Posted inUncategorized

ଭିଡିଓ ମେସେଜ୍‌ ଦେଇ ୩-୪ଦିନ ପରେ ଆତ୍ମସମର୍ପଣ କରିବାକୁ କହିଲେ ବିଧାୟକ

ପାଟନା,୧୯।୮: ବିହାରର ବାହୁବଳୀ ବିଧାୟକ ଅନନ୍ତ ସିଂ ସୋମବାର ଏକ ଭିଡିଓ ମେସେଜ୍‌ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି ଗିରଫକୁ ସେ ଭୟ କରୁ ନାହାଁନ୍ତି ହେଲେ ଆତ୍ମସମର୍ପଣ କରିବାକୁ ଆଉ ୩-୪ ଦିନ ସମୟ ଦିଆଯାଉ। ସୂଚନାଯୋଗ୍ୟ, ସ୍ବାଧୀନ ବିଧାୟକ ଅନନ୍ତଙ୍କ ଘରେ ପୋଲିସ୍‌ ରେଡ୍‌ ସମୟରେ ଏକେ-୪୭ ଓ ଅନ୍ୟ ବିସ୍ଫୋରକ ଜବତ କରିଥିଲା। ହେଲେ ରେଡ୍‌ ପୂର୍ବରୁ ସେ ସେଠାରୁ ଫେରାର ହୋଇ ଯାଇଥିବାରୁ ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନ ଥିଲା। ଏବେ କିନ୍ତୁ ଅନନ୍ତ କହୁଛନ୍ତି ଦୀର୍ଘ ୧୪ ବର୍ଷ ହେବ ସେ ସେହି ଘରେ ରହୁନାହାଁନ୍ତି। ତେଣୁ ସେ ଘର ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ହେଲେ ଏପର୍ଯ୍ୟନ୍ତ ସେ ପୋଲିସ ହାତରେ ଧରା ନ ଦେବା ସହ ଫେରାର ଅଛନ୍ତି।


All Right Reserved By Dharitri.Com

Posted inUncategorized View All

ଦୁଇ ରୋଡ୍‌ ରୋମିଓଙ୍କୁ ସାବାଡ୍‌ କରିବା ଘଟଣା: ସାହସୀ ବେବିନାଙ୍କୁ ପୁରସ୍କୃତ କଲେ ପୋଲିସ କମିଶନର

ଭୁବନେଶ୍ୱର ୧୧-୯(ବ୍ୟୁରୋ): ରବିବାର ଅପରାହ୍ନରେ ମଞ୍ଚେଶ୍ୱର ଥାନା ଜଗନ୍ନାଥନଗରରେ ଦୁଇଜଣ ରୋଡ୍‌ ରୋମିଓଙ୍କୁ ଇଞ୍ଜିନିୟରିଂ ଛାତ୍ରୀ ବେବିନା ମହାଲିକ ମାଡ଼ ମାିରିବା ସହ ବସ୍‌ଉଠ୍‌ କରି...

ନବୀନ ନିବାସ ସମ୍ମୁଖରେ ଦିବ୍ୟାଙ୍ଗ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ୧୮ା୭(ବ୍ୟୁରୋ): ନ୍ୟାୟ ପାଇଁ ସବୁଠି ନିରାଶ ହେବା ପରେ ଶେଷରେ ଜଣେ ଦିବ୍ୟାଙ୍ଗ ଛାତ୍ର ବୁଧବାର ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।...

୧୦ ହଜାର କର୍ମଚାରୀ ଛଟେଇ କରିବ ପାର୍ଲେ ଜି

ନୂଆଦିଲ୍ଲୀ,୨୨।୮: ଭାରତର ଅର୍ଥନୀତି ଧିମା ହେବାର ପ୍ରଭାବ ଏବେ ଦେଶର ସର୍ବବୃହତ୍‌ ବିସ୍କୁଟ ନିର୍ମାତା କମ୍ପାନୀ ପାର୍ଲେ ଜି ଉପରେ ପଡିଛି। ଏହି କାରଣରୁ ଆଗାମୀ ଦିନରେ...

ହାତରୁ ଗଲା ମୁଖ୍ୟମନ୍ତ୍ରୀ ପଦ, ଏବେ ଘର ଛାଡିଲେ ଦେବେନ୍ଦ୍ର-ଅମୃତା

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରରେ ଶେଷରେ ଶିବସେନା, ଏନସିପି ମିଳିତ ଭାବେ ସରକାର ଗଢିଛନ୍ତି। ଉଦ୍ଧବ ଠାକ୍‌ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନାଟକୀୟ ଢଙ୍ଗରେ ମହାରାଷ୍ଟ୍ର...

ଟ୍ରେନ୍‌ରୁ ପଡି ଯୁବକ ଗୁରୁତର

ଯାଜପୁର ରୋଡ,୧୪ା୧୦(ନି.ପ୍ର.):  ଯାଜପୁର ରୋଡ ଷ୍ଟେଶନ ନିକଟରେ ରବିବାର ଜଣେ ଯୁବକ ଟ୍ରେନ୍‌ରୁ ଖସି ପଡି ଗୁୁରୁତର ହୋଇଛନ୍ତି। ଯୁବକ ଜଣଙ୍କ ବିହାର ରାଜ୍ୟର ଶୁମନ୍ତ...

୪୪ ବର୍ଷ ପୂର୍ବେ ଷ୍ଟାଡିୟମରେ ପଶି ଏହି ଭାରତୀୟ ଖେଳାଳିଙ୍କୁ ଚୁମ୍ବନ ଦେଇଥିଲେ ଶାଢ଼ି ପିନ୍ଧା ମହିଳା

ଏବେ ସୋସିଆଲ ମିଡିଆରେ ଶାଢ଼ି ଟ୍ରେଣ୍ଡ୍‌ ଚାଲିଛି। ସେଲିବ୍ରିଟିମାନେ ଶାଢ଼ି ପିନ୍ଧି ଫଟୋ ଶେୟାର କରୁଛନ୍ତି। ଏସବୁ ଭିତରେ ଏବେ ଏକ ଶାଢ଼ି ପିନ୍ଧା ମହିଳାଙ୍କ...

ସୋମାଲିଆ ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ:୨୬ ମୃତ, ୫୬ ଆହତ

ମୋଗାଡିସୁ,୧୩।୭: ସୋମାଲିଆର ଦକ୍ଷିଣରେ ଥିବା ବନ୍ଦର ସହର କିସମାୟୋରେ ଶନିବାର ଆତ୍ମଘାତୀ ବିସ୍ଫୋରଣ ଓ ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିମାଡ଼ରେ ୨୬ ଜଣଙ୍କ ମୃତ୍ୟୁ ହେବା ସହ...

Leave a comment

Your email address will not be published. Required fields are marked *