Posted inଖେଳ

ଧୋନୀଙ୍କୁ ‘ମିସ୍‌’ କରୁଛନ୍ତି ସାକ୍ଷୀ: କହିଲେ, ତୁମ ଖେଳନା ଆସିଗଲା, ଏବେ ଅପେକ୍ଷା କରିଛି ତୁମକୁ

ରାଞ୍ଚି, ୧୨।୮:ଟିମ ଇଣ୍ଡିଆର ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ଏବେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ନେଉଛନ୍ତିି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ତାଙ୍କ ଅନୁପସ୍ଥିତ ଅନୁଭବ କରୁଛନ୍ତି ସ୍ତ୍ରୀ ସାକ୍ଷୀ। ସେ ସୋସିଆଲ ମିଡିଆରେ ଏକ ଫଟୋ ଛାଡି ଧୋନୀଙ୍କୁ ‘ମିସ୍‌’ କରୁଥିବା କଥା ଲେଖିଛନ୍ତି। ଏହାସହ ଧୋନୀଙ୍କ ପସନ୍ଦର ଜିପ୍‌ ଗ୍ରାଣ୍ଡ୍‌ ଶେରୋକି ଘରକୁ ଆସିଛି। କିନ୍ତୁ ସେ ଘରେ ଏବେ ନାହାନ୍ତି। ମାହି ତୁମ ଖେଳନା ଆସିଗଲା, ଏବେ  ତୁମକୁ ଅପେକ୍ଷା ବୋଲି ସାକ୍ଷୀ ଲେଖିଛନ୍ତି। ସୂଚନାଯୋଗ୍ୟ, ଗ୍ରାଣ୍ଡ୍‌ ଶେରୋକି ଗାଡିର ମୂଲ୍ୟ ୮୦ରୁ ୯୦ ଲକ୍ଷ ହୋଇଥିବାବେଳେ ଭାରତରେ ଏହା ପ୍ରଥମ ଜିପ୍‌ ବୋଲି କୁହାଯାଉଛି।


All Right Reserved By Dharitri.Com

Posted inଖେଳ View All

ସୁପର ଓଭରରେ ରୋହିତଙ୍କ ସୁପର ଶୋ: ନ୍ୟୁଜିଲାଣ୍ଡରେ ଭାରତର ପ୍ରଥମ ଟି୨୦ ସିରିଜ ବିଜୟ

ହାମିଲଟନ, ୨୯।୧(ପି.ଟି.): ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କ ସୁପର ଶୋ ବଳରେ ଭାରତ ଏହାର ସର୍ବପ୍ରଥମ ଟି୨୦ ସୁପର ଓଭର ମ୍ୟାଚରେ ଚମକପ୍ରଦ ବିଜୟ ହାସଲ କରିଛି।...

ଜାତୀୟ କରାଟେ: ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୩ ବ୍ରୋଞ୍ଜ

ଭୁବନେଶ୍ୱର, ୧୨।୬(କ୍ରୀଡ଼ା ପ୍ରତିନିଧି)-ଦିଲ୍ଲୀର ତାଲ୍‌କୋଟ୍ରା ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସିନିୟର ଓ ସବ୍‌ଜୁନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ଓ ୩ ବ୍ରୋଞ୍ଜ ପଦକ...

ଆଇସିସି ବିଶ୍ୱକପ୍‌ ଗୀତ ରିଲିଜ୍‌ ହେଲା

ଲଣ୍ଡନ, ୧୮ା୫ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)ର ପୁରୁଷ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ କରାଯାଇଥିବା ଗୀତ ଶୁକ୍ରବାର ରିଲିଜ ହୋଇଛି। ଏହାର ଶୀର୍ଷକ ‘ଷ୍ଟାଣ୍ଡ ବାଏ’...

ଦେଶର ଶ୍ରେଷ୍ଠ ଫୁଟ୍‌ବଲରଙ୍କ ପରଲୋକ

କୋଲକାତା, ୨୦।୩(ପି.ଟି.)- ଭାରତୀୟ ଫୁଟ୍‌ବଲର ଏକ ଯୁଗର ଅନ୍ତ ହୋଇଛି। ଦେଶର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଖେଳାଳି ୮୩ ବର୍ଷୀୟ ପି.କେ. ବାନାର୍ଜୀଙ୍କ ଶୁକ୍ରବାର ପରଲୋକ...

ଟେଷ୍ଟରେ ହ୍ୟାଟ୍ରିକ୍‌: ବୁମ୍‌ରା ତୃତୀୟ ଭାରତୀୟ

କିଙ୍ଗଷ୍ଟନ,୨।୯(ପି.ଟି.)- ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଶନିବାର ଦ୍ୱିତୀୟ ଦିବସରେ ପ୍ରଥମ ଇନିଂସରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ...

ପିତା ହେବାକୁ ଯାଉଛନ୍ତି ଆଉ ଜଣେ କ୍ରିକେଟର୍‌

ଅଜିଙ୍କେ ରାହାଣେଙ୍କ ପରେ ଆଉ ଜଣେ କ୍ରିକେଟର୍‌ ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଦ୍ରୁତ ବୋଲର୍‌ ଧବଳ କୁଲକର୍ଣ୍ଣି। ସେ ନିଜ ଟୁଇଟର...

ଭିନ୍ନ କ୍ରୀଡ଼ାରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଧୋନୀ

ନୂଆଦିଲ୍ଲୀ,୩୦।୮: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ(ମାହି)ଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍‌ ଲାଗି ଘୋଷିତ ଜାତୀୟ ଦଳରେ ସ୍ଥାନ ମିଳି ନାହିଁ।...

ଦୁଲୀପ ଟ୍ରଫି ମ୍ୟାଚରେ ନାଡ଼ା ଡୋପ୍‌ ଟେଷ୍ଟ ଆରମ୍ଭ କରିବ

ନୂଆଦିଲ୍ଲୀ,୧୮।୮(ପି.ଟି.)- ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଆଗାମୀ ଦୁଲୀପ ଟ୍ରଫି ମ୍ୟାଚ୍‌ ଅବସରରେ ଭାରତୀୟ କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ଆରମ୍ଭ କରିବ। ବେଙ୍ଗାଲୁରୁରେ ଖେଳାଯିବାକୁ...

Leave a comment

Your email address will not be published. Required fields are marked *