Posted inUncategorized

ସମାଜ ସୁଧାରକଙ୍କ ମଧ୍ୟରେ ମୋଦିଙ୍କ ନାଁ ଲିପିବଦ୍ଧ ହେବ: ଅମିତ୍‌ ଶାହ

ନୂଆଦିଲ୍ଲୀ,୧୮ା୮: ତିନି ତଲାକ୍‌କୁ ବିରୋଧ କରୁଥିବା ନେତାଙ୍କୁ କଡ଼ା ଜବାବ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ସେ କହିଛନ୍ତି, ଏଭଳି ଘୃଣ୍ୟ ପ୍ରଥାକୁ ହଟାଇବା ପାଇଁ କାହାର ସାହସ ନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ନିଷ୍ପତ୍ତି ମୁସଲମାନ ମହିଳାଙ୍କ ମୁହଁରେ ହସ ଫୁଟାଇପାରିଛି। ତେଣୁ ସମାଜ ସୁଧାରକଙ୍କ ମଧ୍ୟରେ ମୋଦିଙ୍କ ନାଁ ଲିପିବଦ୍ଧ ହେବ ବୋଲି ସେ କହିଛନ୍ତି। ତିନି ତଲାକ୍‌ ଏକ କୁପ୍ରଥା ଥିଲା। ଏହାର ଉଚ୍ଛେଦ ପରେ ମୁସଲମାନ ମହିଳାଙ୍କୁ ହକ୍‌ ମିଳିଛି। ମୋଦିଙ୍କ ସାଢ଼େ ପାଞ୍ଚ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୨୫ରୁ ଅଧିକ ଐତିହାସିକ ନିର୍ଣ୍ଣୟ ନେଇ ଦେଶକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି।


All Right Reserved By Dharitri.Com

Posted inUncategorized View All

ଅଗ୍ନିଶମ ବିଭାଗ ଏନ୍‌ଓସି ବିନା ଚାଲୁଥିଲା ଏମ୍ସ୍‌: ଅଗ୍ନିକାଣ୍ଡ ପରେ ଖୋଲିଲା ଗୁମର

ନୂଆଦିଲ୍ଲୀ, ୧୮।୮: ଭାରତର ବଡ଼ ସରକାରୀ ହସ୍ପିଟାଲ ଅଗ୍ନିଶମ ବିଭାଗ ଏନ୍‌ଓସି ବିନା ଚାଲୁଥିଲା। ଶନିବାର ଏହାର ପୁରାତନ ଟିଚିଂ ବ୍ଲକ୍‌ ଅଗ୍ନିକାଣ୍ଡ ଘଟିବା ପରେ...

ଅଧିକ ମଦ ପିଆଇବେ

ଓଡ଼ିଶା ବିଧାନସଭାରେ ୧୨ ଜୁଲାଇ ୨୦୧୯ରେ ଉପସ୍ଥାପିତ ଅବକାରୀ ବିଭାଗ ଷ୍ଟାଣ୍ଡିଂ କମିଟିର ସୁପାରିସ ଅନୁଯାୟୀ ରାଜ୍ୟରେ ଅଧିକ ମଦ ବିକ୍ରି ପାଇଁ ବ୍ୟବସ୍ଥା କରାଯିବା...

ଦୁର୍ଘଟଣାଗ୍ରସ୍ତ କାର୍‌ରେ ୬ଦିନ ପର୍ଯ୍ୟନ୍ତ ବର୍ଷା ପାଣି ପିଇ ବଞ୍ଚିଥିଲେ ମହିଳା

ବ୍ରୁସସେଲସ୍‌,୩।୮: କଥାରେ ଅଛି ରଖିଲେ ହରି ମାରିବ କିଏ। ଏହି ଉକ୍ତିଟିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଲଜିୟମ୍‌ର ଲିଜ୍‌ ନାମକ ଏକ ଅଞ୍ଚଳରେ। ଦୁର୍ଘଟଣାରେ...

୪ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପଦୋନ୍ନତି

ନୂଆଦିଲ୍ଲୀ,୧୯ା୯: ୪ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପ୍ରଦାନ କରାଯାଇଛି। ଫଳରେ ସର୍ବୋଚ୍ଚ ଅଦାଲତ ବିଚାରପତି ସଂଖ୍ୟା ୩୪ରେ ପହଞ୍ଚତ୍ଛି। ପଦୋନ୍ନତି...

୨୧ ଦିନକୁ ବୃଦ୍ଧି ହେଲା କ୍ୱାରାଣ୍ଟାଇନ୍‌ ପିରିୟଡ

ଭୂଟାନ,୩୦।୩: କରୋନା ଭାଇରସର କ୍ୱାରାଣ୍ଟାଇନ୍‌ ପିରିୟଡକୁ ଭୂଟାନରେ ୨୧ ଦିନ ପାଇଁ ବୃଦ୍ଧି କରାଯାଇଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ଅଧିକ ନ ଥିଲେ...

ଶିକ୍ଷୟିତ୍ରୀଙ୍କ ନିଲମ୍ବନ ବିରୋଧରେ ତାଲା

ଅନୁଗୋଳ ଅଫିସ, ୧୬।୭ଅନୁଗୋଳ ସହର ପଶ୍ଚିମ ବଜାରପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମିଶ୍ର ଓ ସହକାରୀ ଶିକ୍ଷୟିତ୍ରୀ ପ୍ରୀତିମଞ୍ଜରୀ ଦ୍ୱିବେଦୀଙ୍କୁ ଶିକ୍ଷାଦାନରେ ଅବହେଳା...

‘କିନୁ କୋଉ’ କହିଲା ବାମନଙ୍କ ଦୁଃଖ

ଭୁବନେଶ୍ୱର,୫ା୩(ବ୍ୟୁରୋ): ବିଜ୍ଞାନ ସହିତ ଚିକିତ୍ସା ବିଜ୍ଞାନର ଆଧୁନିକୀକରଣ ସତ୍ତ୍ୱେ ବାମନମାନଙ୍କୁ ନେଇ ସମାଜରେ ଥିବା ଘୃଣ୍ୟଭାବ ଏବେ ବି ରହିଛି। ନିଜର ଶାରୀରିକ ଗଠନର ଅସମାନତା...

ଅକ୍ସଫୋର୍ଡ ଡିକ୍ସନାରିରେ ‘ଆଧାର’

ନୂଆଦିଲ୍ଲୀ,୨୫ା୧: ଅକ୍ସଫୋର୍ଡ ଡିକ୍‌ସନାରିରେ ‘ଆଧାର’ ଶବ୍ଦ ସ୍ଥାନ ପାଇଛି। ଏହାର ଦଶମ ସଂସ୍କରଣରେ ଆହୁରି ୨୫ଟି ଭାରତୀୟ ଶବ୍ଦକୁ ସାମିଲ କରାଯାଇଛି। ଅକ୍ସଫୋର୍ଡ ଆଡଭାନ୍ସଡ ଲର୍ନର...

Leave a comment

Your email address will not be published. Required fields are marked *