Posted inUncategorized

ତ୍ରିରଙ୍ଗା ଧରି ୧୫ କିଲୋମିଟର ଲମ୍ବ ମାନବ ଶୃଙ୍ଖଳରେ ଠିଆହେଲେ ସୁରକ୍ଷାକର୍ମୀ, ଛାତ୍ରୀଛାତ୍ର

ରାୟପୁର,୧୧।୮: ପାଖେଇ ଆସୁଛି ସ୍ବାଧୀନତା ଦିବସ। ଏହି ଦିବସକୁ ଆଉ ୪ ଦିନ ବାକି ଥିବା ବେଳେ ଛତିଗଡ଼ରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ସୁରକ୍ଷାକର୍ମୀ ଓ ଛାତ୍ରୀଛାତ୍ରମାନେ ଜାତୀୟ ପତାକା ଧରି ପ୍ରାୟ ୧୫ କିଲୋମିଟରର ଏକ ମାନବ ଶୃଙ୍ଖଳରେ ଠିଆ ହୋଇଛନ୍ତି। ଶନିବାର ଏମାନେ ଏହି ମାନବ ଶୃଙ୍ଖଳ ତିଆରି କରିଥିବା ବେଳେ ଏହା ଦେଖିବାକୁ ବେଶ୍‌ ସୁନ୍ଦର ଥିଲା। ସ୍ବାଧୀନତା ଦିବସକୁ କିଏ ତେକେ ଢଙ୍ଗରେ ପାଳନ କରୁଥିବା ବେଳେ ଏହା ସବୁଠୁ ନିଆରା ଥିବା ଆଲୋଚନା ହେଉଛି।


All Right Reserved By Dharitri.Com

Posted inUncategorized View All

ଶ୍ରୀବନ୍ତପୁରରେ ଯୁବକଙ୍କୁ ହତ୍ୟା : ଦୁଇ ଅଭିଯୁକ୍ତ ଅଟକ

ରସୁଲପୁର,୨୧।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଅଚ୍ୟୁତ ସ୍ବାଇଁଙ୍କ ପୁଅ ଶ୍ୟାମସୁନ୍ଦର(୨୪)।...

ମହାକାଳପଡ଼ାରେ ପକ୍ଷୀ ମଡ଼କ

ମହାକାଳପଡ଼ା,୩୧।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ପକ୍ଷୀ ମଡ଼କ ଦେଖାଦେଇଛି। କାଉ, କୋଇଲି, କୁକୁଡ଼ା, ବଗ ଆଦି ପକ୍ଷୀଙ୍କ ମୁଣ୍ଡ ବୁଲାଇବା ସହ ଥରିଥରି ପଡ଼ି ଯାଉଥିବା...

‘କାଜି’ ପଦବୀରୁ କାଜିବଜାର

କଟକ ଅଫିସ, ୫ା୧୨: ବାଉନ ବଜାର ତେପନ ଗଳିର ସହର କଟକ। ଯଦିଓ ଏବେ ଏହି ଐତିହାସିକ ସହରରେ ଶହେ ବଜାର ହଜାରେ ଗଳି ସୃଷ୍ଟି...

ଜନସଂଖ୍ୟା ସ୍ଥିରିକରଣ ପକ୍ଷ ପାଳନ: ବାହାରିଲା ସଚେତନତା ରଥ

ରଘୁନାଥପୁର, ୧୧। ୭ (ଡି.ଏନ.ଏ.)- ଜାତୀୟ ସ୍ବାସ୍ଥ୍ୟମିଶନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜୁଲାଇ ୧୧ରୁ ୨୪...

ବୃଦ୍ଧା ମା’ଙ୍କ ଆଖି ତାଡିଦେଲେ, ହାତ ଗୋଡ ଭାଙ୍ଗି ମାରିଦେଲେ ବୋହୂ-ପୁଅ

ଦୁବାଇ, ୨୦।୬: ବୃଦ୍ଧା ମା’ଙ୍କୁ ହତ୍ୟା ଅଭିଯୋଗରେ ସାଉଦି ଆରବରେ ଗିରଫ ହୋଇଛନ୍ତି ଜଣେ ଭାରତୀୟ ଦମ୍ପତ୍ତି। ଉକ୍ତ ଦମ୍ପତ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ରହିଛି।...

ପୂଜା ଭିଡ଼ରେ ମାତିଲେ ଲୁଟେରା: ଶେଷ ଦୁଇଦିନରେ ୨ଶହରୁ ଊର୍ଦ୍ଧ୍ୱ ଚୋରି, ଲୁଟ୍‌

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଏଥର ଦୁର୍ଗାପୂଜାରେ ଚୋରି ଓ ଲୁଟ୍‌ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଶେଷକରି ପୂଜା ମଣ୍ଡପ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ...

ରଜମଉଜ ମହୋତ୍ସବ ଉଦ୍‌ଘାଟିତ:‘ସବୁଜ ସହର ଗଢ଼ିବାକୁ ସଂକଳ୍ପ ନିଅ’

ଢେଙ୍କାନାଳ ଅଫିସ, ୧୫।୬ଅଶୀ ଦଶକରେ ଢେଙ୍କାନାଳ ସହର ସବୁଜିମାରେ ପରିପୂର୍ଣ୍ଣ ହୋଇ ରହିଥିଲା। ରଜ ମହୋତ୍ସବରେ ପିଲାମାନେ ଗଛରେ ଦୋଳି ବାନ୍ଧି ଖେଳୁଥିଲେ। ସେଦିନର ସବୁଜ...

Leave a comment

Your email address will not be published. Required fields are marked *