ଏସିଡିଟି ସମସ୍ୟାର ସମାଧାନ ହାତ ପାଆନ୍ତାରେ…

ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ ଯୋଗୁ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। ସକାଳୁ ଖାଲି ପେଟରେ ଲାଉ ରସ ପିଇଲେ ଏସିଡିଟି ସମସ୍ୟାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହାଦ୍ୱାରା ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଏ। ମେଦବହୁଳତା କ୍ଷେତ୍ରରେ ଏହା ମହୌଷଧୀ ଭଳି କାମ କରେ। ଲାଉ ରସରେ ପ୍ରଚୁର ପରିମାଣରେ ଭିଟାମିନ୍‌-‘ସି’, ଆଣ୍ଟି-ଅକ୍ସିଡାଣ୍ଟ, ଜିଙ୍କ୍‌ ପ୍ରଭୃତି ରହିଥାଏ। ନିୟମିତ ଏକ ଗ୍ଲାସ୍‌ ଲାଉ ରସ ସକାଳୁ ଖାଲି ପେଟରେ ପିଇଲେ ହଜମ ଶକ୍ତି ବୃଦ୍ଧି, ଓଜନ ହ୍ରାସ, ହୃଦ୍‌ରୋଗରୁ ମୁକ୍ତି ଓ ବିଭିନ୍ନ କେଶ ସମସ୍ୟାରୁ ମୁକ୍ତି ମିଳେ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦିଅନ୍ତି। ଏଥିରେ ଜଳ ପରିମାଣ ଅଧିକ ଥିବାରୁ ଏହା ମସ୍ତିଷ୍କକୁ ଚାପମୁକ୍ତ ରଖେ।


All Right Reserved By Dharitri.Com

ନାଗପୁରରେ ନୀତୀନ ଗଡ଼କରୀ ମତଦାନ ଅଧିକାର ସାବ୍ୟସ୍ତ କଲେ

ନାଗପୁର,୨୧।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ନାଗପୁରରେ ସପରିବାର ନିଜର ମତଦାନ ଅଧିକାର ସାବ୍ୟସ୍ତ...

ଲୋକ ସଭା ନିର୍ବାଚନ: ପ୍ରଥମ ୨ଘଣ୍ଟାରେ ଆସାମ, ବିହାରରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟାରେ...

ପତ୍ନୀଙ୍କୁ ବି ଜିତାଇପାରିଲେନି ଅଖିଳେଶ: ମାୟାବତୀ

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଉତ୍ତରପ୍ରଦେଶ ନେତାଙ୍କ ସହ ସୋମବାର ନୂଆଦିଲ୍ଲୀରେ  ଏକ ସମୀକ୍ଷା ବୈଠକ କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ।...

ଗଙ୍ଗା ଆଳତି ସମୟରେ ପରିବର୍ତ୍ତନ

ବାରାଣସି,୧୬।୭: ହିିନ୍ଦୁଧର୍ମର ବିଧି ବିଧାନ ଅନୁଯାୟୀ ପ୍ରତିଦିନ ସକାଳେ ଦଶ୍ୱମେଧ ଘାଟରେ ହେଉଥିବା ଗଙ୍ଗା ଆଳତି ସମୟରେ ପରିବର୍ତ୍ତନ କରାଯାଇଛି। ମଙ୍ଗଳବାର ପଡୁଥିବା ଚନ୍ଦ୍ର ଗ୍ରହଣ...

ଶପଥ ନେଲେ ହିମାଚଳ ରାଜ୍ୟପାଳ

ଶିମ୍‌ଲା,୧୨ା୯(ପି.ଟି.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ ବୁଧବାର ହିମାଚଳ ପ୍ରଦେଶର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ହିମାଚଳ ପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌...

ସଞ୍ଜୟ ରାଉତଙ୍କୁ ଭେଟିଲେ ଭାଜପା ନେତା

ମୁମ୍ବାଇ,୧୨।୧୧: ଶିବସେନାର ଏମ୍‌ପି ସଞ୍ଜୟ ରାଉତ ମୁମ୍ବାଇ ସ୍ଥିତ ଲିଲାବତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ମଙ୍ଗଳବାର ଭାଜପା ନେତା ଆଶୀଷ ସେଲାର ତାଙ୍କୁ ଭେଟିଛନ୍ତି।...

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱ କାହିଁକି ଯୋଗୀଙ୍କୁ ଦିଆଯାଇଥିଲା, ଗୁମର ଖୋଲିଲେ ଶାହ

ଲକ୍ଷ୍ନୌ, ୨୮।୭: ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବା ପଛର ରହସ୍ୟ ଖୋଲିଛନ୍ତି ଭାଜପା ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରବିବାର...

ଓକିଲ ସାଙ୍ଗକୁ ପ୍ରେମ ବିବାହ କରିଥିଲେ ସୁଷମା

ନୂଆଦିଲ୍ଲୀ,୭।୮: ସବୁଦିନ ପାଇଁ ଆଖି ବୁଜିଛନ୍ତି ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଭାରତୀୟ ରାଜନୀତିରେ ଜଣେ ଦକ୍ଷ ନେତ୍ରୀ ଭାବେ ପରିଚିତ ଥିଲେ ସେ।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *