Posted inUncategorized

ବେଶ୍‌ ଉପକାରୀ ତୁଳସୀ ଚେର

ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହାର ପ୍ରତିଟି ଅଂଶ ବିଭିନ୍ନ ପ୍ରକାର ରୋଗର ନିଦାନ କରିବାରେ ସହାୟକ ହୋଇଥାଏ। ଅଧିକାଂଶ ଲୋକେ ତୁଳସୀ ପତ୍ରର ଫାଇଦା ସମ୍ପର୍କରେ ଜାଣିଥାନ୍ତି, କିନ୍ତୁ ଏହାର ଚେର ଯେ କେତେ ଉପକାରୀ ତାହା କାହାକୁ ମାଲୁମ୍‌ ନ ଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ, ତୁଳସୀ ଚେର ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟାରୁ ନିଦାନ ଦେଇଥାଏ। କିନ୍ତୁ ଆୟୁର୍ବେଦ ଏବଂ ଚୀନ୍‌ ଔଷଧୀୟ ବିଜ୍ଞାନରେ ତୁଳସୀ ଚେରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମହୌଷଧି ଭାବେ ବିବେଚନା କରାଯାଇଛି। ତୁଳସୀ ଚେରରେ ଥିବା ଆଣ୍ଟିଇନ୍‌ଫ୍ଲାମେଟରୀ ଗୁଣ ଶରୀରର ଯେକୌଣସି ଅଂଶରେ ଯନ୍ତ୍ରଣା ଏବଂ ଫୁଲା ସମସ୍ୟାକୁ ଦୂର କରିଥାଏ। ଏହାକୁ ଡାଇରିଆ ଭଲ କରିବାରେ ମଧ୍ୟ ଉପଯୋଗ କରାଯାଏ। ତୁଳସୀ ଚେରରେ ମହଜୁଦ୍‌ ଫ୍ଲାବୋନଏଡ୍‌ ଏବଂ ଫେନୋଲିକ୍‌ ତତ୍ତ୍ୱ ଶରୀରର ରୋଗପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରର କୋଷିକାକୁ ସୁସ୍ଥ ରଖିବା ସହ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କରିଥାଏ।


All Right Reserved By Dharitri.Com

Posted inUncategorized View All

ଶହୀଦଙ୍କ ପରିବାରଙ୍କୁ ୨୫ ଲକ୍ଷ ଟଙ୍କା ଓ ସରକାରୀ ଚାକିରି ଦେବେ ଯୋଗୀ ସରକାର

ଲକ୍ଷ୍ନୌ,୧୩।୬: ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ ଜଣଙ୍କୁ ସରକାରୀ ଚାକିରି ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ...

ଚାହିଦା ବୃଦ୍ଧି ଉପରେ କେନ୍ଦ୍ରର ଫୋକସ

ନୂଆଦିଲ୍ଲୀ,୧୪-୧୨: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଜିଡ଼ିପି ଅଭିବୃଦ୍ଧି ସେପ୍ଟେମ୍ବର ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଏଭଳି ସ୍ଥିତିରେ ଘରୋଇ...

ଓଜନ କମ୍‌ କରିବାକୁ ଚାହୁଁଥିଲେ ଡାଏଟ୍‌ରେ ସାମିଲ କରନ୍ତୁ ଘିଅ

ଦେଶୀ ଘିଅ ନିୟମିତ ଭାବେ ଖାଇଲେ ଶରୀର ପାଇଁ ଉପକାରୀ ହୋଇଥାଏ। ଆର୍ୟୁବେଦ ଅନୁଯାୟୀ, ଗାଈ ଘିଅ ଖାଇଲେ ମୋଟାପଣ ଦୂର ହେବା ସହ ଏହା...

ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରେ ନ ଥିଲେ ହେଲେ ବିଶ୍ୱକପ୍‌ ଦଳରେ ଆମିର

କରାଚି,୧୭।୫(ପି.ଟି.)- ପାକିସ୍ତାନ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମିରଙ୍କୁ ପ୍ରଥମେ ଅଣଦେଖା କରାଯାଇଥିଲେ ମଧ୍ୟ ପରେ ତାଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କାରାଯାଇଛି। ଚଳିତ ଇଂଲଣ୍ଡ...

ନୂଆଗଡ଼ରୁ ହରିଣ ଉଦ୍ଧାର

ପାରାଦୀପ, ୨୮।୩ (ସ୍ବ.ପ୍ର.)- ପାରାଦୀପ ଲକ୍‌ ଥାନା ଅଧୀନ ନୂଆଗଡ଼ ଗ୍ରାମ ଉପାନ୍ତ ମହାନଦୀ ପଠାରୁ ଶନିବାର ସକାଳୁ ଏକ ହରିଣ ଉଦ୍ଧାର କରାଯାଇଛି। ମହାନଦୀରେ...

ବିଦେଶୀ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ବିଏମ୍‌ସି

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ନୟାପଲ୍ଲୀ ଥାନା ଅଞ୍ଚଳର ରିଚି ରେଜେନ୍ସିରେ ଥିବା ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଯାତ୍ରୀ ନିବାସକୁ ପଠାଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)।...

ସଂଗଠିତ ହେଲେ ଦାବି ହାସଲ କରିପାରିବେ ଚାଷୀ

ତିହିଡ଼ି,୧୮।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ସ୍ଥିତ ଦୀନଦୟାଲ ଭବନରେ ବୁଧବାର ମଧ୍ୟାହ୍ନରେ ନବ ନିର୍ମାଣ କୃଷକ ସଂଗଠନର ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋଡକ...

ବିଜୁ ଯୁବବାହିନୀ ପକ୍ଷରୁ ଚାରାରୋପଣ

ଭବାନୀପାଟଣା,୬।୯(ଡି.ଏନ.ଏ.)-ଭବାନୀପାଟନା ପୌରପାଳିକା ବିଜୁ ଯୁବବାହିନୀ ତରଫରୁ ଗୁରୁବାର ଗୁରୁଦିବସଠାରୁ ସବୁଜବନାନୀ ଚାରାରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଗୁରୁବାର ସ୍ଥାନୀୟ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମଝିପଡାଠାରେ ବିଜୁ...

Leave a comment

Your email address will not be published. Required fields are marked *