Posted inଖେଳ

ଆର୍ମି ଟ୍ରେନିଂ ସାରି ଏବେ ଏହି କାମରେ ଧୋନୀ

ନୂଆଦିଲ୍ଲୀ, ୨୨।୮:ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରୁ ବିଶ୍ରାମ ନେଇ ଭାରତୀୟ ସେନାରେ ଯୋଗଦେଇଥିଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏହିସମୟ ମଧ୍ୟରେ ସେ ଟେରିଟୋରିଆଲ ଆର୍ମିରେ ୧୫ଦିନ ରହି ଟ୍ରେନିଂ ନେବା ପରେ ଏବେ ସେ ନିଜ ବ୍ୟବସାୟିକ କାର୍ଯ୍ୟରେ ଲିପ୍ତ ଅଛନ୍ତି। ମୁମ୍ବାଇରେ ସେ ବିଭିନ୍ନ ବ୍ରାଣ୍ଡ୍‌ ପକ୍ଷରୁ କରିଥିବା ଚୁକ୍ତି କାମ ଶେଷ କରୁଛନ୍ତି। ଇତିମଧ୍ୟରେ ସେ ବିଭିନ୍ନ ବ୍ରାଣ୍ଡ ପାଇଁ ବିଜ୍ଞାପନ ଶୁଟିଂରେ ବ୍ୟସ୍ତ ଅଛନ୍ତି ଧୋନୀ। ଏଥିରୁ ସେ କିଛି ସମୟ ବାହାର କରି ପିଲାଦିନର ବନ୍ଧୁଙ୍କୁ ଭେଟୁଛନ୍ତି। କିଛିଦିନ ଶୁଟିଂ ଶେଷ କରି ସେ କ୍ରିକେଟକୁ ଫେରିବେ ବୋଲି ଜଣାପଡିଛି।


All Right Reserved By

Posted inଖେଳ

ମହିଳା ଜାତୀୟ ବକ୍ସିଂ ଖେଳାଳିଙ୍କ ପାଇଁ ବର ଖୋଜୁଥିଲେ ମା’: ଲିଙ୍ଗ ପରିବର୍ତ୍ତନ କରି ଘରକୁ ଫେରିଲେ ଝିଅ

ଲକ୍ଷ୍ନୌ, ୨୪।୬: ଉତ୍ତର ପ୍ରଦେଶର କାନପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମହିଳା ଜାତୀୟ ବକ୍ସିଂ ଖେଳାଳି ପ୍ରିୟଙ୍କା ପାଲ୍‌ ଲିଙ୍ଗ ପରିବର୍ତ୍ତନ କରି...

ଅବସର ନେବେ ନାହିଁ ହାଫିଜ୍‌

କରାଚୀ, ୧୧।୭ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲେ ମଧ୍ୟ ପାକିସ୍ତାନ ଭେଟେରାନ ଅଲ୍‌ରାଉଣ୍ଡର ମହମ୍ମଦ ହାଫିଜ...

ବୟକଟ୍‌, ଷ୍ଟ୍ରସ୍‌ଙ୍କୁ ନାଇଟ୍‌ହୁଡ ଉପାଧି

ଲଣ୍ଡନ, ୧୦।୯ (ଏଏଫ୍‌ପି)- କିମ୍ବଦନ୍ତୀ ଇଂଲଣ୍ଡ କ୍ରିକେଟ୍‌ ଖେଳାଳି ଜେଫ୍ରି ବୟକଟ୍‌ ଓ ଆଣ୍ଡ୍ରିଉ ଷ୍ଟ୍ରସଙ୍କୁ ସମ୍ମାନଜନକ ନାଉଟ୍‌ହୁଡ ଉପାଧିରେ ସମ୍ମାନିତ କରାଯାଇଛି। କ୍ରିକେଟ୍‌କୁ ଉଲ୍ଲେଖନୀୟ...

ଓ୍ବେଷ୍ଟଇଣ୍ଡିଜ ରିଜର୍ଭ ଲିଷ୍ଟରେ ବ୍ରାଭୋ, ପୋଲାର୍ଡ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୦।୫(ପି.ଟି.)- ଆଇସିସି ବିଶ୍ୱକପ୍‌ ଲାଗି କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ) ପକ୍ଷରୁ ରବିବାର ୧୦ ରିଜର୍ଭ ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ଏହି...

ଡି’ଭିଲର୍ସଙ୍କ ଉପରେ ଅଖତରଙ୍କ ବଡ଼ ବୟାନ

ଲଣ୍ଡନ, ୮ା୬- ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଏବି ଡି’ଭିଲର୍ସଙ୍କ ସମ୍ପର୍କରେ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର ଶନିବାର ବଡ଼ ବୟାନ ଦେଇଛନ୍ତି। ପୂର୍ବତନ ଦକ୍ଷିଣ...

ରାଜନୀତିରେ ଯୋଗଦେବାକୁ ଦୂତୀ ଆଗ୍ରହୀ

ଭୁବନେଶ୍ୱର, ୨୪।୯(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ପୁଣି ଚର୍ଚ୍ଚାରେ। ମାତ୍ର ଏଥର କୌଣସି ଖେଳ ପାଇଁ ନୁହେଁ ବରଂ...

ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜାମାମଙ୍କ ଇସ୍ତଫା

କରାଚୀ,୧୮।୭(ପି.ଟି.)- ପାକିସ୍ତାନ ମୁଖ୍ୟ ଚୟନକର୍ତ୍ତା ପଦରୁ ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌ ଉଲ୍‌ ହକ୍‌ ବୁଧବାର ଇସ୍ତଫା ଦେଇଛନ୍ତି। ତେବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଯେଉଁ...

ଶାହାଜାଦ୍‌ଙ୍କ ଶତକ: ସିରିଜ ଡ୍ର’ କଲା ଆଫଗାନିସ୍ତାନ

ବେଲ୍‌ଫାଷ୍ଟ, ୨୨।୫- ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୨ୟ ଦିନିକିଆ ମ୍ୟାଚ୍‌କୁ ଆଫଗାନିସ୍ତାନ ୧୨୬ ରନରେ ଜିତିନେଇଛି। ଏଥିସହ ଦୁଇ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *