Posted inUncategorized

କେନାଲରେ ପଡ଼ି ଚାଷୀଙ୍କ ମୃତ୍ୟୁ

ଭଦ୍ରକ ଅଫିସ,୯।୮: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଚରମ୍ପା ସାଳନ୍ଦୀ କେନାଲରେ ପଡ଼ି ଶୁକ୍ରବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀ ଜଣଙ୍କ ହେଲେ କୁନ୍ତଳା ଗ୍ରାମପଞ୍ଚାୟତ ଖିଲାର ସାହିର ରାମଚନ୍ଦ୍ର ଖିଲାର(୪୨)। ଧାନ ତଳି ନେଇ କେନାଲ ଆଡ଼ିବନ୍ଧରେ ଯାଉଥିବାବେଳେ ସେ ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲେ। ପରିବାର ଲୋକେ ଭଦ୍ରକ ମେଡିକାଲକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡିକାଲରେ ରଖାଯାଇଛି।


All Right Reserved By Dharitri.Com

Posted inUncategorized View All

କୋହଲିଙ୍କ ଚିତା ଫଟୋ ଭାଇରାଲ

ବେଙ୍ଗାଲୁରୁ,୨୦।୧- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ଚମତ୍କାର କ୍ୟାଚ୍‌ ନେଇ ମାର୍ନୁସ ଲାବୁସେନଙ୍କୁ ଆଉଟ୍‌ କରିଥିଲେ।...

ଦିଗପହଣ୍ଡି ରେଞ୍ଜର ନିଲମ୍ବିତ

ବ୍ରହ୍ମପୁର ଅଫିସ୍‌,୧୫ା୮-ଗଞ୍ଜାମ ଜିଲା ଦିଗପହଣ୍ଡିର ଭାରପ୍ରାପ୍ତ ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ ବୁଧବାର ନିଲମ୍ବିତ ହୋଇଛନ୍ତି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ ତାଙ୍କୁ ନିଲମ୍ବିତ...

ଅର୍ଥନୀତି ଭୁଶୁଡ଼ିବ – ସରକାର ପକେଟ ନୁହେଁ, ପେଡ଼ି ଖୋଲନ୍ତୁ

ତର୍କ ଓ ତତ୍ତ୍ୱ/ ବିମଳ ପ୍ରସାଦ ପାଣ୍ଡିଆ ରାଜନୈତିକ, ଆର୍ଥିକ ଓ ସାମରିକ ମାମଲାରେ ଆମେରିକା ପୃଥିବୀର ସବୁଠାରୁ ପ୍ରଭାବଶାଳୀ ଓ ଶକ୍ତିଶାଳୀ ଦେଶ। ଏବେ...

ଚର୍ଚ୍ଚ ପରିସରରୁ ମିଳିଲା ମଣିଷ ହାଡ଼ରେ ତିଆରି କାନ୍ଥର ସନ୍ଧାନ

ବ୍ରସେଲ୍ସ୍‌,୧୯।୨: ବେଲଜିୟମ୍‌ର ଏକ ଚର୍ଚ୍ଚ ପରିସରରୁ ମଣିଷ ହାଡ଼ରେ ତିଆରି କାନ୍ଥର ସନ୍ଧାନ ମିଳିଛି। ଖନନ କରୁଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।...

ନଭେମ୍ବରରେ ସୁସ୍ମିତାଙ୍କ ବାହାଘର

ମୁମ୍ବାଇ: ହିନ୍ଦୀ, ତାମିଲ, ବେଙ୍ଗଲୀ ଆଦି ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିବା ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌...

କୋଇଲା ବୋଝେଇ ଟ୍ରେନ୍‌ରୁ ୨ ବଗି ଅଲଗା

ରାୟଗଡ଼ା ଅଫିସ,୧୬।୧: ବିଷମକଟକ ଓ ସାନ ସାର୍ତେଲି ଷ୍ଟେଶନ ମଧ୍ୟରେ ଏକ ମାଲବାହୀ ଟ୍ରେନ୍‌ରୁ ୨ଟି ବଗି ଅଲଗା ହୋଇଯାଇଛି। ଫଳରେ ଉକ୍ତ ଟ୍ରାକ୍‌ରେ ଟେନ୍‌...

ଏବେ ଲୁଚାଛପାର ସମୟ ନୂହେଁ, ଧାର୍ମିକ ନେତାମାନେ ସନ୍ଦିଗ୍ଧଙ୍କୁ ବୁଝାଇ ଆଗକୁ ଆସିବାକୁ କୁହନ୍ତୁ : ବାଗଚି

ଭୁବନେଶ୍ବର, ୪।୪(ବ୍ୟୁରୋ) : ବର୍ତ୍ତମାନ ସମୟରେ ସାମାଜ ଆତଙ୍କିତ ଅବସ୍ଥାରେ ରହିଛି । ଏଣୁ ଦିଲ୍ଲୀ ନିଜ୍ଜାମୁଦ୍ଦୀନ ଧର୍ମସଭାରେ ଯୋଗ ଦେଇ ଓଡିଶାକୁ ଫେରିଥିବା ବ୍ୟକ୍ତି...

Leave a comment

Your email address will not be published. Required fields are marked *