Posted inଜାତୀୟ

ମମତାଙ୍କୁ ପୁଣି ଝଟକା: ଭାଜପାରେ ସାମିଲ୍‌ ହେଲେ ଆଉ ଜଣେ ଟିଏମସି ବିଧାୟକ

କୋଲକାତା, ୧୪।୮: ୨୦୧୯ ଲୋକ ସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ଲାଗିଥିବା ଝଗଡା ଏପର୍ଯ୍ୟନ୍ତ ଶେଷ ହେବାର ନାଁ ଧରୁନି। ଟିଏମସିର ଅନେକ ବିଧାୟକ ଏବଂ ଏମ୍‌ପି ଦଳ ଛାଡି ଭାଜପାରେ ଯୋଗ ଦେଇଥିଲାବେଳେ ଏବେ ଆଉ ଜଣେ ବିଧାୟକ ଦଳ ଛାଡିଛନ୍ତି। କୋଲକତାର ପୂର୍ବ ମହାପୌରର ବିଧାୟକ ଶୋଭନ ଚାଟାର୍ଜୀ ଟିମଏସି ଛାଡି ଭାଜପାରେ ଯୋଗଦେବେ ବୋଲି ଜଣାପଡିଛି। ବୁଧବାର କିମ୍ବା ଆଗାମୀ ସପ୍ତାହରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


All Right Reserved By

ସୁମନ ଯୋଜନା: ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ନୂଆଦିଲ୍ଲୀ,୧୨।୧୦: ଗର୍ଭବତୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁମନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ସରକାର...

ସାଇକେଲରେ ଆସି ଦାୟିତ୍ୱ ନେଲେ ଲ୍ୟୁଟ୍‌ନାଣ୍ଟ ଜେନେରାଲ

ଜୟପୁର,୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଫିଟ୍‌ ଇଣ୍ଡିଆ’ ଅଭିଯାନକୁ ସମର୍ଥନ କରି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଆଲୋକ ସିଂ କ୍ଲେର ଦିଲ୍ଲୀରୁ ସାଇକେଲ ଚଳାଇ ଜୟପୁରସ୍ଥିତ ସାଉଥ...

ମୋଦିଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୫: ସାଧାରଣ ନିର୍ବାଚନରେ ଭାଜପାର ଐତିହାସିକ ବିଜୟର ତିଦିଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ଡି.କେ. ଶିବକୁମାରଙ୍କୁ ଜାମିନ୍‌

ନୂଆଦିଲ୍ଲୀ,୨୩।୧୦: ବ୍ୟାପକ ଟଙ୍କା ହେରଫେର୍‌ ମାମଲାରେ କର୍ନାଟକ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କୁ ବୁଧବାର ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଜାମିନ ମିଳିଛି। ତାଙ୍କୁ ସର୍ତ୍ତମୂଳକ ଜାମିନ...

ପୋଲିସ ଚାକିରିକୁ ବାଏବାଏ କହିଲେ ‘ସିଂଘମ୍‌’: ଏବେ କରିବେ ଜନସେବା

ବେଙ୍ଗାଲୁରୁ, ୨୯।୫: କର୍ନାଟକର ‘ସିଂଘମ୍‌’ ନାମରେ ପ୍ରସିଦ୍ଧ ପୋଲିସ ଡିସିପି କେ.ଅନାମଲାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ସେ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି...

୨ ବର୍ଷରେ ଭାଜପା ପାଇଛି ୯୧୫ କୋଟି

ନୂଆଦିଲ୍ଲୀ,୧୦ା୭ (ପି.ଟି.): ଭାଜପା ୨୦୧୬ରୁ ୨୦୧୮ ମଧ୍ୟରେ ୧୫ ଶହ ଶିଳ୍ପ ଜଗତରୁ ୯୧୫ କୋଟିରୁ ଅଧିକ ଟଙ୍କା ଚାନ୍ଦା ଆକାରରେ ପାଇଛି। ଏହି ସମୟ...

ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଯୋଗୁ ଯାଇଛି ୪୧ ହଜାର ୮ଶହରୁ ଅଧିକ ଜୀବନ: ଶାହ

ନୂଆଦିଲ୍ଲୀ,୨୯।୯: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିିତି ସ୍ବାଭାବିକ ହେବାରେ ଲାଗିଛି। ଏଠାରେ ଟେଲିଫୋନ୍‌ ସେବା ବାଧାପ୍ରାପ୍ତ ହେବାକୁ ମାନବାଧିକାରର ଉଲ୍ଲଂଘନ ବୋଲି କହୁଥିବା...

ରାତିରେ ସେଓ ଖାଇଲେ କ’ଣ ହୁଏ …

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ।  ଦିନରେ ଖାଦ୍ୟ ଖାଇ ସାରିବାର ଅଧଘଣ୍ଟା କିମ୍ବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *