ଜମ୍ମୁ-କଶ୍ମୀର ସମସ୍ୟା: ଶାନ୍ତି ପାଇଁ ପାକିସ୍ତାନକୁ ପରାମର୍ଶ ଦେଲା ଫ୍ରାନ୍ସ୍‌

ଇସଲାମାବାଦ୍‌,୨୧।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ନେଇ ବିଭିନ୍ନ କାଣ୍ଡ ଭିଆଉଛି। ତେବେ ଏହାକୁ ନେଇ ଫ୍ରାନ୍ସ୍‌ ପାକିସ୍ତାନକୁ ଶାନ୍ତି ସ୍ଥିତି ସୃଷ୍ଟି ପାଇଁ ପରାମର୍ଶ ଦେଇଛି। ଫ୍ରାନ୍ସ୍‌ ବିଦେଶ ମନ୍ତ୍ରୀ ଜିନ୍‌-ୟୁଭେସ୍‌ ଲି ଦାରିଅନ୍‌ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଶାହ ମହମ୍ମଦ୍‌ କ୍ୟୁରେଶୀଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହୋଇ ଏପରି କହିଥିବା କୁହାଯାଉଛି। ଅଶାନ୍ତି ସୃଷ୍ଟିକାରୀ ପଦକ୍ଷେପରୁ ଦୂରେଇ ରହିବା ପାଇଁ ଦାରିଅନ୍‌ କ୍ୟୁରେଶୀଙ୍କୁ କହିଛନ୍ତି।


All Right Reserved By

ହିରୋସୀମାର ୭୪ ବର୍ଷ ତଳର ଲୁହ ଭିଜା କାହାଣୀ: ଅଗଷ୍ଟ ୬ ସାଜିଥିଲା ମାନବ ସଭ୍ୟତାର କଳାଦିନ

ଟୋକିଓ/ନୂଆଦିଲ୍ଲୀ, ୬।୮: ଅଗଷ୍ଟ ମାସ ୬ ତାରିଖକୁ ମାନବ ସଭ୍ୟତାର କଳାଦିନ ଭାବେ ବିବେଚନା କରାଯାଏ। ୧୯୪୫ ମସିହାରେ ଏହି ଦିନ ଜାପାନର ହିରୋସୀମା ସହର...

ରୁଷିଆର ପ୍ରଥମ ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ

ରୁଷିଆ ପ୍ରଥମେ ତା’ର ଭାସମାନ ନ୍ୟୁକ୍ଲିୟର ପ୍ଲାଣ୍ଟ ନିର୍ମାଣ ଶେଷ କରି ସେଥିରୁ ବିଦ୍ୟୁତ ଉପତ୍ାଦନ ଲାଗି ଯୋଜନା ବି ଚୂଡାନ୍ତ କରିଛି। ସୁନାମୀ ଓ...

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୫ା୭(ଏଏଫ୍‌ପି): ଇଣ୍ଡୋନେସିଆର ପୂର୍ବଭାଗ ମାଲୁକୁ ଦ୍ୱୀପରେ ରବିବାର ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୩ ଥିଲା। ଭୟରେ ଲୋକମାନେ...

ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି...

୫ବର୍ଷ ପରେ ସାମ୍ନାକୁ ଆସିଲା ଆଇଏସ୍‌ ନେତାଙ୍କ ଭିଡିଓ

ଦାମସ୍‌କସ୍‌,୩୦।୪: ଇସଲାମିକ୍‌ ଷ୍ଟେଟର ନେତା ସୋମବାର ଏକ ଭିଡିଓ ଜାରି କଲାପରେ ଏବେ ଏହା ଚର୍ଚ୍ଚାକୁ ଆସିଛି। ଉକ୍ତ ଭିଡିଓରେ ଇଷ୍ଟରରେ ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣ...

ସୋମାଲିଆରେ ୨୦ଲକ୍ଷ ଲୋକଙ୍କ ମୃତ୍ୟୁ ଭୋକରେ ହେବା ଆଶଙ୍କା: ଜାତିସଂଘ

ଜେନେଭା,୬।୬: ଆଗାମୀ ଦିନରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଯୋଗାଇ ଦିଆ ନ ଗଲେ ସୋମାଲିଆରେ ୨୦ ଲକ୍ଷ ଲୋକଙ୍କର ଭୋକରେ ମୃତ୍ୟୁ ହେବାର ଆଶଙ୍କା ରହିଛି।...

ମାଲି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବାମାକୋ,୨୦ା୪ (ଏଏଫ୍‌ପି): ମାଲିରେ ହିଂସା ଦମନ କରିବାରେ ବିଫଳତା ପାଇଁ ପ୍ରଧାନମନ୍ତ୍ରୀ ସୁମିଲୁ ବୁବେୟି ମାଇଗା ନିଜ ମନ୍ତ୍ରିମଣ୍ଡଳ ସହ ଇସ୍ତଫା ପ୍ରଦାନ କରିଛନ୍ତି। ଦେଶର...

ଭିନ୍ନକ୍ଷମ କଇଁଛ ପାଇଁ ସ୍ବତନ୍ତ୍ର ହ୍ବିଲ୍‌ ଚେୟାର୍‌

ଲୁସିୟାନା, ୨୩।୬:ସାଧାରଣତଃ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ହ୍ବିଲ୍‌ ଚେୟାର୍‌ ନିର୍ମାଣ କରାଯାଉଥିବା ଦେଖାଯାଏ। କିନ୍ତୁ ଲୁସିୟାନା ଷ୍ଟେଟ ୟୁନିଭରସିଟିର ଛାତ୍ର ଏବଂ ଡାକ୍ତରମାନେ ମିଶି ଏକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *