ଭୂକମ୍ପରେ ଥରିଲା ଆଫଗାନିସ୍ତାନ

କାବୁଲ, ୧୬।୮: ଆଫଗାନିସ୍ତାନରେ ଶୁକ୍ରବାର ସକାଳ ୭.୩୯ରେ ଭୂକମ୍ପ ଝଟକା ଲାଗିଛି। ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୫.୧ ରହିଛି। ଏଥିରେ କୌଣସି ବ୍ୟକ୍ତିଙ୍କ ମୃତାହତ ଖବର ଆସିନାହିଁ। ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁ କୁଶ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଅଗଷ୍ଟ ୮ରେ ମଧ୍ୟ ଏଠାରେ ଭୂକମ୍ପ ଅନୁଭୂତ ହୋଇଥିଲା।


All Right Reserved By

ମାଲିକଙ୍କ ମୃତ୍ୟୁର ୧୫ ମିନିଟ ଭିତରେ ଜୀବନ ହାରିଲା ପୋଷା କୁକୁର

ମଣିଷ-ପଶୁ ସମ୍ପର୍କ ସବୁବେଳେ ସ୍ବତନ୍ତ୍ର। ଏହା ଏପରି ସମ୍ପର୍କ, ଯାହା କେବେ ସ୍ବାର୍ଥ ଦେଖେନାହଁି ନା ଏଥିରେ ଥାଏ ଛନ୍ଦ କପଟ! ଏଭଳି ଏକ ନିଆରା...

ବାଂଲାଦେଶର ପୂର୍ବତନ ସାମରିକ ଶାସକ ମହମ୍ମଦ୍‌ ଇର୍ଶାଦ୍‌ଙ୍କ ପରଲୋକ

ଢ଼ାକା, ୧୪।୭: ବାଂଲାଦେଶର ପୂର୍ବତନ ସାମରିକ ଶାସକ ହୁସେନ୍‌ ମହମ୍ମଦ୍‌ ଇର୍ଶାଦ୍‌ଙ୍କର ରବିବାର ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୮୨ ଏପ୍ରିଲ୍‌ ୨୪ରେ ତତ୍‌କାଳୀନ...

ବିବାହର ୭୧ ବର୍ଷ ପରେ ଏକାଠି ହେଲା ପତ୍ନୀପତିଙ୍କ ମୃତ୍ୟୁ

ବର୍ଲିନ,୧୮।୭: ଜର୍ମାନୀରେ ରହୁଥିବା ଜଣେ ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ ଏବେ ଖବର ପାଲଟି ଯାଇଛି। ଦୀର୍ଘ ୭୧ ବର୍ଷର ବୈବାହିକ ଜୀବନ ଅତିବାହିତ କରିବା...

ବିମାନରେ ଜିନିଷ ରଖିବା ସ୍ଥାନରେ ଏୟାର ହୋଷ୍ଟେସ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯାତ୍ରୀ

ନାଶଭିଲେ: ବିମାନରେ ଜିନିଷ ରଖୁଥିବା ସ୍ଥାନରେ ଯଦି ଆପଣ ମଣିଷ ଶୋଇଥିବା ଦେଖିବେ ତାହାଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ। ଠିକ୍‌ ସେହିଭଳି ଘଟଣା ଦେଖିବାକୁ...

ଯେଉଁଠି ମୋଟା ଯୁବତୀଙ୍କୁ ପସନ୍ଦ କରନ୍ତି ବର…

ଯୁବକମାନେ ସାଧାରଣତଃ ପତଳା ଝିଅଙ୍କୁ ଜୀବନସାଥି ଭାବରେ ଗ୍ରହଣ କରିବାକୁ ପସନ୍ଦ କରନ୍ତି। ତେବେ ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ମୋଟା ଝିଅଙ୍କୁ ଯୁବକ...

ଜମ୍ମୁ-କଶ୍ମୀର ସମସ୍ୟାରେ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ଉଦ୍ୟମ: ଧର୍ମକୁ ନେଇ ଦେଲେ ବିବାଦୀୟ ମନ୍ତବ୍ୟ

ଓ୍ବାଶିଂଟନ,୨୧।୮: ଜମ୍ମୁ-କଶ୍ମୀର ସମସ୍ୟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟସ୍ଥତା କରିବା ପାଇଁ ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଏହି ସମସ୍ୟା ନେଇ ସେ...

କଶ୍ମୀରରେ ପ୍ରସଙ୍ଗରେ ଏମିତି କଥା ଶୁଣି ଚିଡିଗଲେ ଟ୍ରମ୍ପ୍‌: ଇମ୍ରାନ ରହିଲେ ଚୁପ୍‌

ନ୍ୟୁୟର୍କ,୨୪।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋମବାର ସାକ୍ଷାତ କରିଛନ୍ତି। ଆଲୋଚନାବେଳେ ଇମ୍ରାନ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଟ୍ରମ୍ପ...

ମହାରାଣୀଙ୍କ ପାଖରେ ଚାକିରି କଲେ ମାସକୁ ଦରମା ୨୬ ଲକ୍ଷ

ଲଣ୍ଡନ,୨୨।୫: ମାସକୁ ଦରମା ୨୬ ଲକ୍ଷ। ଶୁଣିଲେ ଯେକେହି ଚକିତ ହୋଇଯିବେ। ତେବେ ଏହା ସତ୍ୟ, ବ୍ରିଟେନ୍‌ ମହରାଣୀ ଏଲିଜାବେଥ୍‌ଙ୍କ ରୟାଲ ହାଉସ୍‌ରେ ଏଭଳି ଏକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *