Posted inଫୁରସତ

ଏହି ଗାଁକୁ ବୁଲି ଆସିଲେ ଦୂର ହେବ ଦାରିଦ୍ରତା

ଗରିବ କିମ୍ବା ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ କିଏ ବା ପସନ୍ଦ କରେ। ସମୟ ଏବଂ ପରିସ୍ଥିତି ଏଭଳି ସମସ୍ୟାର ସମ୍ମୁଖୀନ କରାଇଥାଏ। ଏହି ସମସ୍ୟାରୁ ଯଦି ରକ୍ଷା ପାଇବାକୁ ଚାହଁୁଛନ୍ତି ତେବେ, ଉରାଖଣ୍ଡର ଚମେଲୀ ଜିଲାରେ ଥିବା ମାଣା ଗାଁକୁ ଚାଲିଆସନ୍ତୁ। ବଦ୍ରୀନାଥ ଧାମଠୁ ମାତ୍ର ୩କିମି ଦୂରରେ ଭାରତ ଏବଂ ତିବ୍ଦତ୍‌ ସୀମାରେ ଅବସ୍ଥିତ ଏହି ଗାଁ ଭଗବାନ ଶିବଙ୍କ ମହାନ୍‌ ଭକ୍ତ ମଣିଭଦ୍ରଙ୍କ ନାମାନୁସାରେ ରଖାଯାଇଛି। ଶାସ୍ତ୍ରରେ ବର୍ଣ୍ଣିତ ରହିଛି, ଗାଁରେ ପାଦ ଦେବା ମାତ୍ରକେ ମଣିଷ ପାପମୁକ୍ତ ହୋଇଥାଏ। ମାନ୍ୟତା ରହଛି, ଏହି ଗାଁ ମଣିଷକୁ ସ୍ବପ୍ନଦ୍ରଷ୍ଟା କରିଥାଏ। ଭଗବାନ ଶିବଙ୍କ ଅପାର ମହିମା ଯୋଗୁ ଗାଁକୁ ଆସିବା ମାତ୍ରକେ ସମସ୍ତ ପ୍ରକାର ଆର୍ଥିକ କଷ୍ଟରୁ ମୁକ୍ତି ମିଳିଥାଏ। କିମ୍ବଦନ୍ତୀରୁ ଜଣାପଡ଼େ, ପ୍ରାଚୀନ କାଳରେ ଏଠାରେ ମାଣିକ ଶାହ ନାମରେ ଜଣେ ବେପାରୀ ରହୁଥିଲେ। ସେ ମହାଦେବଙ୍କର ପରମ ଭକ୍ତ ଥିଲେ। ଥରେ କିଛି ଲୁଟେରା ତାଙ୍କ ମୁଣ୍ଡ କାଟ କରି ସୁନାଗହଣା, ଟଙ୍କାପଇସା ନେଇଗଲେ। କିନ୍ତୁ କଟା ମୁଣ୍ଡରେ ବି ସେ ମହାଦେବଙ୍କ ନାମ ଜପ କରୁଥିଲେ। ଭଗବାନ ଏଥିରେ ପ୍ରସନ୍ନ ହୋଇ ତାଙ୍କ ନାମାନୁସାରେ ଗାଁର ନାମ ମାଣା ରଖିଲେ। ଏହାସହ ବରଦାନ ଦେଲେ ମାଣା ଆସିଲେ ପ୍ରତ୍ୟେକ ବ୍ୟକ୍ତିର ଦାରିଦ୍ର୍ୟତା ଦୂର ହେବ।


All Right Reserved By Dharitri.Com

ଯଜ୍ଞରେ ଆହୁତି ଦେଲେ ମୁସଲମାନ୍‌ ମହିଳା ସରପଞ୍ଚ

ଭୋପାଳ, ୨୭।୨: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ଥିବାବେଳେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ମନ୍ଦିରରେ ଆୟୋଜିତ ଏକ ଯଜ୍ଞରେ ଆହୁତି...

