Posted inଜାତୀୟ

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ସୁପ୍ରିମ୍‌କୋର୍ଟରେ ଆବେଦନ କଲା ନ୍ୟାସନାଲ୍‌ କନଫରେନ୍ସ୍‌

ନୂଆଦିଲ୍ଲୀ,୧୦।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ଫାରୁକ୍‌ ଅବଦୁଲାଙ୍କ ନ୍ୟାସନାଲ୍‌ କନଫରେନ୍ସ୍‌ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛି। ଦଳପକ୍ଷରୁ ଅକବର ଲୋନ୍‌ ଏନେଇ ଏକ ଆବେଦନ କରିଛନ୍ତି। ଏଠାକାର ବିଚ୍ଛିନ୍ନତାବାଦୀ ନେତା ଅବଦୁଲ୍‌ ଗନି ଲୋନ୍‌ଙ୍କର ପୁଅ ହେଉଛନ୍ତି ଅକବର। ସେ ଆବେଦନରେ ଦର୍ଶାଇଛନ୍ତି ଯେ, ଜମ୍ମୁ-କଶ୍ମୀରର ବିଭାଜନ ଅଣ-ସାମ୍ବିଧାନିକ। ଏହା ଦ୍ୱାରା ଗଣତାନ୍ତ୍ରିକ ପଦ୍ଧତିର ଉଲ୍ଲଂଘନ ହୋଇଥିବା ଦର୍ଶାଇ ସେ ଆବେଦନ କରିଛନ୍ତି।


All Right Reserved By Dharitri.Com

ନିଜ ଦରମା ଟଙ୍କା ବି ଦାନ କରିଦେଉଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ

ସମାଜ ପାଇଁ ଗୁରୁଙ୍କ ଅବଦାନ ଅତୁଳନୀୟ। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ସେପ୍ଟେମ୍ବର ୫କୁ ୧୯୬୨ ମସିହାରୁ ଗୁରୁଦିବସ ଭାବେ ପାଳନ ହୋଇଆସୁଛି।...

ରାହୁଲଙ୍କ ଇସ୍ତଫା: ପାଟନାରେ ଲାଗିଲା କଂଗ୍ରେସକର୍ମୀଙ୍କ ମିଳିତ ଆତ୍ମଦାହ ପୋଷ୍ଟର

ପାଟନା,୬।୭: ରାହୁଲ ଗାନ୍ଧୀଙ୍କ ଇସ୍ତଫା ନେଇ ବିହାରର ପାଟନାରେ କଂଗ୍ରେସକର୍ମୀଙ୍କ ପକ୍ଷରୁ ମିଳିତ ଆତ୍ମଦାହ କରିବା ଲାଗି ପୋଷ୍ଟର ଲଗାଯାଇଛି। ରାହୁଲ ଇସ୍ତଫା ଫେରାଇ ନ...

ଟ୍ରମ୍ପଙ୍କ ଗସ୍ତ ସମୟରେ ରାସ୍ତାରେ ଦେଖାଯିବେନି ବୁଲା କୁକୁର, ସିଲ୍‌ ହେବ ପାନ ଦୋକାନ

ଅହମଦାବାଦ,୧୭।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨୪-୨୫ ତାରିଖରେ ଭାରତ ଗସ୍ତ କରୁଛନ୍ତି। ଏହି ସମୟରେ ସେ ନୂଆଦିଲ୍ଲୀ...

ମହାରାଷ୍ଟ୍ରରେ ଜଳ ତାଣ୍ଡବ:ବର୍ଷାବିତ୍ପାତରେ ୧୯ ମୃତ, ୧୧ ନିଖୋଜ

ପୁଣେ,୨୭।୯(ପି.ଟି.):ମହାରାଷ୍ଟ୍ରରେ ଲଗାଣବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପୁଣେ, ଜଲଗାଓଁ ଓ ନାଶିକ୍‌ରରେ କାନ୍ଥ ଭୁଶୁଡ଼ିଯିବା ସହ ଗଛ ଓ ବିଦ୍ୟୁତ୍‌...

ଗୁଜରାଟ ଉପକୂଳରେ ପାକିସ୍ତାନୀ ଡଙ୍ଗା: ସର୍ଚ୍ଚ ଅପରେଶନ ଜାରି

ଗାନ୍ଧିନଗର,୫।୧୦: ଗୁଜରାଟ କଚ୍ଛ ଅଞ୍ଚଳରେ ପାକିସ୍ତାନ ଅନୁପ୍ରବେଶ ଉଦ୍ୟମ ଜାରି ରଖିଥିବା ବେଳେ ଏବେ ପାକିସ୍ତାନ ମତ୍ସଜୀବୀଙ୍କ ଦୁଇଟି ଡଙ୍ଗା ମିଳିବା ପରେ ସର୍ଚ୍ଚ ଅପରେଶନ...

ସ୍ମାର୍ଟ ଫୋନ୍‌ କିଣିଲେ ମାଗଣାରେ ମିଳିବ ପିଆଜ

ପାଟୁକୋଟାଇ,୮।୧୨: ଦେଶରେ ପିଆଜର ଦରବୃଦ୍ଧି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏତିକିବେଳେ ତାମିଲନାଡୁ ପାଟୁକୋଟାଇର ଥାଲାୟାରି ଷ୍ଟ୍ରିଟ୍‌ରେ ଥିବା ଜଣେ ମୋବାଇଲ ଦୋକାନୀ ଫୋନ୍‌ ବିକ୍ରି...

୫ ଲକ୍ଷ ଫଲୋଅର୍ସ ଥିବା ଟିକ୍‌ଟକ୍‌ ସେଲିବ୍ରିଟିଙ୍କୁ ହତ୍ୟା

ନୂଆଦିଲ୍ଲୀ, ୨୨।୫: ଦିଲ୍ଲୀର ନଜଫଗଡରେ ଜଣେ ଟିକ୍‌ଟକ୍‌ ସେଲିବ୍ରିଟିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ମୃତକଙ୍କ ଜଣଙ୍କ ହେଲେ ମୋହିତ। ପେଶାରେ ସେ ଜଣେ ଜିମ୍‌...

ରାହୁଲଙ୍କୁ ମାୟାବତୀଙ୍କ ସମାଲୋଚନା

ନୂଆଦିଲ୍ଲୀ, ୨୭ା୮: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍‌ପି ସୁପ୍ରିମୋ ମାୟାବତୀ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ସହ ଶ୍ରୀନଗର ଗସ୍ତରେ...

Leave a comment

Your email address will not be published. Required fields are marked *