ନିଜ ବାୟୋପିକ୍‌କୁ ନେଇ କ’ଣ କହିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ମାତ୍ର ୨୮ ବର୍ଷ ବୟସରେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମରୁ ସେ ଜଣେ ୬୫ ବର୍ଷ ବୃଦ୍ଧଙ୍କ ଚରିତ୍ରରେ ଅଭିନୟ କରିଥିଲେ ସତ ହେଲେ ସେତେ ସଫଳତା ପାଇ ନ ଥିଲେ। ହେଲେ ୩୫ ବର୍ଷ ପରେ ସେ ବଲିଉଡ୍‌ର ଜଣେ ଆଗଧାଡିର କଳାକାର ଭାବେ ବେଶ୍‌ ପରିଚିତ ଥିଲେ। ଏବେ ଅନୁପମ ତାଙ୍କ ଲିଖିତ ପୁସ୍ତକ Lessons Life Taught Me ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ କ୍ୟାରିୟରକୁ ନେଇ କିଛି ମଜାଦାର କଥା କହିଛନ୍ତି। ଯଦି ତାଙ୍କର ବାୟୋପିକ୍‌ ତିଆରି କାରାଯାଏ ତେବେ ଏହା ବ୍ଲକ୍‌ବଷ୍ଟର ହେବ ବୋଲି ସେ କହିଛନ୍ତି। କାରଣ ସେ ଜୀବନରେ ଅସଫଳ ହୋଇ ଲଢେଇ କରି ଜିତିଛନ୍ତି। ତାଙ୍କ ଜୀବନ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିବାରୁ ତାଙ୍କ ବାୟୋପିକ୍‌ ବ୍ଲକବଷ୍ଟର ହେବ। ଏଥିରେ ପ୍ରେମ, ପ୍ରେରଣା, ସଫଳତ, ଅସଫଳତା, ବ୍ୟଙ୍ଗ ସବୁକିଛି ସ୍ଥାନ ପାଇପାରିବ। ତେଣୁ ଏହା ଏକ ଭଲ ବାୟୋପିକ୍‌ ହେବ ବୋଲି ଅନୁପମ କହିଛନ୍ତି।


All Right Reserved By Dharitri.Com

କୋରିଓଗ୍ରାଫର୍‌ ରେମୋ ଡି. ସୌଜାଙ୍କ ନାଁରେ ଜାମିନବୀହିନ ପରଓ୍ବାନା ଜାରି

ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୋଜାଙ୍କ ନାଁରେ ଜାମିନବୀହିନ ପରଓ୍ବାନା ଜାରି କରାଯାଇଛି। ୫ କୋଟି ଟଙ୍କା ହଡପ ଅଭିଯୋଗରେ ଗାଜିଆବାଦର ଜିଲା ଅଦାଲତ ଏହି...

ଏକାଠି ହେବାକୁ ଯାଉଛନ୍ତି ୩ ଖାଁ

ମୁମ୍ବାଇ: ବଲିଉଡ୍‌ର ୩ ଖାନ୍‌ କହିଲେ ବୁଝାଏ ଆମିର, ସଲମାନ ଓ ଶାହରୁଖ। କେବେ ଏମାନଙ୍କ ମଧ୍ୟରେ ଭଳ ସମ୍ପର୍କ ନ ଥିବା ବେଳେ ଏବେ...

ଚାଇନାରେ ଫ୍ଲପ୍‌ ହେଲା ରଜନୀକାନ୍ତଙ୍କ ହାଇ ବଜେଟ୍‌ ଫିଲ୍ମ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଓ ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ହାଇ ବଜେଟ୍‌ ଫିଲ୍ମ ‘୨.୦’ ଚାଇନାରେ ଫ୍ଲପ୍‌ ହୋଇଛି। ଏହା ହିନ୍ଦୀ,...

ଛାଡପତ୍ର ପରେ ଏହି ଅଭିନେତାଙ୍କୁ ମିଳିଛି ପ୍ରକୃତ ଜୀବନସାଥୀ

ବମ୍ବେ: ପ୍ରଥମ ବିବାହର ବିଫଳତା ପରେ ଜୀବନସାଥୀଟିଏ ମିଳିବା ସହଜ କଥା ନୁହେଁ। କିନ୍ତୁ କିଛି ବଲିଉଡ୍‌ କଳାକାରଙ୍କ କ୍ଷେତ୍ରରେ ଉକ୍ତିଟି ଭୂଲ ସାବ୍ୟସ୍ତ ହୋଇଛି।...

୫୩ ବର୍ଷରେ ବାପା ହେବାକୁ ଇଚ୍ଛା: ହେଲେ ସ୍ତ୍ରୀ ଚାହୁଁ ନାହାନ୍ତି ସଲମାନ୍‌

ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ସରୋଗେସୀ ମାଧ୍ୟମରେ ବାପା ହେବାକୁ ଚାହୁଁଛନ୍ତି। ଗତ କିଛି ଦିନ ହେବ ଏହି ଖବର ଖୁବ୍‌ ଚର୍ଚ୍ଚାରେ ରହିଛି। ୫୩...

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଗୋବିନ୍ଦା

ଲକ୍ଷ୍ନୌ,୨୯।୧୨: ବଲିଉଡ୍‌ ଅଭିନେତା ଗୋବିନ୍ଦା ରବିବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଏହି ସମୟରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ୍‌ କରିଛନ୍ତି।...

ନିଜ ଦୁଃଖକୁ ଚାପି ବ୍ୟଙ୍ଗ ପରିବେଷଣ କରେ

ବ୍ୟଙ୍ଗକବି ଗୁଣରଞ୍ଜନ ସାଲିମା। ଏକାଧାରରେ ସେ ଜଣେ ଗୀତିକାର, ବ୍ୟଙ୍ଗକବି ଓ ମଞ୍ଚ ସଂଯୋଜକ। ସମ୍ବଲପୁର ମହାନଗର ନିଗମର ମୁଖ୍ୟ କିରାଣି ଭାବେ କାର୍ଯ୍ୟରତ ଗୁଣରଞ୍ଜନ...

ସୋସିଆଲ ମିଡିଆରେ ଆକ୍ଟିଭ୍‌ ନୋରା

ନୂଆଦିଲ୍ଲୀ: ଲକ୍‌ଡାଉନ ସମୟରେ ଘରେ ରହି ବଲିଉଡ୍‌ର ଡାନ୍ସିଂ କୁଇନ୍‌ ନୋରା ଫତେହି ସୋସିଆଲ୍‌ ମିଡିଆରେ ସମ୍ପର୍କ ରଖିଛନ୍ତି। ଏବେ ଫିଲ୍ମ ଶୁଟିଂ ବନ୍ଦଥିବାରୁ ସେ...

Leave a comment

Your email address will not be published. Required fields are marked *