ଦୃଷ୍ଟିହୀନ କରିପାରେ ଫୋନ୍‌ର ନୀଳରଶ୍ମି!

ସ୍ମାର୍ଟଫୋନ୍‌ରେ ଅନବରତ ବ୍ୟସ୍ତ ରହିବା ଦ୍ୱାରା ଆଖି ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ଏହାର ଆହୁରି ଅନେକ କୁପରିଣାମ ଥିଲେ ମଧ୍ୟ ଆଖିକୁ ସବୁଠୁ ଅଧିକ...

ଲକ୍ଷ୍ମୀଙ୍କ ପ୍ରତିକ ଭାବେ ନୂଆ କାର୍‌ରେ ନିଜ ଝିଅର ଅଳତା ପାଦ ଚିହ୍ନ ଲଗାଇଲେ ନାଗେଶ

ମୁମ୍ବାଇ,୯।୧: ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଏବେ ଏକ ଟିକ୍‌ଟକ୍‌ ଭିଡିଓ ମାଧ୍ୟମରେ ଆସିଛନ୍ତି ଚର୍ଚ୍ଚାକୁ। ସେ ତାଙ୍କର ଏକ ନୂଆ କାର୍‌ କିଣିବା ପରେ ଲକ୍ଷ୍ମୀଙ୍କ...

ଦୀର୍ଘ ୩୦ବର୍ଷ ହେବ ମହିଳା ବେଶରେ ରହୁଛନ୍ତି ଏହି ପୁରୁଷ

ଜୌନପୁର,୩।୧୧: ଉତ୍ତର ପ୍ରଦେଶ ଜୌନପୁରରେ ଚିନ୍ତାହରଣ ଚୌହାନ(୬୬) ନାମକ ଜାଣ ବୃଦ୍ଧ ଦୀର୍ଘ ୩୦ ବର୍ଷ ହେବ ନାରୀ ବେଶରେ ରହୁଛନ୍ତି। କଥାଟା କାହାଣୀ ଭଳି...

ଏମିତି ଦେଶ: ଯେଉଁଠି ନଦୀ କି ଝରଣା ନାହିଁ

ରିୟାଦ: ପ୍ରାୟ ସବୁ ଦେଶରେ ନଦୀ କିମ୍ବା ଝରଣା ରହିଥିବା ଜାଣିଥିବେ। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ସ୍ଥାୟୀ ନଦୀ କିମ୍ବା...

ବିଶ୍ୱର ସବୁଠୁ ବିପଜ୍ଜନକ ପୋଲ

ପେରୁର ଏକ ଆଦିବାସୀ ଗାଁ କୁଜ୍‌କୋ; ଯାହା ମୁଖ୍ୟ ସହର ସହ ସଂଯୁକ୍ତ ହେବା ପାଇଁ ଏକ ଦଉଡ଼ି ପୋଲର ସହାୟତା ନେଇଥାଏ, ତାକୁ ବିଶ୍ୱର...

ଅଜବ ଚୋର:ନୂଆ ମୋବାଇଲ ଚୋରି କରି ଛାଡିଗଲେ ପୁରୁଣା

ଚେନ୍ନାଇ, ୧୮।୧୨: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଅଜବ ଚୋର ପୋଲିସ ହାତରେ ଧରାପଡିଛନ୍ତି। ଚେନ୍ନାଇର ତୋନ୍ଦିୟରପେଟ ଅଞ୍ଚଳରେ ଏକ ମୋବାଇଲ ଦୋକାନରେ ଜଣେ ଚୋର...

ପିଲାମାନେ କାହିଁକି ହୁଅନ୍ତି ବାଉଁଆ ବା ଲେପ୍ଟି

ସାଧାରଣତଃ ଅଧିକାଂଶ ଲୋକେ ସବୁକାମ ପାଇଁ ଡାହାଣ ହାତର ବ୍ୟବହାର କରିଥାଆନ୍ତି। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ବେଶି ବାମ ହାତ ବ୍ୟବହାର...

Leave a comment

Your email address will not be published. Required fields are marked *