ନିଦ୍ରାହୀନତା ସମସ୍ୟା ପାଇଁ ଦାୟୀ କଫି

ଖବରଟି କଫି ପ୍ରେମୀଙ୍କୁ ନିରାଶ ଦେଇପାରେ। ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁ ଲୋକମାନେ ଦୈନନ୍ଦିନ ଦୁଇ କପ୍‌ କଫି ପିଅନ୍ତି, ସେମାନଙ୍କଠାରେ ଭବିଷ୍ୟତରେ ନିଦ୍ରାହୀନତା ସମସ୍ୟା ଦେଖାଦେଇପାରେ। ଗବେଷଣା ଅନୁସାରେ, କଫି ପିଇବା ଦ୍ୱାରା ଲୋକଙ୍କ ମସ୍ତିଷ୍କର ଏଭଳି ଅଂଶ ସଙ୍କୁଚିତ ହୋଇଯାଏ, ଯାହା ନିଦକୁ ନିୟନ୍ତ୍ରିତ କରିଥାଏ। ବ୍ରିଟେନ୍‌ବାସୀଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ଏଠାରେ କଫିପ୍ରେମୀଙ୍କ ସଂଖ୍ୟା ପ୍ରବଳ ଥିବାବେଳେ ପ୍ରତିଦିନ ୯.୫ ହଜାର କପ୍‌ କଫି ପିଆଯାଇଥାଏ। ଗବେଷଣା ଦକ୍ଷିଣ କୋରିଆର ସୋଲ୍‌ ୟୁନିଭର୍ସିଟିର ଗବେଷକମାନେ କରିଥିଲେ। ଏଥିପାଇଁ ଗବେଷକମାନେ କିଛି ବୟସ୍କ, ଯେଉଁମାନଙ୍କର ନିଦ୍ରାହୀନତା ସମସ୍ୟା ଦେଖା ଦେଇଥିଲା ସେମାନଙ୍କ ମସ୍ତିଷ୍କର ସ୍କାନ୍‌ ଫଟୋ ନେଇ ଯାଞ୍ଚ ଆରମ୍ଭ କରିଥିଲେ। ନିଷ୍କର୍ଷରୁ ଜଣାପଡ଼ିଥିଲା, ସେମାନଙ୍କ ମଧ୍ୟରେ କଫି ପାନର ପ୍ରଚୁର ଅଭ୍ୟାସ ଥିଲା। ଯଦ୍ଦ୍ବାରା କଫିରେ ଥିବା କେଫିନ୍‌ ମସ୍ତିଷ୍କ ଉପରେ ଧୀରେ ଧୀରେ ପ୍ରଭାବ ପକାଇ ଦୀର୍ଘ ବର୍ଷ ପରେ ନିଦ ଉଡ଼ାଇଥିଲା।


All Right Reserved By

ସୁନ୍ଦରତା ବଢ଼ାଏ ଜାଇଫଳ

କବଳ ଖାଦ୍ୟରେ ନୁହେଁ ବରଂ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଜାଇଫଳଔଷଧ ଭଳି କାମ କରିଥାଏ।  ଏଥିରେ ଥିବା ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌ ଭଳି  ପୋଷକ ତତ୍ତ୍ୱ...

ପୁରୁଣା ଶାଢିରୁ…

ବିତୁଥିବା ଦିନ ସହିତ ନୂଆ ନୂଆ ଶାଢୀ କିଣିବା ଭିତରେ ଅନେକ ଶାଢୀ ପୁରୁଣା ହୋଇ ଅଦରକାରୀ ହୋଇଯାଏ। ହେଲେ ଫିଙ୍ଗିବା ଅପେକ୍ଷା ବିଭିନ୍ନ ଉପାୟରେ...

ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ ଗ୍ରୀନ ଟି

ଗ୍ରୀନ ଟି ସ୍ବାସ୍ଥ୍ୟପକ୍ଷେ ଅଧିକ ଲାଭଦାୟକ । ଏହା ଶରୀର ସହିତ ତ୍ୱଚା ପାଇଁ ମଧ୍ୟ ବରଦାନ ସଦୃଶ ହୋଇଥାଏ। ତ୍ୱଚା ସମସ୍ୟ ଯାଥା କଳା...

ସକାରାତ୍ମକ ମାନସିକତା ଓ ବିଶ୍ରାମ

ପ୍ରତିଦିନ ଆମେ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବା ଆବଶ୍ୟକ। ଏଥିରେ ଅନିୟମିତତା ହେଲେ ତାହା ପରୋକ୍ଷରେ କେତେକ ରୋଗର କାରଣ ସାଜିଥାଏ। କେବଳ ସେତିକି ନୁହେଁ,...

ହୃଦ୍‌ଘାତ ହେଲେ ଶରୀରର ପ୍ରଥମେ କେଉଁ ସ୍ଥାନରେ ହୋଇଥାଏ ଯନ୍ତ୍ରଣା ଜାଣନ୍ତୁ

ହୃଦ୍‌ଘାତରେ ଆଜିକାଲି ଅଧିକାଂଶ ଶିକାର ହେଉଛନ୍ତି। ଏପରିକି ଏହି ସମସ୍ୟା କମ୍‌ ବୟସ ପିଲାଙ୍କଠାରେ ମଧ୍ୟ ଦେଖାଦେଉଛି। ଭାରତରେ ହୃଦ୍‌ଘାତରେ ମୃତ ବ୍ୟକ୍ତିଙ୍କ ସଂଖ୍ୟା ଢେର...

ବେଶ୍‌ ଉପକାରୀ ତୁଳସୀ ଚେର

ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହାର ପ୍ରତିଟି ଅଂଶ ବିଭିନ୍ନ ପ୍ରକାର ରୋଗର ନିଦାନ କରିବାରେ ସହାୟକ ହୋଇଥାଏ। ଅଧିକାଂଶ ଲୋକେ ତୁଳସୀ ପତ୍ରର ଫାଇଦା...

ସ୍ବପ୍ନରେ ନିଆଁ ବା ପାଣି ଦେଖିଲେ କ’ଣ ସଙ୍କେତ ରହିଥାଏ ଜାଣନ୍ତୁ

ନିଦରେ ସ୍ବପ୍ନ ଦେଖିବା ଏକ ସାଧାରଣ ଘଟଣା ହେଲେ ମଧ୍ୟ ଏହାର ସମ୍ବନ୍ଧ ଆମ ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତ ସହିତ ରହିଥାଏ। ତେବେ ସ୍ବପ୍ନରେ...

ପିଲାମାନେ କେତେ ସମୟ ବ୍ୟାୟାମ କରିବା ଦରକାର

ଓ୍ବାଶିଂଟନ : ପିଲାମାନେ ସୁସ୍ଥ ରହିବା ପାଇଁ ସପ୍ତାହକୁ ତିନି ଦିନ ମଧ୍ୟମ କିମ୍ବା କଠିନ ବ୍ୟାୟାମ କରିବାକୁ ପଡିବ। ୟୁଏସ୍‌ ଡିପାର୍ଟମେଣ୍ଟ ଅଫ୍‌ ହେଲ୍‌ଥ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *