Posted inଜାତୀୟ

ପୁଣି ଜଣେ ବାବାଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ: ଭିଡ଼ିଓ ଭାଇରାଲ ହେବା ପରେ ଆଶ୍ରମରୁ ବାବା ଚମ୍ପଟ୍‌

ଚଣ୍ଡିଗଡ଼, ୨୧।୮: ଏବେ ପୁଣି ଜଣେ ବାବାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ସୋସିଆଲ୍‌ ମିଡ଼ିଆରେ ବାବାଙ୍କ ଏସମ୍ପର୍କିତ ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ବାବା ଆଶ୍ରମ ଛାଡ଼ି ଚମ୍ପଟ୍‌ ହୋଇଯାଇଥିବା କୁହାଯାଉଛି। ହରିୟାଣା ଗୁରୁଗ୍ରାମ୍‌ସ୍ଥିତ ବହେଡ଼ା କଲା ଗାଁରେ ବାସ କରୁଥିବା ବାବା ଜ୍ୟୋତିଗିରି ମହାରାଜଙ୍କର କେତେକ ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରହିଥିବା ଅଭିଯୋଗ ହୋଇଛି।  ଭିଡ଼ିଓର ଯାଞ୍ଚ୍‌ ଗୁରୁଗ୍ରାମ୍‌ ପୋଲିସର ସାଇବର ଶାଖା ଦ୍ୱାରା କରାଯାଉଛି। ଇତିମଧ୍ୟରେ ଭିଡ଼ିଓ ଭାଇରାଲ କରିଥିବା ଲୋକଙ୍କ ବିରୋଧରେ ବି ମାମଲା ଦାଏର କରାଯାଇଛି। ଅନେକ ରାଜନେତାଙ୍କ ସହିତ ଜ୍ୟୋତିଗିରିଙ୍କର ଭଲ ସମ୍ପର୍କ ଥିବା କୁହାଯାଉଛି।


All Right Reserved By Dharitri.Com

ଶତ୍ରୁଙ୍କୁ କଡ଼ା ଜବାବ ଦେବ ଓ୍ବେଷ୍ଟର୍ଣ୍ଣ କମାଣ୍ଡ

ନୂଆଦିଲ୍ଲୀ,୮।୯: ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତିକୁ ଦେଖି ବାୟୁସେନା ସବୁ ମୁହୂର୍ତ୍ତର ସାମ୍ନା କରିବାକୁ ପ୍ରସ୍ତୁତ ହୋଇ ରହିଛି। ବାୟୁସେନା ଏବେ ଉଚ୍ଚସ୍ତରୀୟ...

୧୭ତମ ଲୋକ ସଭାର ସୁନ୍ଦରୀ ଏମ୍‌ପି

ନୂଆଦିଲ୍ଲୀ,୨୭।୫: ଦେଶର ୧୭ତମ ଲୋକ ସଭାକୁ ନବନିର୍ବାଚିତ ହୋଇ ଆସିଛନ୍ତି ପଶ୍ଚିମବଙ୍ଗର ମିମି ଚକ୍ରବର୍ତ୍ତୀ। ୩୦ ବର୍ଷ ବୟସ୍କା ମିମି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ...

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ନିଜ ଗଳା କାଟିଲେ ଅଭିଯୁକ୍ତ

ଛତରପୁର,୧୮।୯: ମଧ୍ୟ ପ୍ରଦେଶର ଛତରପୁର ଜିଲା ଅଦାଲତରେ ଜଣେ ଅଭିଯୁକ୍ତ ଗଳା କାଟି ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ଜଣେ ୩୨...

ବାରାଣସୀ ଘାଟ ଶ୍ମଶାନର ସଂସ୍କାରକ ହେଲେ ମୋଦିଙ୍କ ପ୍ରସ୍ତାବକ

ବାରାଣସୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଲୋକ ସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ମୋଦିଙ୍କ ଚାରିଜଣ ପ୍ରସ୍ତାବକଙ୍କ ମଧ୍ୟରେ ରହିଛନ୍ତି ଶ୍ମଶାନ ଘାଟର...

ଅଦରକାରୀ ପାର୍ଟସ୍‌ରୁ ବାଇକ୍‌: ଦାମ୍‌ ୨ହଜାର, ୫ଟଙ୍କାରେ ୫୦କିଲୋମିଟର ଯିବ

ସୁରଟ:ପରିବେଶ ପ୍ରଦୂଷଣ ବୃଦ୍ଧିପାଉଛି। ଆଗକୁ ଏକ ଭଲ ପରିବେଶ ମିଳିବ କି ନାହିଁ ତାହା କହିହେବନି। ଅନ୍ୟପକ୍ଷରେ ପେଟ୍ରୋଲ କିମ୍ବା ଡିଜେଲ ଦାମ୍‌କୁ ଲକ୍ଷ୍ୟ କଲେ...

ଏପଟେ ଭଉଣୀର ସବାରି ସେପଟେ ଉଠିଲା ଭାଇର କୋକେଇ

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ କସ୍‌ବା ଥାନା ଅଞ୍ଚଳର ଏକ ଗଁ।ରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପଟେ ଭଉଣୀର ସବାରି ଉଠିଥିବା ବେଳେ ଅନ୍ୟପଟେ ଭାଇର...

ଫୁଲୁଛି ଗୋଦାବରୀ: ଛାତିଏ ପାଣିରେ ପବନସୁତ

ନାସିକ,୨୯।୭: ମହାରାଷ୍ଟ୍ରରେ ବନ୍ୟାର ବିତ୍ପାତ ଦେଖିବାକୁ ମିଳିଛି। ବନ୍ୟା ଯୋଗୁଁ ସାଧାରଣ ଜୀବନ ପ୍ରଭାବିତ ହୋଇଥିବା ବେଳେ ନାସିକରେ ଗୋଦାବରୀ ନଦୀର ଜଳସ୍ତର ବିପଦସଙ୍କେତ ଉପରେ...

ଏନ୍‌ଆର୍‌ସିରୁ ଆଉ ଲକ୍ଷେ ବାଦ୍‌ ପଡ଼ିଲେ

ଗୁଆହାଟୀ,୨୭ା୬(ପି.ଟି.) :ଆସାମ ସରକାରଙ୍କ ପକ୍ଷରୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ପ୍ରକାଶ ପାଇଛି। ଏଥିରୁ ଆଉ ଲକ୍ଷାଧିକ ଲୋକ ବାଦ୍‌ ପଡ଼ିଛନ୍ତି। ଗତବର୍ଷ ଜୁଲାଇ ୩୦ରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *