୍ରତିଦିନ ସକାଳେ ଖାଲିପେଟରେ ଗ୍ଲାସେ ଉଷୁମ ପାଣି ସହ ଖାଇଲେ କୋଲଷ୍ଟରଲସ୍ତର ନିୟନ୍ତ୍ରିତ ହୋଇଥାଏ। ଏହାଦ୍ୱାରା ହାର୍ଟ ଆଟାକ୍‌ରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଇନସୁଲିନ୍‌ କ୍ଷରଣକୁ ସ୍ବାଭାବିକ କରିଥାଏ। ଫଳରେ ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ ଓ ଡାଇବେଟିସ୍‌ ସମସ୍ୟା ଦୂର ହୁଏ। ଉଚ୍ଚ ରକ୍ତଚାପରେ ଆମ୍ବ ଟାକୁଆ ଗୁଣ୍ଡ ଖାଇଲେ ସୁଫଳ ମିଳେ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। ତେବେ ଟାକୁଆ ଭିତରେ ଥିବା କୋଇଲିକୁ ଖାଇବା ଅନୁଚିତ। କେତେକ ଏହାକୁ ଗୁଣ୍ଡ କରି ଖାଇଥାନ୍ତି। ମାତ୍ର ଏହା ପାକସ୍ଥଳୀ ତଥା ହଜମ ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।


All Right Reserved By Dharitri.Com

ନିଜକୁ ନାବାଳକ ଦାବି କଲେ ପଓ୍ବନ କୁମାର

ନୂଆଦିଲ୍ଲୀ,୧୯।୧୨(ପି.ଟି): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅନ୍ୟତମ ଅପରାଧୀ ପଓ୍ବନ କୁମାର ଗୁପ୍ତା ୨୦୧୨ରେ ନାବାଳକ ଥିଲେ ବୋଲି ଦାବି...

ଅଯୋଧ୍ୟା ରାୟ ପୂର୍ବରୁ ୟୁପିକୁ ସତର୍କ କରାଇଲା କେନ୍ଦ୍ର

ନୂଆଦିଲ୍ଲୀ,୭ା୧୧(ଆଇଏଏନ୍‌ଏସ୍‌): ଆସନ୍ତା ସପ୍ତାହରେ ବହୁପ୍ରତୀକ୍ଷିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବା ଆଶା କରାଯାଉଥିଲାବେଳେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ...

୧୪୫ ରାଷ୍ଟ୍ରକୁ କରୋନା କୋରଡ଼ା: ଭାରତରେ ‘ବିଜ୍ଞପିତ ବିପତ୍ତି’ ଘୋଷିତ

ନୂଆଦିଲ୍ଲୀ, ୧୫।୩(ପି.ଟି.): ମହାମାରୀ କରୋନାକୁ ନେଇ ବିଶ୍ୱବ୍ୟାପୀ ଦେଖାଦେଇଛି ଅଭୂତପୂର୍ବ ଆତଙ୍କ ଓ ଅଚଳାବସ୍ଥା। ଏହି ଘାତକ ଭୂତାଣୁ ଏବେ ୧୪୫ ଦେଶରେ ପହଞ୍ଚତ୍ ୫,୪୩୬...

ପାକ୍‌ ଉଚ୍ଚାୟୁକ୍ତଙ୍କୁ ସମନ

ନୂଆଦିଲ୍ଲୀ,୧୮ା୧(ଆଇଏଏନ୍‌ଏସ୍‌): ପାକିସ୍ତାନର ୩ ହିନ୍ଦୁ ଝିଅଙ୍କୁ ଅପହରଣ ମାମଲାରେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ସମନ୍‌ ଜାରି କରାଯାଇଛି। ସିନ୍ଧ୍‌...

ଦିଲ୍ଲୀ ହିଂସା: ୮ ଦିନ ହେଲା ସ୍ତ୍ରୀ-୪ ପିଲାଙ୍କ ବାଟ ଚାହିଁ ବସିଛନ୍ତି ରିକ୍ସା ଚାଳକ

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ହିଂସାରେ ଇତିମଧ୍ୟରେ ୪୫ଟି ମୃତଦେହ ଉଦ୍ଧାର ହୋଇଛି। ଫେବୃୟାରୀ ୨୩ରେ ସ୍ତ୍ରୀ ଓ ୪ ପିଲାଙ୍କଠାରୁ ଅଲଗା ହୋଇଯାଇଥିବା ରିକ୍ସା ଚାଳକ ମଇନୁଦ୍ଦିନ୍‌...

ସକାଳ ଜଳଖିଆରେ ସାମିଲ କରନ୍ତୁ ନାହିଁ ଏସବୁ ଖାଦ୍ୟ

ସକାଳ ଜଳଖିଆ ଶରୀର ପାଇଁ ନିହାତି ଆବଶ୍ୟକ। ତାହା ପୁଣି ଉପଯୁକ୍ତ କ୍ୟାଲୋରୀର ହୋଇଥିଲେ ଭଲ। ଏମିତି କିଛି ଖାଦ୍ୟ ଅଛି ଯାହା ପାଟିକୁ ସ୍ବାଦ...

ମନମୋହନ ରାଜ୍ୟ ସଭାକୁ ନିର୍ବାଚିତ

ଜୟପୁର/ଲକ୍ଷ୍ନୌ, ୨୦ା୮(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋମବାର ରାଜସ୍ଥାନରୁ ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ଲାଗି ନାମାଙ୍କନପତ୍ର ପ୍ରତ୍ୟାହାର ସମୟସୀମା ଅପରାହ୍ନ...

ଅଯୋଧ୍ୟା ରାୟ ନେଇ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଉତ୍ତରପ୍ରଦେଶର ସମସ୍ତ ଜିଲାରେ ହାଇ ଆଲର୍ଟ

ଲକ୍ଷ୍ନୌ,୨୧।୧୦: ଅଯୋଧ୍ୟା ରାୟ ନେଇ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସମ୍ପର୍କରେ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି...

Leave a comment

Your email address will not be published. Required fields are marked *